ଭାରତ ପ୍ରଧାନମନ୍ତ୍ରୀଙ୍କ ନେଦରଲ୍ୟାଣ୍ଡ ଗସ୍ତ ସମ୍ପର୍କରେ ଭାରତ-ନେଦରଲ୍ୟାଣ୍ଡ ମିଳିତ ବିବୃତ୍ତି

May 17th, 03:45 am

ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ରବ ଜେଟେନଙ୍କ ନିମନ୍ତ୍ରଣ କ୍ରମେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬-୧୭ ମେ ୨୦୨୬ ରେ ନେଦରଲ୍ୟାଣ୍ଡକୁ ସରକାରୀ ଗସ୍ତ କରିଥିଲେ। ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ନେଦରଲ୍ୟାଣ୍ଡକୁ ଦ୍ୱିତୀୟ ଗସ୍ତ ଥିଲା।

ଭାରତ-ନେଦରଲ୍ୟାଣ୍ଡ ରଣନୀତିକ ଭାଗିଦାରୀର ରୋଡମ୍ୟାପ୍ [୨୦୨୬-୨୦୩୦]

May 17th, 03:15 am

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଶ୍ରୀ ରବ୍ ଜେଟେନ୍ ମେ’୧୬ ତାରିଖରେ ଦି ହେଗ୍‌ଠାରେ ଅନୁଷ୍ଠିତ ସେମାନଙ୍କ ବୈଠକ ଅବସରରେ, ଲକ୍ଷ୍ୟଭିତ୍ତିକ, ସମୟବଦ୍ଧ ପଦକ୍ଷେପ ଏବଂ ମିଳିତ କାର୍ଯ୍ୟପନ୍ଥା ଅନୁସରଣ କରି ଭାରତ-ନେଦରଲ୍ୟାଣ୍ଡ ଦ୍ୱିପାକ୍ଷିକ ସମ୍ପର୍କକୁ ଏକ 'ରଣନୀତିକ ଭାଗିଦାରୀ' ସ୍ତରକୁ ଉନ୍ନୀତ କରିବା ପାଇଁ ସହମତ ହୋଇଛନ୍ତି। ଏହି ଉଦ୍ଦେଶ୍ୟରେ, ଭାରତ ଏବଂ ନେଦରଲ୍ୟାଣ୍ଡ ଆଗାମୀ ୫ ବର୍ଷ ପାଇଁ ଭାରତ-ନେଦରଲ୍ୟାଣ୍ଡ ରଣନୀତିକ ଭାଗିଦାରୀର ରୋଡମ୍ୟାପ୍‌କୁ ଗ୍ରହଣ କରିଛନ୍ତି। ଉଭୟ ପକ୍ଷ ସହମତ ହୋଇଥିବା ବିଷୟଗୁଡ଼ିକୁ ନିମ୍ନରେ ଉଲ୍ଲେଖ କରାଗଲା।

ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆନୁଷ୍ଠାନିକ ଆଲୋଚନା

May 17th, 02:35 am

ଆଜି ହେଗରେ ଡଚ୍ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ (କ୍ୟାଟସୁଇସ୍) ଠାରେ ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀଯୁକ୍ତ ରବ ଜେଟେନଙ୍କ ସହ ଆନୁଷ୍ଠାନିକ ଆଲୋଚନା କରିଛନ୍ତି।

ନେଦରଲ୍ୟାଣ୍ଡର ମହାମହିମ ରାଜା ୱିଲେମ-ଆଲେକଜାଣ୍ଡାର ଏବଂ ମହାରାଣୀ ମାକ୍ସିମାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

May 16th, 08:13 pm

୧୬/୦୫/୨୦୨୬ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହେଗର ପ୍ୟାଲେସ ହୁଇସ୍ ଟେନ୍ ବୋଶ୍ ଠାରେ ନେଦରଲ୍ୟାଣ୍ଡର ରାଜା ୱିଲେମ-ଆଲେକଜାଣ୍ଡାର ଏବଂ ମହାରାଣୀ ମାକ୍ସିମାଙ୍କୁ ଭେଟିଛନ୍ତି।

ନେଦରଲ୍ୟାଣ୍ଡରେ ଭାରତୀୟ ସମ୍ପ୍ରଦାୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

May 16th, 01:30 pm

ଏତେ ସ୍ନେହ। ଏତେ ବଡ଼ ଉତ୍ସାହ। ସତ କହିବାକୁ ଗଲେ, ଗୋଟିଏ ମୁହୂର୍ତ୍ତ ପାଇଁ ମୁଁ ପ୍ରାୟ ଭୁଲି ଯାଇଥିଲି ଯେ, ମୁଁ ନେଦରଲ୍ୟାଣ୍ଡରେ ଅଛି। ଏହା ଏପରି ଅନୁଭବ ହେଉଛି ଯେପରି ଭାରତରେ କୌଣସି ସ୍ଥାନରେ ଏକ ଉତ୍ସବ ଚାଲିଛି!

ନେଦରଲ୍ୟାଣ୍ଡରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

May 16th, 01:20 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହେଗରେ ଏକ ଭାରତୀୟ ସମ୍ପ୍ରଦାୟର ସ୍ୱାଗତ ସମାରୋହରେ ଯୋଗଦେଇଥିଲେ। ସେଠାରେ ପହଞ୍ଚିବା ପରେ, ନେଦରଲ୍ୟାଣ୍ଡରେ ବସବାସ କରୁଥିବା ଭାରତୀୟ ପ୍ରବାସୀ ଓ ଭାରତର ବନ୍ଧୁମାନଙ୍କର ଏକ ବିଶାଳ ସମାବେଶ ତାଙ୍କୁ ଭବ୍ୟ ଓ ଉତ୍ସାହପୂର୍ଣ୍ଣ ସ୍ୱାଗତ ଜଣାଇଥିଲା।

Every Indian takes pride in the fact that India is a land of diversity: PM Modi

June 27th, 10:51 pm

Prime Minister Narendra Modi interacted with Indian community in the Netherlands. During his address, PM Modi appreciated the role of Indian diaspora in Netherlands and Suriname. Prime Minister Modi said that each and every Indian staying in any part of the world was a 'Rashtradoot' (India's ambassador to the world).

"ଭାରତ ବିବିଧତାର ଦେଶ,ଏହି ସତ୍ୟତା ଉପରେ ପ୍ରତ୍ୟୋକ ଭାରତୀୟ ଗର୍ବ ଅନୁଭବ କରନ୍ତି :ପ୍ରଧାନମନ୍ତ୍ରୀ ମୋଦୀ "

June 27th, 10:50 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନେଦେରଲାଣ୍ଡଠାରେ ଭାରତୀୟ ସମୁଦାୟର ଲୋକଙ୍କ ସହ ମତବିନିମୟ କରିଛନ୍ତି । ଏହି ଅବସରରେ ସେ ଭାରତୀୟ ବଂଶୋଦ୍ଭବମାନଙ୍କୁ ଉଦବୋଧନ ଦେଇ ନେଦେରଲାଣ୍ଡ ଏବଂ ସୁରିନେମରେ ଭାରତୀୟ ସମୁଦାୟ ଭୂମିକାକୁ ପ୍ରଶଂସା କରିଛନ୍ତି । ସେ ପୁରା ୟୁରୋପରେ ନେଦେର୍ଲାଣ୍ଡ ହେଉଛି ଦ୍ୱିତୀୟ ଦେଶ ଯେଉଁଠି ସବୁଠୁ ଅଧିକ ପ୍ରବାସୀ ଭାରତୀୟ ଅଛନ୍ତି ବୋଲି ଉଲ୍ଲେଖ କରିଥିଲେ ।

ରାଣୀ ମାକ୍ସିମା ଏବଂ ନେଦେରଲାଣ୍ଡ ରାଜା ୱିଲିୟମ-ଆଲେକଜାଣ୍ଡାରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

June 27th, 09:26 pm

ପ୍ରଧାନମନ୍ତ୍ରୀ ମୋଦୀ ନେଦେରଲାଣ୍ଡ ଭିଲ୍ଲା ଇକେନହର୍ଷ୍ଟଠାରେ ରାଣୀ ମାକ୍ସିମା ଏବଂ ରାଜା ୱିଲିୟମ-ଆଲେକଜାଣ୍ଡାରଙ୍କୁ ଭେଟିଲେ ।

ନେଦେରଲାଣ୍ଡ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ ବିବୃତି

June 27th, 04:09 pm

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ନେଦେରଲାଣ୍ଡ ପ୍ରଧାନମନ୍ତ୍ରୀ ରୁଟଲେ ମଧ୍ୟରେ ଦ୍ୱିପାକ୍ଷିକ ଏବଂ ଅନ୍ତଃରାଷ୍ଟ୍ରୀୟ ଗୁରୁତ୍ୱ ଉପଲେ ଆଲୋଚନା ହେବ । ସଂଯୁକ୍ତ ପ୍ରେସ ବକ୍ତବ୍ୟ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ,''ବିଶ୍ୱ ଆଭ୍ୟନ୍ତରୀଣ-ନିର୍ଭର ଏବଂ ଆଭ୍ୟନ୍ତରୀଣ- ସଂଯୋଗ । ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ପ୍ରସଙ୍ଗ ଏବଂ ବିଶ୍ୱର ପ୍ରମୁଖ ବିଷୟରେ ଆଲୋଚନା ହେବ । ପ୍ରଧାନମନ୍ତ୍ରୀ ନେଦେରଲାଣ୍ଡକୁ ଭାରତର ଆର୍ଥିକ ବିକାଶର ଏକ ପ୍ରାକୃତିକ ଭାଗିଦାରୀ ବୋଲି କହିଲେ ଏବଂ ବଢୁଥିବା ବ୍ୟବସାୟିକ ସମ୍ପର୍କ ଉପରେ ଗୁରୁତ୍ୱ ଦେଇଥିଲେ ।

ହେଗ କାଟଶୁଇଠାରେ ଡଚ ପ୍ରଧାନମନ୍ତ୍ରୀ ମାର୍କ ରୁଟେଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

June 27th, 04:08 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନେଦେରଲାଣ୍ଡର ହେଗ କାଟଶୁଇଠାରେ ଡଚ ପ୍ରଧାନମନ୍ତ୍ରୀ ମାର୍କ ରୁଟେଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା କରିଛନ୍ତି । ଦୁଇ ନେତା ଦ୍ୱିପାକ୍ଷିକ ଏବଂ ଅନ୍ତଃରାଷ୍ଟ୍ରୀୟ ପ୍ରସଙ୍ଗର ଏକ ଶୃଙ୍ଖଳ ଉପରେ ବିଚାରବିମର୍ଶ କରିଛନ୍ତି । ବୈଠକ ଅବସରରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆଗକୁ ବଢାଇବାର ଦିଗ ଉପରେ ଆଲୋଚନା କରିଥିଲେ ।