PM Modi remembers the great Thiruvalluvar on Thiruvalluvar Day

January 15th, 12:37 pm

The Prime Minister, Shri Narendra Modi remembers the great Tamil philosopher, poet and thinker Thiruvalluvar, today, on Thiruvalluvar Day. Prime Minister Shri Modi remarked that the great Thiruvalluvar's verses reflect the essence of Tamil culture and our philosophical heritage. His timeless work, the Tirukkural, stands as a beacon of inspiration, offering profound insights on a wide range of issues, Shri Modi stated.

PM Modi interacts with the Indian community in Paris

July 13th, 11:05 pm

PM Modi interacted with the Indian diaspora in France. He highlighted the multi-faceted linkages between India and France. He appreciated the role of Indian community in bolstering the ties between both the countries.The PM also mentioned the strides being made by India in different domains and invited the diaspora members to explore opportunities of investing in India.

ତିରୁଭଲ୍ଲୁଭର ଦିବସ ଅବସରରେ ତିରୁଭଲ୍ଲୁଭରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

January 16th, 10:28 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତିରୁଭଲ୍ଲୁଭର ଦିବସ ଅବସରରେ ତିରୁଭଲ୍ଲୁଭରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଓ ତାଙ୍କ ମହତ ଚିନ୍ତନକୁ ସ୍ମରଣ କରିଛନ୍ତି । ଯୁବପୀଢିଙ୍କୁ କୁରଲ ପଢିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

ଥିରୁଭାଲୁଭାର୍ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମହାନ ଥିରୁଭାଲୁଭାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

January 15th, 09:16 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଥିରୁଭାଲୁଭାର୍ ଦିବସ ଅବସରରେ ମହାନ ଥିରୁଭାଲୁଭାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଥିରୁଭଲ୍ଲୁଭର ଦିବସରେ ପୂଜନୀୟ ଥିରୁଭଲ୍ଲୁଭରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

January 15th, 10:19 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଥିରୁଭଲ୍ଲୁଭର ଦିବସ ଅବସରରେ ପୂଜନୀୟ ଥିରୁଭଲ୍ଲୁଭରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।