ଥିରୁ ଏମ୍ ଜି ରାମଚନ୍ଦ୍ରନ୍ଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
January 17th, 09:56 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଥିରୁ ଏମ୍.ଜି. ରାମଚନ୍ଦ୍ରନ୍ଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ଗରୀବମାନଙ୍କୁ ସଶକ୍ତ କରିବା ଏବଂ ଏକ ଉନ୍ନତ ସମାଜ ଗଠନ କରିବା ପାଇଁ ତାଙ୍କ ଉଦ୍ୟମ ଦ୍ୱାରା ଆମେ ଅତ୍ୟଧିକ ଅନୁପ୍ରାଣିତ ।