ପ୍ରଧାନମନ୍ତ୍ରୀ ପ୍ରସିଦ୍ଧ ତାମିଲ ଲେଖକ ଥିରୁ ଅଜହା ୱଲିୟପ୍ପାଙ୍କୁ ତାଙ୍କ ଜନ୍ମଶତାବ୍ଦୀ ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ
November 07th, 11:08 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରସିଦ୍ଧ ତାମିଲ ଲେଖକ ଥିରୁ ଅଜହା ୱଲିୟପ୍ପାଙ୍କୁ ତାଙ୍କର ଜନ୍ମଶତାବ୍ଦୀ ପାଇଁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।