ନୂଆଦିଲ୍ଲୀରେ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ନାଇଜେରିଆର ଉପରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
September 13th, 06:13 pm
ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାଇଜେରିଆର ଉପରାଷ୍ଟ୍ରପତି ଶ୍ରୀ କାଶିମ୍ ସେତ୍ତିମା ମୁସ୍ତଫାଙ୍କୁ ଭେଟିଥିଲେ । ଉପରାଷ୍ଟ୍ରପତି କାଶିମ୍ ସେତ୍ତିମା ମୁସ୍ତଫା ନୂଆଦିଲ୍ଲୀରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀ ପାଇଁ ନାଇଜେରିଆ ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି ।Prime Minister meets the Vice President of Uganda on the sidelines of the 18th BRICS Summit in New Delhi
September 13th, 05:13 pm
PM Modi held a warm and productive meeting with Jessica Rose Epel Alupo, Vice President of the Republic of Uganda, on the sidelines of the 18th BRICS Summit in New Delhi. The two leaders reviewed bilateral ties while agreeing to enhance cooperation in key priority areas. The PM reaffirmed India’s support for Uganda’s ‘Vision 2040’ for a transformed and prosperous Uganda.ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଫିଲିପାଇନ୍ସ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
September 13th, 04:38 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ୧୮ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ଫିଲିପାଇନ୍ସ ଗଣତନ୍ତ୍ରର ରାଷ୍ଟ୍ରପତି ଫର୍ଡିନାଣ୍ଡ ଆର୍. ମାର୍କୋସ୍ ଜୁନିୟର୍ଙ୍କୁ ଭେଟିଛନ୍ତି । ବର୍ତ୍ତମାନର ଆସିଆନ୍ ଅଧ୍ୟକ୍ଷ ଭାବରେ ବ୍ରିକ୍ସ ସମ୍ମିଳନୀରେ ଫିଲିପାଇନ୍ସର ଅଂଶଗ୍ରହଣକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ ।ନୂଆଦିଲ୍ଲୀଠାରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀ ଅବସରରେ କାଜାଖସ୍ତାନ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
September 13th, 04:31 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ୧୮ତମ ବ୍ରିକ୍ସ ସମ୍ମିଳନୀ ଅବସରରେ କାଜାଖସ୍ତାନ ଯୁକ୍ତରାଜ୍ୟର ରାଷ୍ଟ୍ରପତି ମାନ୍ୟବର ଶ୍ରୀ କାସିମ୍-ଜୋମାର୍ଟ ଟୋକାୟେଭଙ୍କ ସହ ସାକ୍ଷାତ କରିଛନ୍ତି।BRICS New Delhi Declaration: Building for Resilience, Innovation, Cooperation and Sustainability
September 12th, 06:11 pm
The BRICS New Delhi Declaration 2026 sets out a shared commitment to stronger cooperation, inclusive global governance, sustainable development, innovation and resilience. Adopted at the 18th BRICS Summit in New Delhi, the declaration reflects the priorities and outcomes of India’s BRICS Chairship.We must strive to transform the Global South from rule-takers into rule-shapers: PM Modi at BRICS Summit Session – 1
September 12th, 02:50 pm
In his opening remarks at the BRICS Summit in New Delhi, PM Modi called for a stronger, more people-centric BRICS focused on concrete global outcomes. He proposed a BRICS Continuity and Implementation Mechanism, a Reform Roadmap for global governance and greater representation of the Global South in shaping international rules and institutions.'ସମାବେଶୀ ବୈଶ୍ୱିକ ଶାସନ ଏବଂ ବହୁପକ୍ଷୀୟ ସୁଦୃଢ଼ୀକରଣ" ସମ୍ପର୍କିତ ବ୍ରିକ୍ସ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତା
September 12th, 02:40 pm
ନୂଆଦିଲ୍ଲୀଠାରେ ଆୟୋଜିତ ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ, ଆଜି ୧୨ ସେପ୍ଟେମ୍ବର ୨୦୨୬ରେ ସମାବେଶୀ ବୈଶ୍ୱିକ ଶାସନ ଏବଂ ବହୁପକ୍ଷୀୟ ସୁଦୃଢ଼ୀକରଣ ସମ୍ପର୍କିତ ବ୍ରିକ୍ସ ଅଧିବେଶନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଛନ୍ତି।ନୂଆଦିଲ୍ଲୀ ବ୍ରିକ୍ସ ସମ୍ମିଳନୀ ଅବସରରେ ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
September 12th, 01:48 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୨ ସେପ୍ଟେମ୍ବର ୨୦୨୬ରେ ୧୮ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ମହାମହିମ ଶେଖ୍ ଖାଲିଦ ବିନ୍ ମହମ୍ମଦଙ୍କ ସହ ଏକ ବୈଠକ କରିଥିଲେ।୨୦୨୬ ବ୍ରିକ୍ସ ବ୍ୟବସାୟିକ ଫୋରମ୍ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 11th, 07:19 pm
ବ୍ରିକ୍ସ ବ୍ୟବସାୟିକ ଫୋରମ୍ରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ।ଏହି ବର୍ଷ ଆମେ ବ୍ରିକ୍ସର ୨୦ ବର୍ଷ ପୂର୍ତ୍ତି ପାଳନ କରୁଛୁ। ଯେତେବେଳେ ୨୦୦୬ ମସିହାରେ ଏହି ଗୋଷ୍ଠୀର ଶୁଭାରମ୍ଭ ହୋଇଥିଲା, ସେତେବେଳେ ଏଥିରେ ମାତ୍ର ଚାରୋଟି ଦେଶ ସାମିଲ ଥିଲେ। ଆଜି, ବ୍ରିକ୍ସ ଏବଂ ବ୍ରିକ୍ସ ପାର୍ଟନର ଦେଶଗୁଡ଼ିକୁ ମିଶାଇ ଆମର ଏକବିଂଶଟି ଦେଶର ଏକ ପରିବାର ଗଠିତ ହୋଇଛି।ଜର୍ମାନୀ ଚାନ୍ସେଲରଙ୍କ ସହ ଟେଲିଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
September 10th, 06:24 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଜର୍ମାନୀର ଚାନ୍ସେଲର ମହାମହିମ ଫ୍ରେଡ଼ରିକ୍ ମର୍ଜ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିଥିଲେ।ପ୍ୟାରିସରେ ଅନୁଷ୍ଠିତ ଅନ୍ତର୍ଜାତୀୟ ମହାକାଶ ସମ୍ମିଳନୀରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 10th, 02:50 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫ୍ରାନ୍ସର ପ୍ୟାରିସରେ ଅନୁଷ୍ଠିତ ଅନ୍ତର୍ଜାତୀୟ ମହାକାଶ ସମ୍ମିଳନୀକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ତାଙ୍କର ସମୟୋଚିତ ପଦକ୍ଷେପ ଏବଂ ତାଙ୍କର ସଦୟ ନିମନ୍ତ୍ରଣ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଧନ୍ୟବାଦ ଜଣାଇଛନ୍ତି । ସେ ଏହି ଐତିହାସିକ ସମ୍ମିଳନୀରେ ଅଂଶଗ୍ରହଣ କରି ଆନନ୍ଦ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ଏହି ପ୍ରଥମ ଅନ୍ତର୍ଜାତୀୟ ମହାକାଶ ସମ୍ମିଳନୀରେ ସାମିଲ ହେବା ତାଙ୍କ ପାଇଁ ପ୍ରସନ୍ନତାର ବିଷୟ ।ଫ୍ରାନ୍ସର ପ୍ୟାରିସଠାରେ ଅନ୍ତର୍ଜାତୀୟ ମହାକାଶ ସମ୍ମିଳନୀରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 10th, 02:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫ୍ରାନ୍ସର ପ୍ୟାରିସରେ ଅନୁଷ୍ଠିତ ଅନ୍ତର୍ଜାତୀୟ ମହାକାଶ ସମ୍ମିଳନୀକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ତାଙ୍କର ସମୟୋଚିତ ପଦକ୍ଷେପ ଏବଂ ତାଙ୍କର ସଦୟ ନିମନ୍ତ୍ରଣ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଧନ୍ୟବାଦ ଜଣାଇଛନ୍ତି । ସେ ଏହି ଐତିହାସିକ ସମ୍ମିଳନୀରେ ଅଂଶଗ୍ରହଣ କରି ଆନନ୍ଦ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ଏହି ପ୍ରଥମ ଅନ୍ତର୍ଜାତୀୟ ମହାକାଶ ସମ୍ମିଳନୀରେ ସାମିଲ ହେବା ତାଙ୍କ ପାଇଁ ପ୍ରସନ୍ନତାର ବିଷୟ ।ମୁମ୍ବାଇରେ ଗ୍ଲୋବାଲ୍ ଫିନଟେକ୍ ଫେଷ୍ଟ (ଜିଏଫଏଫ) ୨୦୨୬ର ଉଦ୍ଘାଟନୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 08th, 06:27 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇଠାରେ ଗ୍ଲୋବାଲ ଫିନ୍ଟେକ୍ ଫେଷ୍ଟ ୨୦୨୬ର ଉଦ୍ଘାଟନ କରିଛନ୍ତି। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ବିଭିନ୍ନ ଦେଶରୁ ଆସିଥିବା ନବସୃଜନକାରୀ, ନେତୃବୃନ୍ଦ ଏବଂ ନିବେଶକମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇଥିଲେ। ସରକାରଙ୍କ ତୃତୀୟ କାର୍ଯ୍ୟକାଳ ପରେ ଏହି କାର୍ଯ୍ୟକ୍ରମରେ ତାଙ୍କର କ୍ରମାଗତ ତୃତୀୟ ଉପସ୍ଥିତି ଏକ ଅପାର ଜାତୀୟ ଗୁରୁତ୍ୱପୂର୍ଣ୍ଣ ହ୍ୟାଟ୍ରିକ୍ ପରି ମନେହେଉଛି ବୋଲି ସେ ଉଲ୍ଲେଖ କରିଥିଲେ। ଶ୍ରୀ ମୋଦୀ କହିଥିଲେ, ଏହି ହ୍ୟାଟ୍ରିକ୍ ଦର୍ଶାଉଛି ଯେ ଆପଣ ଏକ ବିକଶିତ ଭାରତ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ, ଆପଣଙ୍କ କାର୍ଯ୍ୟ କେତେ ଗୁରୁତ୍ୱପୂର୍ଣ୍ଣ।ମୁମ୍ବାଇରେ ଗ୍ଲୋବାଲ ଫିନଟେକ ଫେଷ୍ଟ ୨୦୨୬କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 08th, 06:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇଠାରେ ଗ୍ଲୋବାଲ ଫିନ୍ଟେକ୍ ଫେଷ୍ଟ ୨୦୨୬ର ଉଦ୍ଘାଟନ କରିଛନ୍ତି। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ବିଭିନ୍ନ ଦେଶରୁ ଆସିଥିବା ନବସୃଜନକାରୀ, ନେତୃବୃନ୍ଦ ଏବଂ ନିବେଶକମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇଥିଲେ। ସରକାରଙ୍କ ତୃତୀୟ କାର୍ଯ୍ୟକାଳ ପରେ ଏହି କାର୍ଯ୍ୟକ୍ରମରେ ତାଙ୍କର କ୍ରମାଗତ ତୃତୀୟ ଉପସ୍ଥିତି ଏକ ଅପାର ଜାତୀୟ ଗୁରୁତ୍ୱପୂର୍ଣ୍ଣ ହ୍ୟାଟ୍ରିକ୍ ପରି ମନେହେଉଛି ବୋଲି ସେ ଉଲ୍ଲେଖ କରିଥିଲେ। ଶ୍ରୀ ମୋଦୀ କହିଥିଲେ, ଏହି ହ୍ୟାଟ୍ରିକ୍ ଦର୍ଶାଉଛି ଯେ ଆପଣ ଏକ ବିକଶିତ ଭାରତ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ, ଆପଣଙ୍କ କାର୍ଯ୍ୟ କେତେ ଗୁରୁତ୍ୱପୂର୍ଣ୍ଣ।ଗୁଜୁରାଟର ନବସାରୀରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ
September 08th, 02:45 pm
ପ୍ରଧାନମନ୍ତ୍ରୀ ମୋଦୀ ଗୁଜୁରାଟର ନାଭସାରୀ ଠାରେ ଏକ ସମାବେଶକୁ ସମ୍ବୋଧିତ କରି ଏହି ଅଞ୍ଚଳ ସହିତ ତାଙ୍କର ଦୀର୍ଘ ଦିନର ସମ୍ପର୍କକୁ ମନେ ପକାଇବା ସହ ସେବା ଏବଂ ଜନସାଧାରଣଙ୍କ ଅଂଶଗ୍ରହଣକୁ ପ୍ରଶଂସା କରିଥିଲେ ।The Dedicated Freight Corridor is the lifeline of a rapidly developing India: PM Modi in Vadodara, Gujarat
September 08th, 12:30 pm
Addressing the ‘Namo for Viksit Bharat’ programme in Vadodara, PM Modi announced further momentum in the journey towards a Viksit Bharat. From completing the 2,800+ km Dedicated Freight Corridor and strengthening logistics to advancing manufacturing, renewable energy, skills and AI readiness, these projects will give fresh momentum to Gujarat’s and India’s development journey.ଗୁଜରାଟର ଭଦୋଦରାଠାରେ ₹୩୫,୦୦୦ କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 08th, 12:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଭଦୋଦରାଠାରେ ୩୫,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ଉଦ୍ଘାଟନ ଓ ଜାତି ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି। ସମ୍ମାନିତ ଅତିଥିମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ। ଏହି ଐତିହାସିକ ଅବସରରେ ପ୍ରତ୍ୟକ୍ଷ ଭାବେ ଏବଂ ଅନଲାଇନ୍ ମାଧ୍ୟମରେ ଯୋଡ଼ି ହୋଇଥିବା ନାଗରିକମାନଙ୍କୁ ସେ ସ୍ୱାଗତ କରିଥିଲେ। “ମୁଁ ଗୁଜରାଟର ମୋର ଭାଇ ଓ ଭଉଣୀମାନଙ୍କୁ ସ୍ୱାଗତ ଜଣାଉଛି” ବୋଲି ଶ୍ରୀ ମୋଦୀ କହିଥିଲେ।ସେପ୍ଟେମ୍ବର ୮ରେ ଗୁଜରାଟ ଏବଂ ମହାରାଷ୍ଟ୍ର ଗସ୍ତ କରିବେ ପ୍ରଧାନମନ୍ତ୍ରୀ
September 07th, 11:51 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୮ ସେପ୍ଟେମ୍ବର ୨୦୨୬ରେ ଗୁଜରାଟ ଏବଂ ମହାରାଷ୍ଟ୍ର ଗସ୍ତ କରିବେ। ମଧ୍ୟାହ୍ନ ପ୍ରାୟ ୧୨ଟାରେ, ପ୍ରଧାନମନ୍ତ୍ରୀ ଭଦୋଦରାରେ ୩୫,୦୦୦ କୋଟି ଟଙ୍କାରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍ଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ। ଏହି ଅବସରରେ ସେ ଜନସଭାକୁ ମଧ୍ୟ ସମ୍ବୋଧିତ କରିବେ।ପ୍ୟାରିସରେ ସ୍ୱାମୀନାରାୟଣ ହିନ୍ଦୁ ମନ୍ଦିର ଉଦଘାଟନ ଅବସରରେ ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 06th, 10:40 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ୟାରିସ୍ରେ ବିଏପିଏସ୍ ସ୍ୱାମୀନାରାୟଣ ହିନ୍ଦୁ ମନ୍ଦିରର ଉଦ୍ଘାଟନ ଅବସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମକୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ସମେମ୍ବାଧିତ କରିଥିଲେ । ଫ୍ରାନ୍ସର ରାଜଧାନୀରେ ଅନୁଷ୍ଠିତ ହେଉଥିବା ଏହି ଭବ୍ୟ ଉଦ୍ଘାଟନୀ ଉତ୍ସବ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହି ଐତିହାସିକ ଘଟଣାକୁ ଦ୍ୱିପାକ୍ଷିକ ସମ୍ପର୍କର ଏକ ମୂଳଦୁଆ ବୋଲି ବର୍ଣ୍ଣନା କରିଥିଲେ । ଶ୍ରୀ ମୋଦୀ କହିଥିଲେ, “ଏହି ଭବ୍ୟ ସ୍ୱାମୀନାରାୟଣ ମନ୍ଦିର ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସାଂସ୍କୃତିକ ସମ୍ପର୍କ କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ଅଟେ ।”ପ୍ୟାରିସରେ ବିଏପିଏସ୍ ସ୍ୱାମୀନାରାୟଣ ହିନ୍ଦୁ ମନ୍ଦିର ଉଦ୍ଘାଟନ ଅବସରରେ ସମାବେଶକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
September 06th, 10:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ୟାରିସ୍ରେ ବିଏପିଏସ୍ ସ୍ୱାମୀନାରାୟଣ ହିନ୍ଦୁ ମନ୍ଦିରର ଉଦ୍ଘାଟନ ଅବସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମକୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ସମେମ୍ବାଧିତ କରିଥିଲେ । ଫ୍ରାନ୍ସର ରାଜଧାନୀରେ ଅନୁଷ୍ଠିତ ହେଉଥିବା ଏହି ଭବ୍ୟ ଉଦ୍ଘାଟନୀ ଉତ୍ସବ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହି ଐତିହାସିକ ଘଟଣାକୁ ଦ୍ୱିପାକ୍ଷିକ ସମ୍ପର୍କର ଏକ ମୂଳଦୁଆ ବୋଲି ବର୍ଣ୍ଣନା କରିଥିଲେ । ଶ୍ରୀ ମୋଦୀ କହିଥିଲେ, “ଏହି ଭବ୍ୟ ସ୍ୱାମୀନାରାୟଣ ମନ୍ଦିର ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସାଂସ୍କୃତିକ ସମ୍ପର୍କ କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ଅଟେ ।”