The BJP government in Gujarat has prioritised water from the very beginning: PM Modi in Amreli
October 28th, 04:00 pm
PM Modi laid the foundation stone and inaugurated various development projects worth over Rs 4,900 crores in Amreli, Gujarat. The Prime Minister highlighted Gujarat's remarkable progress over the past two decades in ensuring water reaches every household and farm, setting an example for the entire nation. He said that the state's continuous efforts to provide water to every corner are ongoing and today's projects will further benefit millions of people in the region.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆଜି ଗୁଜରାଟର ଅମରେଲିଠାରେ ୪,୯୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ
October 28th, 03:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଅମରେଲିଠାରେ ୪ ହଜାର ୯୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଆଜିର ଏହି ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକ ମଧ୍ୟରେ ରେଳବାଇ, ସଡ଼କ, ଜଳ ବିକାଶ ଓ ପର୍ଯ୍ୟଟନ ଆଦି କ୍ଷେତ୍ରର ପ୍ରକଳ୍ପଗୁଡ଼ିକ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ରାଜ୍ୟର ଅମରେଲି, ଜାମନଗର, ମୋର୍ବି, ଦେବଭୂମି ଦ୍ୱାରକା, ଜୁନାଗଡ଼, ପୋରବନ୍ଦର, କଚ୍ଛ ଏବଂ ବୋଟାଦ ଆଦି ଜିଲ୍ଳାର ଜନସାଧାରଣ ପ୍ରତ୍ୟକ୍ଷ ଭାବରେ ଉପକୃତ ହୋଇପାରିବେ ।କୃଷକଙ୍କ ଆୟ ବୃଦ୍ଧି ପାଇଁ ସରକାରୀ ଉଦ୍ୟମ ସମ୍ପର୍କିତ ଏକ ପ୍ରବନ୍ଧ ଶେୟାର କଲେ ପ୍ରଧାନମନ୍ତ୍ରୀ
June 03rd, 06:08 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ narendramodi.in ଓ୍ୱେବସାଇଟରେ ଉପଲବ୍ଧ ଥିବା କୃଷକଙ୍କ ଆୟ ବୃଦ୍ଧି ପାଇଁ ସରକାରଙ୍କ ଉଦ୍ୟମ ସମ୍ପର୍କିତ ଏକ ପ୍ରବନ୍ଧ ଶେୟାର କରିଛନ୍ତି ।ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ "ମନ୍ କି ବାତ୍”ର ଓଡ଼ିଆ ଭାଷାନ୍ତର
March 28th, 11:30 am
ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ମନ୍ କି ବାତ୍”ର ଓଡ଼ିଆ ଭାଷାନ୍ତରପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 10th, 12:01 pm
ଦେଶ ତରଫରୁ, ବିହାର ତରଫରୁ ଗାଁର ତଥା ଗ୍ରାମାଂଚଳର ଜୀବନକୁ ସହଜ କରିବା ଉଦ୍ଦେଶ୍ୟରେ ଏବଂ ବ୍ୟବସ୍ଥା ଗୁଡିକୁ ସୁଦୃଢ କରିବା ଉଦ୍ଦେଶ୍ୟରେ, ମାଛ ଉତ୍ପାଦନ, ଦୁଗ୍ଧ ଉତ୍ପାଦନ ଏବଂ ପଶୁପାଳନ ଓ କୃଷି କ୍ଷେତ୍ରରେ ଅଧ୍ୟୟନ ଏବଂ ଗବେଷଣା ସହିତ ଜଡିତ ଶହ ଶହ କୋଟି ଟଙ୍କାର ଯୋଜନାର ଶିଳାନ୍ୟାସ ଏବଂ ଲୋକାର୍ପଣ ହେଉଛି । ଏଥିପାଇଁ ବିହାରର ଭାଇ-ଭଉଣୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ।ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପିଏମ୍ ମତ୍ସ୍ୟ ସଂପଦ ଯୋଜନା, ଇ-ଗୋପାଳ ଆପ୍ ଏବଂ ବିହାରରେ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ
September 10th, 12:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପିଏମ୍ ମତ୍ସ୍ୟ ସଂପଦ ଯୋଜନା, ଇ-ଗୋପାଳ ଆପ୍ ଏବଂ ବିହାରରେ ମତ୍ସ୍ୟ ଓ ପଶୁସଂପଦ ସଂକ୍ରାନ୍ତ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏକ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ।ପ୍ରଧାନମନ୍ତ୍ରୀଙ୍କ ସ୍ୱାଧୀନତା ଦିବସ ଭାଷଣ 2018- ମୁଖ୍ୟାଂଶ
August 15th, 09:33 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ 15 ରେ ଐତିହାସିକ ଲାଲକିଲ୍ଲାର ପ୍ରାଚୀର ଉପରୁ 72ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି ।72 ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
August 15th, 09:30 am
72ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଲାଲକିଲ୍ଲା ଦୁର୍ଗ ଉପରୁ ସମ୍ବୋଧନ କରିଛନ୍ତି । ଭାରତ ସମ୍ପ୍ରତି ଆତ୍ମବିଶ୍ୱାସରେ ଭରି ରହିଥିବା ନେଇ ଦୃଢ଼ୋକ୍ତି ପ୍ରକାଶ କରି ପ୍ରଧାନମନ୍ତ୍ରୀ 6 ଜଣ ଯୁବ ମହିଳା ନୌସେନା ପଦାଧିକାରୀଙ୍କ ସଫଳତା ଏବଂ ଗରିବ ପରିବାରରୁ ଆସିଥିବା ଭାରତୀୟ କ୍ରୀଡାବିତମାନଙ୍କ ସଫଳତା ସମ୍ବନ୍ଧରେ ପ୍ରକାଶ କରିଥିଲେ । ସେ ନୀଳଗିରି ପର୍ବତରେ ଫୁଟୁଥିବା ନୀଳକୁରୁଞ୍ଜି ଫୁଲ ସମ୍ବନ୍ଧରେ ପ୍ରକାଶ କରିଥିଲେ ଯାହାକି ଏପରି ଏକ ପ୍ରକ୍ରିୟା ଯାହା ପ୍ରତି 12 ବର୍ଷରେ ଥରେ ଘଟିଥାଏ । ସେ କହିଲେ ଯେ ସଂସଦର ସଦ୍ୟ ସମାପ୍ତ ଅଧିବେଶନ ସାମାଜିକ ନ୍ୟାୟ ପ୍ରତି ସମର୍ପିତ । ସେ କହିଲେ ଯେ ଭାରତ ହେଉଛି ସମ୍ପ୍ରତି ବିଶ୍ୱର ଷଷ୍ଠ ସର୍ବବୃହତ୍ ଗଣତନ୍ତ୍ର ।72ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
August 15th, 09:30 am
72ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଲାଲକିଲ୍ଲା ଦୁର୍ଗ ଉପରୁ ସମ୍ବୋଧନ କରିଛନ୍ତି । ଭାରତ ସମ୍ପ୍ରତି ଆତ୍ମବିଶ୍ୱାସରେ ଭରି ରହିଥିବା ନେଇ ଦୃଢ଼ୋକ୍ତି ପ୍ରକାଶ କରି ପ୍ରଧାନମନ୍ତ୍ରୀ 6 ଜଣ ଯୁବ ମହିଳା ନୌସେନା ପଦାଧିକାରୀଙ୍କ ସଫଳତା ଏବଂ ଗରିବ ପରିବାରରୁ ଆସିଥିବା ଭାରତୀୟ କ୍ରୀଡାବିତମାନଙ୍କ ସଫଳତା ସମ୍ବନ୍ଧରେ ପ୍ରକାଶ କରିଥିଲେ । ସେ ନୀଳଗିରି ପର୍ବତରେ ଫୁଟୁଥିବା ନୀଳକୁରୁଞ୍ଜି ଫୁଲ ସମ୍ବନ୍ଧରେ ପ୍ରକାଶ କରିଥିଲେ ଯାହାକି ଏପରି ଏକ ପ୍ରକ୍ରିୟା ଯାହା ପ୍ରତି 12 ବର୍ଷରେ ଥରେ ଘଟିଥାଏ । ସେ କହିଲେ ଯେ ସଂସଦର ସଦ୍ୟ ସମାପ୍ତ ଅଧିବେଶନ ସାମାଜିକ ନ୍ୟାୟ ପ୍ରତି ସମର୍ପିତ । ସେ କହିଲେ ଯେ ଭାରତ ହେଉଛି ସମ୍ପ୍ରତି ବିଶ୍ୱର ଷଷ୍ଠ ସର୍ବବୃହତ୍ ଗଣତନ୍ତ୍ର ।ସର୍ବନିମ୍ନ ସମର୍ଥନ ମୂଲ୍ୟ ସମ୍ପର୍କରେ କଂଗ୍ରେସ ମିଛ ଏବଂ ମିଥ୍ୟା ପ୍ରଚାର କରୁଛି :ପ୍ରଧାନମନ୍ତ୍ରୀ ମୋଦୀ
July 11th, 02:21 pm
ପଞ୍ଜାବର ମାଲାଉଟରେ ଏକ ବିଶାଳ କୃଷକ କଲ୍ୟାଣ ରାଲିକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଦଳ ଉପରେ ସମାଲୋଚନା କରି କୃଷକମାନଙ୍କ କଲ୍ୟାଣ ବିଷୟରେ ସେମାନଙ୍କ ଅଣଦେଖାକୁ ନେଇ କଂଗ୍ରେସକୁ ଦୋଷାରୋପ କରିଛନ୍ତି । ପ୍ରଧାନମନ୍ତ୍ରୀ କଂଗ୍ରେସର ସମାଲୋଚନା କରି କହିଛନ୍ତି ଯେ କଂଗ୍ରେସ 70 ବର୍ଷ ପର୍ଯ୍ୟନ୍ତ କୃଷକମାନଙ୍କୁ ଭୋଟ ବ୍ୟାଙ୍କ ରୂପେ ବ୍ୟବହାର କରି,ସେମାନଙ୍କୁ ଧୋଖା ଦେଇଛି । ଏବଂ କଂଗ୍ରେସକୁ କେବଳ ଏକ ସ୍ୱତନ୍ତ୍ର ପରିବାର ଏବଂ ସେମାନଙ୍କ ସୁଖସୁବିଧାର ଚିନ୍ତା ଥିଲା ।ପ୍ରଧାନମନ୍ତ୍ରୀ ମୋଦୀ ପଞ୍ଜାବରେ କୃଷକ କଲ୍ୟାଣ ରାଲିକୁ ସମ୍ବୋଧିତ କରିଛନ୍ତି
July 11th, 02:20 pm
ପଞ୍ଜାବର ମାଲାଉଟରେ ଏକ ବିଶାଳ କୃଷକ କଲ୍ୟାଣ ରାଲିକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଦଳ ଉପରେ ସମାଲୋଚନା କରି କୃଷକମାନଙ୍କ କଲ୍ୟାଣ ବିଷୟରେ ସେମାନଙ୍କ ଅଣଦେଖାକୁ ନେଇ କଂଗ୍ରେସକୁ ଦୋଷାରୋପ କରିଛନ୍ତି । ପ୍ରଧାନମନ୍ତ୍ରୀ କଂଗ୍ରେସର ସମାଲୋଚନା କରି କହିଛନ୍ତି ଯେ କଂଗ୍ରେସ 70 ବର୍ଷ ପର୍ଯ୍ୟନ୍ତ କୃଷକମାନଙ୍କୁ ଭୋଟ ବ୍ୟାଙ୍କ ରୂପେ ବ୍ୟବହାର କରି,ସେମାନଙ୍କୁ ଧୋଖା ଦେଇଛି । ଏବଂ କଂଗ୍ରେସକୁ କେବଳ ଏକ ସ୍ୱତନ୍ତ୍ର ପରିବାର ଏବଂ ସେମାନଙ୍କ ସୁଖସୁବିଧାର ଚିନ୍ତା ଥିଲା ।ଜାମ୍ମୁର ଶେର-ଇ-କାଶ୍ମୀର କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
May 19th, 06:16 pm
ସାଥୀଗଣ, ଆଜି ସକାଳେ ଜାମ୍ମୁ-କାଶ୍ମୀରର ଭିନ୍ନ-ଭିନ୍ନ ଭାଗକୁ ଯିବାର ମୋତେ ସୁଯୋଗ ମିଳିଥିଲା । ମୋର ଏଠାକୁ ଆସିବାରେ ବିଳମ୍ବ ହେଲା, ଆମ୍ଭେମାନେ ପ୍ରାୟ ଏକ ଘଂଟା ବିଳମ୍ବରେ ପହଂଚିଲୁ, ଆଉ ସର୍ବ ପ୍ରଥମେ ତ ମୁଁ ଆପଣ ମାନଙ୍କଠାରୁ କ୍ଷମା ମାଗିବାକୁ ଚାହିଁବି କାରଣ ଆମ୍ଭମାନଙ୍କର ଆସିବାରେ ବିଳମ୍ବ ହୋଇଗଲା ।ଜାମ୍ମୁରେ ପ୍ରଧାନମନ୍ତ୍ରୀ: ଶେର-ଇ-କାଶ୍ମୀର କୃଷି ବିଜ୍ଞାନ ଓ ପ୍ରଯୁକ୍ତି ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦାନ; ଭିତ୍ତିଭୂମି ପ୍ରକଳ୍ପସମୂହର ଆଧାରଶିଳା ରଖିଲେ ପ୍ରଧାନମନ୍ତ୍ରୀ
May 19th, 06:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାମ୍ମୁଠାରେ ଶେର-ଇ-କାଶ୍ମୀର କୃଷି ବିଜ୍ଞାନ ଓ ପ୍ରଯୁକ୍ତି ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି । ଆଉ ଏକ ସମାରୋହରେ ସେ ପାକଲଦୁଲ ଶକ୍ତି ପ୍ରକଳ୍ପ, ଜାମ୍ମୁ ରିଙ୍ଗ ରୋଡର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଗସ୍ତ କାଳରେ ସେ ତାରାକୋଟ ମାର୍ଗ ଓ ଶ୍ରୀ ମାତା ବୈଷ୍ଣୋ ଦେବୀ ମନ୍ଦିରକୁ ରୋପୱେ ମଧ୍ୟ ଉଦ୍ଘାଟନ କରିଥିଲେ ।କର୍ଣ୍ଣାଟକ ବିଜେପି କୃଷକ ମୋର୍ଚ୍ଚାର କର୍ମକର୍ତ୍ତାମାନଙ୍କୁ ପ୍ରଧାନମନ୍ତ୍ରୀ ମତ ବିନିମୟ କରିଛନ୍ତି
May 02nd, 10:08 am
'ନରେନ୍ଦ୍ର ମୋଦୀ ଆପ ' ଜରିଆରେ ଆଜି ବିଜେପିର କୃଷକ ମୋର୍ଚ୍ଚା କର୍ମକର୍ତ୍ତାମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କେନ୍ଦ୍ର ସରକାରଙ୍କ ବିଭିନ୍ନ କୃଷକ ଅନୁକୂଳ ପଦକ୍ଷେପ ଏବଂ କିପରି କେନ୍ଦ୍ର ସରକାରଙ୍କ ଦ୍ଵାରା କରାଯାଇଥିବା ପ୍ରୟାସରୁ ବ୍ୟାପକ ମାତ୍ରାରେ କୃଷକମାନେ ଲାଭାନ୍ଵିତ ହୋଇଛନ୍ତି ସେ ଉପରେ ବିଶେଷ ଭାବେ ଉଲ୍ଲେଖ କରିଥିଲେ ।କର୍ଣ୍ଣାଟକରେ ଆଜି ନିର୍ବାଚନ ପ୍ରଚାର କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ଦଳର କଡ଼ା ସମାଲୋଚନା କରି କହିଲେ ଯେ ବିଜେପି ନିର୍ବାଚନରେ ଉନ୍ନତ ପ୍ରଦର୍ଶନ କରିବ । ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ଏହି ନିର୍ବାଚନ ବିଜେପିର ଲୋକମାନଙ୍କ ବିକାଶର ରାଜନୀତି ବନାମ କଂଗ୍ରେସର ପାରିବାରିକ ରାଜନୀତିକୁ ନେଇ ହେବ ।
May 02nd, 10:07 am
'ନରେନ୍ଦ୍ର ମୋଦୀ ଆପ ' ଜରିଆରେ ଆଜି ବିଜେପିର କୃଷକ ମୋର୍ଚ୍ଚା କର୍ମକର୍ତ୍ତାମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କେନ୍ଦ୍ର ସରକାରଙ୍କ ବିଭିନ୍ନ କୃଷକ ଅନୁକୂଳ ପଦକ୍ଷେପ ଏବଂ କିପରି କେନ୍ଦ୍ର ସରକାରଙ୍କ ଦ୍ଵାରା କରାଯାଇଥିବା ପ୍ରୟାସରୁ ବ୍ୟାପକ ମାତ୍ରାରେ କୃଷକମାନେ ଲାଭାନ୍ଵିତ ହୋଇଛନ୍ତି ସେ ଉପରେ ବିଶେଷ ଭାବେ ଉଲ୍ଲେଖ କରିଥିଲେ ।କର୍ଣ୍ଣାଟକ ପାଇଁ ବିଜେପିର ତିନି ସୂତ୍ରୀୟ ଆଜେଣ୍ଡା - ବିକାଶ, ଦ୍ରୁତ ବିକାଶ ଏବଂ ସର୍ବାଙ୍ଗୀଣ ଉନ୍ନତି :ପ୍ରଧାନମନ୍ତ୍ରୀ ମୋଦୀ
April 26th, 10:21 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ବିଜେପି କର୍ମକର୍ତ୍ତାଙ୍କୁ ସମ୍ବୋଧନ କରିବା ଅବସରରେ କହିଲେ ଯେ , କର୍ଣ୍ଣାଟର ଉନ୍ନତି ପାଇଁ ବିଜେପିର ତିନି ସୂତ୍ରୀୟ ଆଜେଣ୍ଡା ରହିଛି , ତାହା ହେଉଛି ବିକାଶ, ଦ୍ରୁତ ବିକାଶ ଏବଂ ସର୍ବାଙ୍ଗୀଣ ଉନ୍ନତି । ପ୍ରଧାନମନ୍ତ୍ରୀ କହିଲେ , କଂଗ୍ରେସୀ ସଂସ୍କୃତିରୁ ମୁକ୍ତ ନହେବା ପର୍ଯ୍ୟନ୍ତ ଦେଶର ରାଜନୀତି ସ୍ୱଚ୍ଛ ହେଇପାରିବ ନାହିଁ ।କର୍ଣ୍ଣାଟକ ପାଇଁ ବିଜେପିର ତିନି ସୂତ୍ରୀୟ ଆଜେଣ୍ଡା - ବିକାଶ, ଦ୍ରୁତ ବିକାଶ ଏବଂ ସର୍ବାଙ୍ଗୀଣ ଉନ୍ନତି :ପ୍ରଧାନମନ୍ତ୍ରୀ ମୋଦୀ
April 26th, 10:19 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ବିଜେପି କର୍ମକର୍ତ୍ତାଙ୍କୁ ସମ୍ବୋଧନ କରିବା ଅବସରରେ କହିଲେ ଯେ , କର୍ଣ୍ଣାଟର ଉନ୍ନତି ପାଇଁ ବିଜେପିର ତିନି ସୂତ୍ରୀୟ ଆଜେଣ୍ଡା ରହିଛି , ତାହା ହେଉଛି ବିକାଶ, ଦ୍ରୁତ ବିକାଶ ଏବଂ ସର୍ବାଙ୍ଗୀଣ ଉନ୍ନତି । ପ୍ରଧାନମନ୍ତ୍ରୀ କହିଲେ , କଂଗ୍ରେସୀ ସଂସ୍କୃତିରୁ ମୁକ୍ତ ନହେବା ପର୍ଯ୍ୟନ୍ତ ଦେଶର ରାଜନୀତି ସ୍ୱଚ୍ଛ ହେଇପାରିବ ନାହିଁ ।କେନ୍ଦ୍ର 2022 କୃଷକମାନଙ୍କ ଆୟକୁ ଦ୍ଵିଗୁଣ କରିବା ପାଇଁ ପ୍ରତିଶୃତିବଦ୍ଧ :ପ୍ରଧାନମନ୍ତ୍ରୀ ମୋଦୀ
March 17th, 01:34 pm
ଆଜି ନୂଆଦିଲ୍ଲୀର ପୁସା କ୍ୟାମ୍ପସରେ ଥିବା ଆଇଏଆରଆଇ ମେଳା ପଡିଆରେ ଅନୁଷ୍ଠିତ କୃଷି ଉନ୍ନତି ମେଳାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗସ୍ତ କରିଛନ୍ତି । ସେ ବିଭିନ୍ନ ବିଷୟକୁ ନେଇ ହୋଇଥିବା ମଂଚ ଏବଂ ଜୈବିକ ମେଳା ପ୍ରଦର୍ଶନୀକୁ ପରିଦର୍ଶନ କରିଥିଲେ । ସେ 25ଟି କୃଷି ବିଜ୍ଞାନ କେନ୍ଦ୍ରର ଆଧାରଶିଳା ସ୍ଥାପନ କରିଥିଲେ । ସେ ମଧ୍ୟ ଜୈବ ଉତ୍ପାଦ ଗୁଡ଼ିକ ପାଇଁ ଇ-ମାର୍କେଟିଂ ପୋର୍ଟାଲର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସେ କୃଷି କର୍ମଣ ପୁରସ୍କାର ଏବଂ ପଣ୍ଡିତ ଦୀନ ଦୟାଲ କୃଷି ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରିଥିଲେ ।କୃଷି ଉନ୍ନତି ମେଳାକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
March 17th, 01:33 pm
ଆଜି ନୂଆଦିଲ୍ଲୀର ପୁସା କ୍ୟାମ୍ପସରେ ଥିବା ଆଇଏଆରଆଇ ମେଳା ପଡିଆରେ ଅନୁଷ୍ଠିତ କୃଷି ଉନ୍ନତି ମେଳାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗସ୍ତ କରିଛନ୍ତି । ସେ ବିଭିନ୍ନ ବିଷୟକୁ ନେଇ ହୋଇଥିବା ମଂଚ ଏବଂ ଜୈବିକ ମେଳା ପ୍ରଦର୍ଶନୀକୁ ପରିଦର୍ଶନ କରିଥିଲେ । ସେ 25ଟି କୃଷି ବିଜ୍ଞାନ କେନ୍ଦ୍ରର ଆଧାରଶିଳା ସ୍ଥାପନ କରିଥିଲେ । ସେ ମଧ୍ୟ ଜୈବ ଉତ୍ପାଦ ଗୁଡ଼ିକ ପାଇଁ ଇ-ମାର୍କେଟିଂ ପୋର୍ଟାଲର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସେ କୃଷି କର୍ମଣ ପୁରସ୍କାର ଏବଂ ପଣ୍ଡିତ ଦୀନ ଦୟାଲ କୃଷି ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରିଥିଲେ ।BJP lives in the hearts of people of Gujarat: PM Modi
December 11th, 06:30 pm
PM Narendra Modi today highlighted several instances of Congress’ mis-governance and their ignorance towards people of Gujarat.