Prime Minister pays homage to Chhatrapati Shivaji Maharaj on his Jayanti

February 19th, 09:36 am

The Prime Minister, Shri Narendra Modi has paid homage to Chhatrapati Shivaji Maharaj on his Jayanti.

Netaji Subhas Chandra Bose's legacy will continue to inspire us in building a Viksit Bharat: PM Modi

January 23rd, 11:30 am

PM Modi addressed the nation on Parakram Diwas, paying tribute to Netaji Subhas Chandra Bose. He emphasized Netaji’s legacy of unity, sacrifice, and determination, urging everyone to step out of their comfort zones to achieve a Viksit Bharat. He highlighted the global opportunities for India and the need to stay united and vigilant against pisive forces.

Prime Minister Shri Narendra Modi’s address on Parakram Diwas

January 23rd, 11:25 am

PM Modi addressed the nation on Parakram Diwas, paying tribute to Netaji Subhas Chandra Bose. He emphasized Netaji’s legacy of unity, sacrifice, and determination, urging everyone to step out of their comfort zones to achieve a Viksit Bharat. He highlighted the global opportunities for India and the need to stay united and vigilant against pisive forces.

ସର୍ଦ୍ଦାର ବଲ୍ଲଭଭାଇ ପଟେଲ ରାଷ୍ଟ୍ରୀୟ ପୁଲିସ ଏକାଡେମୀରେ ଆଇପିଏସ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

July 31st, 11:02 am

ଆପଣମାନଙ୍କ ସହିତ କଥା ହୋଇ ମୋତେ ବହୁତ ଭଲ ଲାଗିଲା । ପ୍ରତ୍ୟେକ ବର୍ଷ ମୋର ଏହି ପ୍ରୟାସ ରହିଥାଏ ଯେ ଆପଣମାନଙ୍କ ଭଳି ଯୁବ ସାଥୀମାନଙ୍କ ସହିତ କଥା ହୁଏ, ଆପଣମାନଙ୍କ ଚିନ୍ତାଧାରା ସଂପର୍କରେ କ୍ରମାଗତ ଭାବେ ଜାଣୁଥାଏ। ଆପଣମାନଙ୍କର କଥା, ଆପଣମାନଙ୍କର ପ୍ରଶ୍ନ, ଆପଣମାନଙ୍କର ଉତ୍ସୁକତା, ମୋତେ ମଧ୍ୟ ଭବିଷ୍ୟତର ଆହ୍ୱାନ ମୁକାବିଲା କରିବାରେ ସହାୟତା କରିଥାଏ।

ସର୍ଦ୍ଦାର ବଲ୍ଲଭଭାଇ ପଟେଲ ରାଷ୍ଟ୍ରୀୟ ପୁଲିସ ଏକାଡେମୀରେ ଆଇପିଏସ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

July 31st, 11:01 am

ଆପଣମାନଙ୍କ ସହିତ କଥା ହୋଇ ମୋତେ ବହୁତ ଭଲ ଲାଗିଲା । ପ୍ରତ୍ୟେକ ବର୍ଷ ମୋର ଏହି ପ୍ରୟାସ ରହିଥାଏ ଯେ ଆପଣମାନଙ୍କ ଭଳି ଯୁବ ସାଥୀମାନଙ୍କ ସହିତ କଥା ହୁଏ, ଆପଣମାନଙ୍କ ଚିନ୍ତାଧାରା ସଂପର୍କରେ କ୍ରମାଗତ ଭାବେ ଜାଣୁଥାଏ। ଆପଣମାନଙ୍କର କଥା, ଆପଣମାନଙ୍କର ପ୍ରଶ୍ନ, ଆପଣମାନଙ୍କର ଉତ୍ସୁକତା, ମୋତେ ମଧ୍ୟ ଭବିଷ୍ୟତର ଆହ୍ୱାନ ମୁକାବିଲା କରିବାରେ ସହାୟତା କରିଥାଏ।

ସର୍ଦ୍ଦାର ବଲ୍ଲଭଭାଇ ରାଷ୍ଟ୍ରୀୟ ପୁଲିସ୍‍ ଏକାଡେମୀର ଆଇପିଏସ ପ୍ରଶିକ୍ଷାର୍ଥୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତାଳାପ

July 31st, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନଫରେନ୍ସିଂ ଯୋଗେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ରାଷ୍ଟ୍ରୀୟ ପୁଲିସ ଏକାଡେମୀର ଆପିଏସ ପ୍ରଶିକ୍ଷାର୍ଥୀ ଅଧିକାରୀମାନଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଇପିଏସ ପ୍ରଶିକ୍ଷାର୍ଥୀ ଅଧିକାରୀମାନଙ୍କ ସହିତ ଭାବ ବିନିମୟ ମଧ୍ୟ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହା ଏବଂ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ ଉପସ୍ଥିତ ଥିଲେ ।

ଜନତାଙ୍କ ଗହଣରେ ରହିବା ଏବଂ ସେମାନଙ୍କ ସହିତ ଜଡିତ ରହିବାରେ ମତେ ଅଧିକ ଶକ୍ତି ମିଳେ :ପ୍ରଧାନମନ୍ତ୍ରୀ ମୋଦୀ

July 03rd, 12:41 pm

ସମ୍ପ୍ରତି ଏକ ସାକ୍ଷାତକାରରେ ,ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସରକାରଙ୍କ ଧ୍ୟାନ ବିକାଶ ଏବଂ ସୁଶାସନ ଉପରେ ରହିଛି । ସେ କହିଛନ୍ତି ଯେ ଅର୍ଥଶାସ୍ତ୍ର ,ସୁରକ୍ଷା ,ସାମାଜିକ ନ୍ୟାୟ ,ବିଦେଶୀ ନୀତି ଭଳି ବିଭିନ୍ନ ମାପଦଣ୍ଡରେ ସରକାର ଅଧିକ ଭଲ ପ୍ରଦର୍ଶନ କରିଛନ୍ତି ।

ଆମ ପାଇଁ ରାଜନୀତିର ଉର୍ଦ୍ଧରେ ସର୍ବଦା 'ଇଣ୍ଡିଆ ଫାଷ୍ଟ' :ପ୍ରଧାନମନ୍ତ୍ରୀ ମୋଦୀ

July 01st, 10:15 am

ପ୍ରଧାନମନ୍ତ୍ରୀ ମୋଦୀ ଏକ ସାକ୍ଷାତକାରରେ ଜିଏସଟି ଉପରେ କରିଛନ୍ତି ଯେ ଜିଏସଟି ଏକ ଜଟିଳ ଟିକସ ନୀତି ନାହିଁ ଯେପରି କି ଏହାର ସମାଲୋଚକମାନେ ଦାବି କରୁଛନ୍ତି । ସେ କହିଛନ୍ତି ଯେ ସରକାର ସାମଗ୍ରୀଗୁଡିକର ପାଖାପାଖି 400 ଗ୍ରୁପକୁ କମ ଟିକସ ହାର ସ୍ଲାବକୁ ଆଣିଛନ୍ତି ,ଯେଉଁଥିରେ ପାଖାପାଖି 150 ଗ୍ରୁପରେ ଶୂନ୍ୟ ପ୍ରତିଶତ ଟିକସ ହାର ରହିଛି ।