ସମ୍ମାନର ବିଶ୍ୱ ଭ୍ରମଣ : ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମ୍ମାନ ଜଣାଇଲେ ଏହି 29ଟି ଦେଶ- ଜାଣନ୍ତୁ କାହିଁକି !
July 07th, 04:59 pm
କୁଏତ, ଫ୍ରାନ୍ସ, ପାପୁଆ ନ୍ୟୁଗିନି ଏବଂ ଅନ୍ୟ ଦୁଇ ଡଜନରୁ ଅଧିକ ଦେଶର ନେତାମାନେ ଯେତେବେଳେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ସେମାନଙ୍କର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରନ୍ତି, ସେତେବେଳେ ଏହା କୂଟନୈତିକ ସୌଜନ୍ୟ ଅପେକ୍ଷା ଅଧିକ ପ୍ରତିଫଳିତ ହୋଇଥାଏ । ଏହା ଏକ ରାଷ୍ଟ୍ରର ବଢୁଥିବା ପ୍ରଭାବ, ମୂଲ୍ୟବୋଧ ଏବଂ ନେତୃତ୍ୱର ବିଶ୍ୱସ୍ତରୀୟ ସ୍ୱୀକୃତିକୁ ସୂଚିତ କରେ ।ପ୍ରଧାନମନ୍ତ୍ରୀଙ୍କୁ ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନରରେ ସମ୍ମାନିତ କଲେ ଗ୍ରୀସ୍ ରାଷ୍ଟ୍ରପତି
August 25th, 03:04 pm
ଗ୍ରୀସ୍ ରାଷ୍ଟ୍ରପତି କାଟେରିନା ସାକେଲାରୋପୋଉଲୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନରରେ ସମ୍ମାନିତ କରିଛନ୍ତି।