ସହିଦ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

December 10th, 09:42 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସହିଦ ଦିବସ ଅବସରରେ ଐତିହାସିକ ଆସାମ ଆନ୍ଦୋଳନର ଅଂଶବିଶେଷ ଥିବା ସମସ୍ତ ବ୍ୟକ୍ତିବିଶେଷଙ୍କ ବୀରତ୍ୱକୁ ସ୍ମରଣ କରିଛନ୍ତି।

Swahid Diwas is an occasion to remember the extraordinary courage and sacrifices of those who dedicated themselves to the Assam Movement: PM Modi

December 10th, 04:16 pm

The Prime Minister, Shri Narendra Modi today remarked that Swahid Diwas was an occasion to remember the extraordinary courage and sacrifices of those who dedicated themselves to the Assam Movement.

ସ୍ୱାହିଦ୍ ଦିବସ ଅବସରରେ ଆସାମ ଆନ୍ଦୋଳନରେ ଭାଗ ନେଇଥିବା ସମସ୍ତଙ୍କ ବୀରତ୍ୱର ସାହସକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ

December 10th, 09:55 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାହିଦ୍ ଦିବସ ଅବସରରେ ଆସାମ ଆନ୍ଦୋଳନରେ ଭାଗ ନେଇଥିବା ସମସ୍ତଙ୍କ ବୀରତ୍ୱପୂର୍ଣ୍ଣ ସାହସକୁ ସ୍ମରଣ କରିଛନ୍ତି ।