Prime Minister condoles the loss of lives in a mishap at a cracker factory in Thrissur, Keralam
April 21st, 08:35 pm
The Prime Minister, Shri Narendra Modi has condoled the loss of lives due to a mishap at a cracker factory in Thrissur, Keralam. Shri Modi also wished speedy recovery for those injured in the mishap.ଏଲଡିଏଫ ଏବଂ ୟୁଡିଏଫ କେରଳକୁ ତା’ର ଯୁବଶକ୍ତିରୁ ବଞ୍ଚିତ କରିଛନ୍ତି: ଏର୍ଣ୍ଣାକୁଲମରେ ପ୍ରଧାନମନ୍ତ୍ରୀ ମୋଦୀ
March 11th, 03:00 pm
ଆଜି ଏର୍ଣ୍ଣାକୁଲମରେ ଏକ ବିଶାଳ ସମାବେଶ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଲୋକଙ୍କ ଉତ୍ସାହ ଏବଂ ଆତ୍ମବିଶ୍ୱାସ କେରଳର ବିକାଶ ଏବଂ ରାଜ୍ୟରେ ଏକ ନୂତନ ରାଜନୈତିକ ଦିଗ ପ୍ରତି ଏକ ଦୃଢ଼ ଆକାଂକ୍ଷାକୁ ପ୍ରତିଫଳିତ କରୁଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଲୋକଙ୍କ ଆକାଂକ୍ଷା ସ୍ପଷ୍ଟ ଭାବରେ ଦ୍ରୁତ ଅଭିବୃଦ୍ଧି ଏବଂ ନୂତନ ସୁଯୋଗ ପାଇଁ ଏକ ଇଚ୍ଛାକୁ ସୂଚିତ କରୁଛି।କେରଳମର ଏର୍ନାକୁଲମରେ ଏକ ମେଗା ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧିତ କରିଛନ୍ତି
March 11th, 02:20 pm
ଆଜି ଏର୍ଣ୍ଣାକୁଲମରେ ଏକ ବିଶାଳ ସମାବେଶ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଲୋକଙ୍କ ଉତ୍ସାହ ଏବଂ ଆତ୍ମବିଶ୍ୱାସ କେରଳର ବିକାଶ ଏବଂ ରାଜ୍ୟରେ ଏକ ନୂତନ ରାଜନୈତିକ ଦିଗ ପ୍ରତି ଏକ ଦୃଢ଼ ଆକାଂକ୍ଷାକୁ ପ୍ରତିଫଳିତ କରୁଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଲୋକଙ୍କ ଆକାଂକ୍ଷା ସ୍ପଷ୍ଟ ଭାବରେ ଦ୍ରୁତ ଅଭିବୃଦ୍ଧି ଏବଂ ନୂତନ ସୁଯୋଗ ପାଇଁ ଏକ ଇଚ୍ଛାକୁ ସୂଚିତ କରୁଛି।୨୩ ଜାନୁଆରୀରେ କେରଳ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
January 22nd, 02:23 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୩ ଜାନୁଆରୀ ୨୦୦୬ରେ କେରଳ ଗସ୍ତ କରିବେ । ସକାଳ ପ୍ରାୟ ୧୦:୪୫ ସମୟରେ ପ୍ରଧାନମନ୍ତ୍ରୀ ଥିରୁବନନ୍ତପୁରମରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିବେ । ଏହି ଅବସରରେ ସେ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।ଥ୍ରିସୁରର ପ୍ରଥମ ବନ୍ଦେ ଭାରତ ଟ୍ରେନର ସ୍ୱାଗତକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
April 26th, 02:48 pm
କେରଳର ପ୍ରଥମ ବନ୍ଦେ ଭାରତର ଟ୍ରେନକୁ ଭବ୍ୟ ପାରମ୍ପରିକ ସ୍ୱାଗତ କରିଥିବାରୁ ଥ୍ରିସୂରର ଲୋକଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଶଂସା କରିଛନ୍ତି ।ଭିଡିଓ ବାର୍ତ୍ତା ମାଧ୍ୟମରେ ଥ୍ରୀସୁରର ଶ୍ରୀ ସୀତାରାମ ସ୍ବାମୀ ମନ୍ଦିରର ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଓଡ଼ିଆ ଅନୁବାଦ
April 25th, 09:21 pm
ଥ୍ରୀସୁରପୁରମ ପର୍ବ ଅବସରରେ ମୋର କେରଳର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଅନେକ ଅଭିନନ୍ଦନ। ଥ୍ରିସୁର କେରଳର ସାଂସ୍କୃତିକ ରାଜଧାନୀ ଭାବରେ ଜଣାଶୁଣା | ଯେଉଁଠାରେ ସଂସ୍କୃତି ଅଛି, ସେଠାରେ ପରମ୍ପରା ଅଛି, ସେଠାରେ ମଧ୍ୟ କଳା ଅଛି । ଆଧ୍ୟାତ୍ମିକତା ସହିତ ଦର୍ଶନ ମଧ୍ୟ ଅଛି | ସେଠାରେ ପର୍ବପର୍ବାଣୀ ହେବା ସହିତ ଗୌରବ ମଧ୍ୟ ଅଛି | ମୁଁ ଖୁସି ଯେ ଥ୍ରୀସୁର ଏହି ଐତିହ୍ୟ ଏବଂ ପରିଚୟକୁ ଜୀବନ୍ତ ରଖିଛି | ଶ୍ରୀ ସୀତା ରାମା ସ୍ବାମୀ ମନ୍ଦିର ବର୍ଷ ବର୍ଷ ଧରି ଏହି ଦିଗରେ ଏକ ଗତିଶୀଳ କେନ୍ଦ୍ର ଭାବରେ କାର୍ଯ୍ୟ କରିଆସୁଛି | ମୋତେ କୁହାଯାଇଛି ଯେ ଏହି ମନ୍ଦିରକୁ ବର୍ତ୍ତମାନ ଅଧିକ ଦିବ୍ୟ ଏବଂ ଭବ୍ୟ ରୂପ ପ୍ରଦାନ କରାଯାଇଛି। ଏହି ଅବସରରେ ସ୍ବର୍ଣ୍ଣମଣ୍ଡିତ ଗର୍ଭଗୃହ ମଧ୍ୟ ଭଗବାନ ଶ୍ରୀସୀତାରାମ, ଭଗବାନ ଅୟପ୍ପା ଓ ଭଗବାନ ଶିବଙ୍କୁ ସମର୍ପିତ କରାଯାଉଛି।କେରଳର ତ୍ରିସୁର ଠାରେ ଥିବା ଶ୍ରୀ ସୀତାରାମ ସ୍ୱାମୀ ମନ୍ଦିରର ଏକ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଛନ୍ତି
April 25th, 09:20 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ତ୍ରିସୁର ଠାରେ ଥିବା ଶ୍ରୀ ସୀତାରାମ ସ୍ୱାମୀ ମନ୍ଦିରର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ତ୍ରିସୁର ପୁରମ ମହୋତ୍ସବର ଶୁଭ ଅବସରରେ ସେ ସମସ୍ତଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।A third strength has emerged in Kerala that aims to put an end to corruption & other problems people are facing: PM Modi at a public meeting
December 14th, 06:15 pm
PM to visit Kerala
December 14th, 10:38 am