ଅରୁଣାଚଳ ପ୍ରଦେଶର ଶି ୟୋମି ଜିଲ୍ଲାରେ 8146.21 କୋଟି ଟଙ୍କା ବ୍ୟୟରେ 700 ଏମଡବ୍ଲୁ ଟାଟୋ-II ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ ପାଇଁ ନିବେଶ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ
August 12th, 03:29 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ଅରୁଣାଚଳ ପ୍ରଦେଶର ଶି ୟୋମି ଜିଲ୍ଲାରେ ଟାଟୋ-II ଜଳ ବିଦ୍ୟୁତ୍ ପ୍ରକଳ୍ପ (ଏଚଇପି) ନିର୍ମାଣ ପାଇଁ 8146.21 କୋଟି ଟଙ୍କା ନିବେଶକୁ ଅନୁମୋଦନ କରିଛି। ପ୍ରକଳ୍ପର ଆନୁମାନିକ ସମାପ୍ତି ଅବଧି 72 ମାସ।