ଦାଉଦି ବୋହରା କମ୍ୟୁନିଟି ପ୍ରତିନିଧିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
April 17th, 08:05 pm
ଗୁରୁବାର ନୂଆଦିଲ୍ଲୀର ଲୋକ କଲ୍ୟାଣ ମାର୍ଗରେ ଅବସ୍ଥିତ ବାସଭବନରେ ଦାଉଦି ବୋହରା କମ୍ୟୁନିଟି ପ୍ରତିନିଧିଙ୍କ ସହ କଥା ହେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଟିମରେ ବୋହରା କମ୍ୟୁନିଟିର କିଛି ପ୍ରତିଷ୍ଠିତ ବ୍ୟବସାୟୀ, ଚାକିରିଆ, ଡାକ୍ତର, ଶିକ୍ଷାବିତ ରହିଥିଲେ । ସେମାନଙ୍କର ଜମିକୁ ଭୁଲବଶତଃ ୱକଫ ପକ୍ଷରୁ ଦାବି କରାଯାଇ ଆସୁଥିବା କୁହାଯାଇଥିଲା । ତେବେ ୱକଫ ଆଇନରେ ସଂଶୋଧନ ଆଣିଥିବାରୁ ଏହି କମ୍ୟୁନିଟି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା ।His Holiness Syedna Mufaddal Saifuddin, the Religious Head of the Dawoodi Bohra Community, calls on the PM
February 28th, 11:54 am