ତିରୁଚିରାପଲ୍ଲୀସ୍ଥିତ ଭାରତୀଦାସନ ବିଶ୍ୱବିଦ୍ୟାଳୟର ୩୮ତମ ସମାବର୍ତ୍ତନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 02nd, 11:30 am
ତାମିଲନାଡୁ ର ରାଜ୍ୟପାଳ ଶ୍ରୀ ଥିରୁ ଆରଏନ ରବି ଜୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଶ୍ରୀ ଏମକେ ଷ୍ଟାଲିନ ଜୀ, ଭାରତୀଦାସନ ବିଶ୍ୱବିଦ୍ୟାଳୟର କୁଳପତି ଥିରୁ ଏମ ସେଲଭମ ଜୀ, ବିଶ୍ବବିଦ୍ୟାଳୟା ମୋର ଯୁବ ବନ୍ଧୁ, ଶିକ୍ଷକଗଣ ଏବଂ ସହାୟକ କର୍ମଚାରୀମାନେ,ତାମିଲନାଡୁର ତିରୁଚିରାପଲ୍ଲୀସ୍ଥିତ ଭାରତୀଦସନ ବିଶ୍ୱବିଦ୍ୟାଳୟର ୩୮ତମ ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
January 02nd, 10:59 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ତିରୁଚିରାପଲ୍ଲୀଠାରେ ଭାରତୀଦସନ ବିଶ୍ୱବିଦ୍ୟାଳୟର ୩୮ତମ ସମାବର୍ତ୍ତନ ସମାରୋହରେ ଉଦ୍ବୋଧନ ଦେଇଥିଲେ । ସେ ବିଶ୍ୱବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି।ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତାବ୍ଦୀ ସମାରୋହର ସମାପନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
June 30th, 11:20 am
ବର୍ତ୍ତମାନ ଶହେ ବର୍ଷର ଚଳଚ୍ଚିତ୍ର ଆମେ ଦେଖିଥିଲେ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦୁନିଆକୁ ବୁଝିବା ପାଇଁ । କେବଳ ଯଦି ଏତେ ବଡ଼ ଦେଖିବା ତେବେ ଜଣାପଡ଼ିବ ଯେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ କ’ଣ ଦେଇଛି । କିଛି ଲୋକ ମୋ ସମ୍ମୁଖରେ ବସିଛନ୍ତି, ଯେଉଁମାନଙ୍କୁ ମୁଁ ଛାତ୍ର ଦିନରୁ ଜାଣିଛି, କିନ୍ତୁ ବର୍ତ୍ତମାନ ସେମାନେ ବହୁତ ବଡ଼ ଲୋକ ହୋଇ ଯାଇଛନ୍ତି, ଏବଂ ମୋର ଅନୁମାନ ଥିଲା ଯେ ମୁଁ ଆଜି ଏଠାକୁ ଆସିବି ତେବେ ମୋତେ ଏଠାରେ ଉପସ୍ଥିତ ପୁରୁଣା ସାଥୀମାନଙ୍କ ସହିତ ଭେଟିବାର ସୁଯୋଗ ପାଇବି ଏବଂ ମୋତେ ମିଳୁଛି ।ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଶତବାର୍ଷିକୀ ସମାରୋହର ଉଦଯାପନୀ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
June 30th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର କ୍ରୀଡ଼ା ପରିସରରେ ଥିବା ବହୁମୁଖୀ କକ୍ଷରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହର ଉଦଯାପନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଉତ୍ତର କ୍ୟାମ୍ପସରେ ତିଆରି ହେବାକୁ ଥିବା ପ୍ରଯୁକ୍ତି ବିଭାଗ, କମ୍ପ୍ୟୁଟର କେନ୍ଦ୍ର ଓ ଶିକ୍ଷା ବ୍ଲକ୍ ପାଇଁ ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ସ୍ମାରକୀ ଶତବାର୍ଷିକୀ ଅଧ୍ୟାୟ - ଶତବାର୍ଷିକୀ ସମାରୋହର ସଂକଳନ; ଲୋଗୋ ପୁସ୍ତିକା - ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ ଏହାର ମହାବିଦ୍ୟାଳମାନଙ୍କର ଲୋଗୋ; ଏବଂ ଔରା - ଦିଲ୍ଲୀ ବିଶ୍ୱବିଦ୍ୟାଳୟର ୧୦୦ ବର୍ଷ ପୂର୍ତ୍ତି ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି ।ଶ୍ରୀ ସ୍ୱାମୀନାରାୟଣ ଗୁରୁକୁଳ ରାଜକୋଟ ସଂସ୍ଥାନର 75ତମ ଅମୃତ ମହୋତ୍ସବ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
December 24th, 11:10 am
ପୂଜ୍ୟ ଶାସ୍ତ୍ରୀଜୀ ମହାରାଜ ଶ୍ରୀ ଧର୍ମଜୀବନ ଦାସଜୀ ସ୍ୱାମୀଙ୍କ ପ୍ରେରଣାରୁ, ତାଙ୍କ ଆଶୀର୍ବାଦରୁ ରାଜକୋଟ ଗୁରୁକୁଳର 75 ବର୍ଷ ପାଳନ କରାଯାଉଛି । ମୁଁ ରାଜକୋଟ ଗୁରୁକୁଳର 75 ବର୍ଷର ଏହି ଯାତ୍ରା ପାଇଁ ଆପଣ ସମସ୍ତଙ୍କୁ ହୃଦୟର ସହିତ ବହୁତ- ବହୁତ ଶୁଭକାମନା ପ୍ରଦାନ କରୁଛି । ଭଗବାନ ଶ୍ରୀ ସ୍ୱାମୀ ନାରାୟଣ ତାଙ୍କ ନାମ ସ୍ମରଣ ମାତ୍ରେ ହିଁ ଏକ ନବ ଚେତନାର ସଂଚାର ହୋଇଥାଏ ଆଉ ଆଜି ଆପଣ ସମସ୍ତ ସନ୍ଥମାନଙ୍କର ସାନିଧ୍ୟରେ ସ୍ୱାମୀନାରାୟଣଙ୍କ ନାମ ସ୍ମରଣ ହେଉଛି ଭିନ୍ନ ଏକ ସୌଭାଗ୍ୟର ଅବସର । ମୋର ବିଶ୍ୱାସ ରହିଛି ଯେ ଏହି ଐତିହାସିକ ସଂସ୍ଥାନର ଆଗାମୀ ଭବିଷ୍ୟତ ଆହୁରି ମଧ୍ୟ ଯଶସ୍ୱୀ ହେବ । ଏହାର ଯୋଗଦାନ ଆହୁରି ମଧ୍ୟ ଅପ୍ରତିମ ହେବ ।ଶ୍ରୀ ସ୍ୱାମୀନାରାୟଣ ଗୁରୁକୁଳ ରାଜକୋଟ ସଂସ୍ଥାନର ୭୫ତମ ଅମୃତ ମହୋତ୍ସବରେ ଆଭାସୀ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 24th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୪-୧୨-୨୦୨୨) ଶ୍ରୀ ସ୍ୱାମୀ ନାରାୟଣ ଗୁରୁକୁଳ ରାଜକୋଟ ସଂସ୍ଥାନର ୭୫ତମ ଅମୃତ ମହୋତ୍ସବରେ ଆଭାସୀ ମାଧ୍ୟମରେ ତାଙ୍କର ଅଭିଭାଷଣ ପ୍ରଦାନ କରିଛନ୍ତି ।