ବାଂଲାଦେଶ ନିର୍ବାଚନରେ ବିଜୟ ପାଇଁ ତାରିକ ରହମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ; ଦ୍ୱିପାକ୍ଷିକ ସମ୍ପର୍କ ପ୍ରତି ଭାରତର ପ୍ରତିବଦ୍ଧତାକୁ ଦୋହରାଇଲେ
February 13th, 04:40 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାଂଲାଦେଶ ନିର୍ବାଚନରେ ଉଲ୍ଲେଖନୀୟ ବିଜୟ ପାଇଁ ତାରିକ ରେହମାନଙ୍କ ସହ କଥା ହେବା ସହିତ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ବାଂଲାଦେଶର ସଂସଦୀୟ ନିର୍ବାଚନରେ ବି.ଏନ୍.ପି. ର ବିଜୟ ପାଇଁ ଶ୍ରୀ ତାରିକ ରେହମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
February 13th, 12:13 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାଂଲାଦେଶର ସଂସଦୀୟ ନିର୍ବାଚନରେ ବି. ଏନ୍. ପି. ର ନିର୍ଣ୍ଣାୟକ ବିଜୟ ପାଇଁ ଶ୍ରୀ ତାରିକ ରେହମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଏକ ଗଣତାନ୍ତ୍ରିକ, ପ୍ରଗତିଶୀଳ ଏବଂ ସମାବେଶୀ ବାଂଲାଦେଶକୁ ସମର୍ଥନ ଜାରି ରଖିବ। ଶ୍ରୀ ମୋଦୀ କହିଛନ୍ତି, ଆମର ବହୁମୁଖୀ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଆମର ସାଧାରଣ ବିକାଶ ଲକ୍ଷ୍ୟକୁ ଆଗକୁ ବଢ଼ାଇବା ପାଇଁ ମୁଁ ଆପଣଙ୍କ ସହିତ କାର୍ଯ୍ୟ କରିବାକୁ ଅପେକ୍ଷା କରିଛି।”