ମନର କଥା (୧୩୭ତମ ଅଧ୍ୟାୟ) ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କୀ ବାତ୍’
August 30th, 11:30 am
ମନର କଥା (୧୩୭ତମ ଅଧ୍ୟାୟ) ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କୀ ବାତ୍’ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମ୍ 2026ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 21st, 09:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମ-୨୦୨୬କୁ ସମ୍ବୋଧିତ କରିଛନ୍ତି ।‘ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମ-୨୦୨୬’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ
August 21st, 08:25 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମ-୨୦୨୬କୁ ସମ୍ବୋଧିତ କରିଛନ୍ତି ।ବିବେକା ସ୍ମାରକ ଆମକୁ ଏକ ଉଚ୍ଚ ଉଦ୍ଦେଶ୍ୟ ପାଇଁ ନିଜକୁ ସମର୍ପିତ କରିବାକୁ ପ୍ରେରଣା ଦିଏ : କର୍ଣ୍ଣାଟକର ମୈସୁରୁରେ ପ୍ରଧାନମନ୍ତ୍ରୀ ମୋଦୀ
August 01st, 04:53 pm
ପ୍ରଧାନମନ୍ତ୍ରୀ ମୋଦୀ ଆଜି କର୍ଣ୍ଣାଟକର ମୈସୁରୁରେ ବିବେକା ସ୍ମାରକ ଉଦଘାଟନ କରିଛନ୍ତି। ଏହି ଅବସରରେ ସମ୍ବୋଧନ କରି , ସେ ଦେଶର ସ୍ୱଚ୍ଛ ସହରାଞ୍ଚଳ କେନ୍ଦ୍ର ମଧ୍ୟରେ ଏହାର ସ୍ଥିର ସ୍ଥାନ ପାଇଁ ସହରକୁ ପ୍ରଶଂସା କରିଛନ୍ତି। ସେ ଯୁବପିଢ଼ିଙ୍କୁ ଦେଶକୁ ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି, ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଏବଂ ବିଶ୍ୱ ସ୍ତରରେ ଦ୍ୱିତୀୟ ବୃହତ୍ତମ ମୋବାଇଲ୍ ଉତ୍ପାଦନ କ୍ଷମତା ହାସଲ କରିବା ପାଇଁ ପ୍ରେରଣା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ବର୍ତ୍ତମାନର ପିଢ଼ିକୁ ସ୍ୱାମୀ ବିବେକାନନ୍ଦଙ୍କ ଦେଶ ପାଇଁ ମହାନ ଦୃଷ୍ଟିକୋଣକୁ ସାକାର କରିବାର ଚୂଡ଼ାନ୍ତ ଦାୟିତ୍ୱ ନେବାକୁ ଆହ୍ୱାନ କରିଛନ୍ତି।ପ୍ରଧାନମନ୍ତ୍ରୀ ମୋଦୀ କର୍ଣ୍ଣାଟକର ମୈସୁରୁରେ ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ ଯୁବ କେନ୍ଦ୍ର - ବିବେକା ସ୍ମାରକ ଉଦଘାଟନ କରିଛନ୍ତି
August 01st, 04:00 pm
ପ୍ରଧାନମନ୍ତ୍ରୀ ମୋଦୀ ଆଜି କର୍ଣ୍ଣାଟକର ମୈସୁରୁରେ ବିବେକା ସ୍ମାରକ ଉଦଘାଟନ କରିଛନ୍ତି। ଏହି ଅବସରରେ ସମ୍ବୋଧନ କରି , ସେ ଦେଶର ସ୍ୱଚ୍ଛ ସହରାଞ୍ଚଳ କେନ୍ଦ୍ର ମଧ୍ୟରେ ଏହାର ସ୍ଥିର ସ୍ଥାନ ପାଇଁ ସହରକୁ ପ୍ରଶଂସା କରିଛନ୍ତି। ସେ ଯୁବପିଢ଼ିଙ୍କୁ ଦେଶକୁ ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି, ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଏବଂ ବିଶ୍ୱ ସ୍ତରରେ ଦ୍ୱିତୀୟ ବୃହତ୍ତମ ମୋବାଇଲ୍ ଉତ୍ପାଦନ କ୍ଷମତା ହାସଲ କରିବା ପାଇଁ ପ୍ରେରଣା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ବର୍ତ୍ତମାନର ପିଢ଼ିକୁ ସ୍ୱାମୀ ବିବେକାନନ୍ଦଙ୍କ ଦେଶ ପାଇଁ ମହାନ ଦୃଷ୍ଟିକୋଣକୁ ସାକାର କରିବାର ଚୂଡ଼ାନ୍ତ ଦାୟିତ୍ୱ ନେବାକୁ ଆହ୍ୱାନ କରିଛନ୍ତି।The development of Chandigarh has always been the absolute priority of our government: PM Modi
July 17th, 02:08 pm
Launching multiple development projects in Chandigarh, PM Modi asserted that the development of Chandigarh has always been an absolute priority of the current government. He detailed the massive structural changes implemented in the region over the past decade. Congratulating the residents on the inauguration of healthcare, education and infrastructure projects, he also praised the city for striving to improve its cleanliness rankings.ଚଣ୍ଡୀଗଡ଼ରେ ₹୪,୭୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ
July 17th, 01:45 pm
ପ୍ରାୟ ଦେଢ଼ ବର୍ଷ ପୂର୍ବେ ଦେଶର ନ୍ୟାୟ ବ୍ୟବସ୍ଥାରେ କରାଯାଇଥିବା ଐତିହାସିକ ଏବଂ ବ୍ୟାପକ ପରିବର୍ତ୍ତନକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉପନିବେଶବାଦୀ ଦଣ୍ଡମୂଳକ ଆଇନରୁ ନ୍ୟାୟକେନ୍ଦ୍ରିକ ବ୍ୟବସ୍ଥାକୁ ଦେଶ ରୂପାନ୍ତରିତ ହୋଇଛି। “ଭାରତୀୟ ନ୍ୟାୟ ସଂହିତାର କାର୍ଯ୍ୟାନ୍ୱୟନ ଚଣ୍ଡିଗଡ଼ରୁ ହିଁ ଆରମ୍ଭ ହୋଇଥିଲା,” ବୋଲି ଶ୍ରୀ ମୋଦୀ ମତ ଦେଇଥିଲେ।ହରିଆଣାର ଜିନ୍ଦରେ ବହୁବିଧ ବିକାଶ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 17th, 12:00 pm
ଜିନ୍ଦର ଏହି ଗୌରବମୟ ଭୂମିରୁ, ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ରାମ-ରାମ ! ଏହି ପବିତ୍ର ମାଟିକୁ ମୁଁ ଆସି ମୋର ହୃଦୟ ଆନନ୍ଦରେ ଭରିଯାଉଛି । ଏହା କୌଣସି ସାଧାରଣ ଭୂମି ନୁହେଁ,ଏହା ଇତିହାସ, ବୀରତ୍ୱ, ବିଶ୍ୱାସ ଏବଂ ଗର୍ବର ଭୂମି । ଶକ୍ତି ପୀଠ ମାତା ଜୟଁନ୍ତୀୟାଁଙ୍କ ଆଶୀର୍ବାଦ ଏହି ସହର ଉପରେ ସର୍ବଦା ରହିଥାଏ। ମୋ ପାଇଁ, ଜିନ୍ଦ ଆସିବା ପୁରୁଣା ସ୍ମୃତି ପାଇଁ ଏକ ଝରକା ଖୋଲିବା ଭଳି। ମୁଁ ଆଜି ଏଠାରେ ଅନେକ ପରିଚିତ ଚେହେରା ଦେଖିପାରୁଛି। ଅନେକ ଲୋକ ଦାବି କରନ୍ତି ଯେ ମୁଁ ଏଠାକୁ ସେମାନଙ୍କ ସ୍କୁଟରରେ ଚଢ଼ି ଆସୁଥିଲି। ଦଶନ୍ଧି ପୂର୍ବରୁ, ମୁଁ ପ୍ରଥମେ ସଂଗଠନ କାର୍ଯ୍ୟ ପାଇଁ ଜିନ୍ଦ ଆସୁଥିଲି। ସେତେବେଳେ ଆପଣମାନେ ମୋତେ ଯେଉଁ ସ୍ନେହ ଏବଂ ଭଲପାଇବା ଦେଇଥିଲେ, ତାହା ମୁଁ କେବେ ଭୁଲି ପାରିନାହିଁ। ଏଠିକାର ମଇଁଷିର କ୍ଷୀର, ଦହି ଏବଂ ଘିଅ, ଜିନ୍ଦର ଦେଶୀ ବୁରା ଏବଂ ଏଠାକାର ଘେଓ୍ବର , ଏହି ସ୍ମୃତି ଗୁଡ଼ିକ ଚିରକାଳ ପାଇଁ ଜିନ୍ଦ ସହିତ ଜଡିତ ।ହରିୟାଣାର ଜିନ୍ଦ୍ଠାରେ ପ୍ରାୟ ୧୪,୭୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଶିଳାର୍ପଣ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
July 17th, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହରିୟାଣାର ଜିନ୍ଦରେ ପ୍ରାୟ ୧୪,୭୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ସ୍ଥାନରେ ପହଞ୍ଚିବା ପରେ ଗଭୀର ଆନନ୍ଦ ପ୍ରକାଶ କରି ପ୍ରଧାନମନ୍ତ୍ରୀ ଶକ୍ତିପୀଠ ମାତା ଜୟନ୍ତୀ ଦ୍ୱାରା ଅନନ୍ୟ ଭାବରେ ଆଶୀର୍ବାଦପ୍ରାପ୍ତ ଏହି ଅଞ୍ଚଳର ସମୃଦ୍ଧ ଐତିହାସିକ, ସାମରିକ ଏବଂ ଆଧ୍ୟାତ୍ମିକ ଐତିହ୍ୟ ଉପରେ ଆଲୋକପାତ କରିଥିଲେ। ଦଶନ୍ଧି ପୂର୍ବେ ସଂଗଠନ ଦାୟିତ୍ୱ ପାଇଁ ସହରକୁ ତାଙ୍କର ପ୍ରାରମ୍ଭିକ ଗସ୍ତକୁ ମନେ ପକାଇ, ତାଙ୍କୁ ମିଳିଥିବା ଅବିସ୍ମରଣୀୟ ସ୍ନେହକୁ ସେ ସ୍ମରଣ କରିଥିଲେ, ଯାହା ସ୍ଥାନୀୟ ଖାଦ୍ୟ ସାମଗ୍ରୀ ଯେପରିକି ମୁରାହ ମଇଁଷି ଡାଏରୀ, ଦେଶୀ ବୁରା ଏବଂ ଘେୱର ସହିତ ଆନ୍ତରିକ ଭାବରେ ଜଡିତ ବୋଲି କହିଥିଲେ। ଶ୍ରୀ ମୋଦୀ କହିଥିଲେ, ଏହା କୌଣସି ସାଧାରଣ ଭୂମି ନୁହେଁ; ଏହା ଇତିହାସ, ବୀରତ୍ୱ, ବିଶ୍ୱାସ ଏବଂ ଅପାର ଗର୍ବର ଏକ ମହାନ ଭୂମି।‘ମନ କି ବାତ୍’ର ୧୩୫ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 28th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣିଥରେ ଆପଣ ସମସ୍ତଙ୍କ ସହ ଯୋଡ଼ିହୋଇ ମୋତେ ବହୁତ ଖୁସି ଲାଗୁଛି । ୨୦୨୬ ବର୍ଷର ପ୍ରଥମାର୍ଦ୍ଧ ବିତିବାକୁ ବସିଲାଣି । ଏହି ୬ ମାସରେ ଆମେ ‘ମନ୍ କି ବାତ୍’ରେ ଦେଶବାସୀଙ୍କ ଅନେକ ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଛୁ । ଜୁନରେ ମଧ୍ୟ ଦେଶ ଏଭଳି କିଛି ଉପଲବଧି ହାସଲ କରିଛି, ଯାହା ପ୍ରତ୍ୟେକ ଦେଶବାସୀଙ୍କୁ ଗର୍ବିତ କରୁଛି । ଏହି ସଫଳତାଗୁଡ଼ିକ ଦେଶର ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ସହ ଜଡ଼ିତ । ନିକଟରେ ମୋତେ କୋଲକାତାରେ ନୌବାହିନୀ ସହ ଜଡ଼ିତ ଗୋଟିଏ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଲା । ସେଠାରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌବାହିନୀରେ ସାମିଲ କରାଗଲା । ଏହି ଜାହାଜଗୁଡ଼ିକର ଡିଜାଇନ୍ ଏବଂ ଉତ୍ପାଦନ, ସବୁକିଛି ସ୍ୱଦେଶୀ ।ନୂଆଦିଲ୍ଲୀରେ ରିପବ୍ଲିକ ସମିଟ୍ ୨୦୨୬ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 22nd, 10:24 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ରିପବ୍ଲିକ୍ ସମିଟ୍ ୨୦୨୬’ ସମ୍ବୋଧନ କରିଛନ୍ତି। ସମଗ୍ର ବିଶ୍ବ ଦ୍ରୁତ ଓ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ଦେଖୁଥିବାବେଳେ ‘ମହାନ ଶକ୍ତି ଭାରତ: ରାଷ୍ଟ୍ର ପ୍ରଥମ’ ଶୀର୍ଷକରେ ଏହି ସମ୍ମିଳନୀ ଆୟୋଜନ କରିଥିବାରୁ ଆୟୋଜକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।‘ରିପବ୍ଲିକ୍ ସମିଟ୍ ୨୦୨୬’କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
June 22nd, 08:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ରିପବ୍ଲିକ୍ ସମିଟ୍ ୨୦୨୬’ ସମ୍ବୋଧନ କରିଛନ୍ତି। ସମଗ୍ର ବିଶ୍ବ ଦ୍ରୁତ ଓ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ଦେଖୁଥିବାବେଳେ ‘ମହାନ ଶକ୍ତି ଭାରତ: ରାଷ୍ଟ୍ର ପ୍ରଥମ’ ଶୀର୍ଷକରେ ଏହି ସମ୍ମିଳନୀ ଆୟୋଜନ କରିଥିବାରୁ ଆୟୋଜକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।ପଶ୍ଚିମବଙ୍ଗର କୋଲକାତାରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 21st, 06:45 am
ଜୁନ୍ ୨୧ ତାରିଖ ହେଉଛି ସେହି ଦିନ ଯେତେବେଳେ ପୃଥିବୀର କିଛି ସ୍ଥାନରେ ଦିନ ସବୁଠାରୁ ଲମ୍ବା ହୋଇଥାଏ। ଏବଂ ଅନ୍ତର୍ଜାତୀୟ ଯୋଗ ଦିବସ ଯୋଗୁଁ, ଏବେ ଜୁନ୍ ୨୧ ତାରିଖ ବିଶ୍ୱର ସର୍ବବୃହତ ସାମୂହିକ ଉତ୍ସବର ଦିନ ମଧ୍ୟ ହୋଇଯାଇଛି। ବିଶ୍ୱର ବିଭିନ୍ନ କୋଣରୁ, ଯୋଗର ଅନେକ ଚମତ୍କାର ଫଟୋ ସବୁ ଆସୁଛି। ଭାରତରେ, ହିମାଳୟରୁ ଭାରତ ମହାସାଗର ପର୍ଯ୍ୟନ୍ତ, ଉତ୍ତର-ପୂର୍ବ ଏବଂ ପୂର୍ବରେ ବଙ୍ଗଳାରୁ ପଶ୍ଚିମରେ ସୌରାଷ୍ଟ୍ର ପର୍ଯ୍ୟନ୍ତ, ସମଗ୍ର ଦେଶ ଯୋଗର ଶକ୍ତି ଏବଂ ଚେତନା ସହିତ ପରିପୂର୍ଣ୍ଣ ଦେଖାଯାଉଛି। ସମଗ୍ର ଦେଶ, ସମଗ୍ର ବିଶ୍ୱ ଭିତରେ ସଂଯୋଗ ପରିଦୃଶ୍ୟ ହେଉଛି - ଏବଂ ଏହା ହିଁ ଯୋଗର ପ୍ରକୃତ ଶକ୍ତି। ଯୋଗ ସମସ୍ତଙ୍କୁ ଏକତ୍ର କରେ, ଯୋଗ ସମସ୍ତଙ୍କୁ ଏକାଠି କରେ। ଏହି ଅବସରରେ, ମୁଁ ଅନ୍ତର୍ଜାତୀୟ ଯୋଗ ଦିବସରେ ସମଗ୍ର ବିଶ୍ୱକୁ, ସମଗ୍ର ମାନବ ସମାଜକୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି।ଯୋଗ ମାନସିକ ସୁସ୍ଥତାରୁ ଶାରୀରିକ ସୁସ୍ଥତା ଆଡ଼କୁ ରାସ୍ତା ଦେଖାଇଥାଏ: ପ୍ରଧାନମନ୍ତ୍ରୀ
June 21st, 06:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋଲକାତାର ରେଡ୍ ରୋଡ୍ଠାରେ ଆୟୋଜିତ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସର ଜାତୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଶ୍ରୀ ମୋଦୀ ହଜାର ହଜାର ଯୋଗ ଅଭ୍ୟାସକାରୀଙ୍କ ସହ ‘ସାଧାରଣ ଯୋଗ ଅଧିବେଶନ’ରେ ଭାଗ ନେଇଥିଲେ। ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସମଗ୍ର ବିଶ୍ୱର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇ ଶ୍ରୀ ମୋଦୀ କହିଥିଲେ ଯେ, ଜୁନ୍ ୨୧ ତାରିଖ ବିଶ୍ୱର ଅନେକ ପ୍ରାନ୍ତରେ ବର୍ଷର ସବୁଠାରୁ ଦୀର୍ଘତମ ଦିନ ଭାବେ ଜଣାଶୁଣା ଏବଂ ଏହା ଯୋଗ ମାଧ୍ୟମରେ ମାନବଜାତିର ସବୁଠାରୁ ବଡ଼ ସାମୂହିକ ଉତ୍ସବ ଭାବରେ ଉଭା ହୋଇଛି।ପଶ୍ଚିମବଙ୍ଗର ତାରକେଶ୍ୱରରେ ପଶ୍ଚିମବଙ୍ଗ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 20th, 05:13 pm
ନିର୍ବାଚନ ଏବଂ ଶପଥ ଗ୍ରହଣ ପରେ ପ୍ରଥମ ଥର ପାଇଁ ମୋତେ ଆପଣମାନଙ୍କ ସହିତ ରହିବାର ସୌଭାଗ୍ୟ ମିଳିଛି । ବାବା ତାରକନାଥ ଏବଂ ବଙ୍ଗଳାର ଏହି ପବିତ୍ର ଭୂମିରେ ପଶ୍ଚିମବଙ୍ଗ ଦିବସର ଐତିହାସିକ ଦିବସ ଅବସରରେ ଏତେ ସଂଖ୍ୟାରେ ଆପଣମାନଙ୍କର ଯୋଗଦାନ ଦେଖି ମୁଁ ବହୁତ ଖୁସି । ପଶ୍ଚିମବଙ୍ଗର ପବନରେ ଏକ ନୂତନ ସତେଜତା ଅଛି, ଏହାର ପ୍ରତ୍ୟେକ କୋଣ ଅନୁକୋଣରୁ ଏକ ନୂତନ ସୁଗନ୍ଧ ବାହରୁଛି, ଏପରି ମନେ ହେଉଛି, ଯେମିତିକି ପଶ୍ଚିମବଙ୍ଗ ଏବେ ଶିକୁଳିରୁ ମୁକ୍ତ ହୋଇଛି । ଯେପରିକି ବଙ୍ଗଳାର ଗୌରବ ଫେରାଇ ଆଣିବାର କାର୍ଯ୍ୟ ଆରମ୍ଭ ହୋଇଛି । ଆମର ବଙ୍ଗଳା ନିଜର ନୂତନ ଭବିଷ୍ୟତର ନିର୍ମାଣରେ ନିୟୋଜିତ ହୋଇଛି ବୋଲି ଆଜିର କାର୍ଯ୍ୟକ୍ରମ ଏବଂ ଏହି ପ୍ରକଳ୍ପଗୁଡିକର ଶୁଭାରମ୍ଭ ହେଉଛି ସାକ୍ଷୀ । ବଙ୍ଗର ଲୋକଙ୍କ ମୁହଁରେ ଏହି ଚମକ, ପ୍ରତ୍ୟେକ ଗାଁରେ ଖୁସି ଏବଂ ଆତ୍ମବିଶ୍ୱାସର ଭାବନା, ଆଉ ମୁଁ ଆପଣଙ୍କ ସହିତ ଏହି ଖୁସି ବାଣ୍ଟିବାକୁ ଆସିଛି । ଆପଣଙ୍କର ଗୋଟିଏ ଭୋଟ ଏବଂ ଗୋଟିଏ ନିର୍ବାଚନ କେତେ ପରିବର୍ତ୍ତନ ଆଣିପାରେ ତାହା ପଶ୍ଚିମବଙ୍ଗରେ ସ୍ପଷ୍ଟ ଭାବରେ ଦୃଶ୍ୟମାନ ।ପଶ୍ଚିମବଙ୍ଗର ହୁଗଲି ଠାରେ ଆୟୋଜିତ ‘ପଶ୍ଚିମବଙ୍ଗ ଦିବସ’ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
June 20th, 05:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗ ଦିବସ ସମାରୋହରେ ଯୋଗ ଦେଇଥିଲେ। ରାଜ୍ୟସ୍ତରୀୟ ଏହି ଉତ୍ସବ ହୁଗ୍ଲି ଜିଲ୍ଲାର ତାରକେଶ୍ୱରଠାରେ ଆୟୋଜିତ ହୋଇଥିଲା, ଯାହା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସହ ଜଡ଼ିତ ଏକ ଐତିହାସିକ ସ୍ଥାନ। ଚଳିତ ବର୍ଷ ପଶ୍ଚିମବଙ୍ଗ ଦିବସର ବିଷୟବସ୍ତୁ ଥିଲା: “ପଶ୍ଚିମବଙ୍ଗ: ଐତିହ୍ୟ, ସମନ୍ୱୟ ଏବଂ ବିକାଶ”, ଯାହା ରାଜ୍ୟର ସାଂସ୍କୃତିକ ସମୃଦ୍ଧି, ସାମାଜିକ ସଂହତି ଏବଂ ବିକାଶମୂଳକ ଆକାଂକ୍ଷାକୁ ପ୍ରତିଫଳିତ କରେ।ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 20th, 01:10 pm
ଆମ ଓଡ଼ିଶାରେ ଏବେ ଉତ୍ସବର ଆନନ୍ଦ ଚାଲିଛି। ଏଠାକାର ଗଣପର୍ବ ‘ରଜ’ ଗତ ସପ୍ତାହରେ ହିଁ ବେଶ୍ ଧୂମଧାମରେ ପାଳିତ ହୋଇଯାଇଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି। ମୟୂରଭଞ୍ଜର ବାରିପଦା ମଧ୍ୟ ରଥଯାତ୍ରାକୁ ନେଇ ଉତ୍ସାହର ପରିବେଶ ଜମୁଛି। ଏବଂ, ଏସବୁ ଭିତରେ ଗଣତନ୍ତ୍ରର ବିକାଶର ଉତ୍ସବ ମଧ୍ୟ ଚାଲିଛି। ଓଡ଼ିଶାର ବିଜେପି ସରକାର ନିଜର ୨ ବର୍ଷ ମଧ୍ୟ ପୂର୍ଣ୍ଣ କରିଛନ୍ତି। ଏହି ଅବସରରେ ଆପଣମାନଙ୍କ ଗହଣକୁ ଆସିବା, ମୟୂରଭଞ୍ଜ ଆସିବାର ଏହି ସୌଭାଗ୍ୟ ଏବଂ ଏତେ ବଡ଼ ସଂଖ୍ୟାରେ ଆପଣମାନଙ୍କ ଉପସ୍ଥିତି, ମୋ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର। ଆପଣମାନଙ୍କର ଏହି ଆପଣାପଣ ମୋତେ ବାରମ୍ବାର ଏଠାକୁ ଟାଣି ଆଣେ। ମୁଁ ଆପଣ ସମସ୍ତଙ୍କୁ ହୃଦୟରୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି। ଏବଂ ଓଡ଼ିଶାର ଜନସାଧାରଣଙ୍କୁ ଡବଲ୍ ଇଞ୍ଜିନ ସରକାରରେ ବିକାଶ ଯାତ୍ରାର ମଧ୍ୟ ବଧେଇ ଜଣାଉଛି, ଶୁଭକାମନା ଜଣାଉଛି। ଏଥିସହିତ, ଏହି ଅବସରରେ ମୁଁ ପଣ୍ଡିତ ରଘୁନାଥ ମୁର୍ମୁ, ଡକ୍ଟର ଦମୟନ୍ତୀ ବେଶ୍ରା ଏବଂ ଶ୍ରୀ ଚରଣ ହେମ୍ବ୍ରମଙ୍କ ଭଳି ମହାନ ବ୍ୟକ୍ତିତ୍ୱମାନଙ୍କୁ ମଧ୍ୟ ପ୍ରଣାମ କରୁଛି। ଶ୍ରୀ ରଘୁନାଥ ମୁର୍ମୁ ସନ୍ଥାଳୀ ଭାଷା ପାଇଁ ‘ଅଲ୍ ଚିକି’ ଲିପିର ସୃଷ୍ଟି କରିଥିଲେ। ଆମ ସରକାର ସନ୍ଥାଳୀ ଭାଷାରେ ଭାରତର ସମ୍ବିଧାନକୁ ପ୍ରସ୍ତୁତ କରିଛନ୍ତି। ଓଡ଼ିଶାର ସନ୍ତାନମାନଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିଛନ୍ତି। ବିଗତ ୨ ବର୍ଷ ମଧ୍ୟରେ ଓଡ଼ିଶା ସରକାର ମଧ୍ୟ ଏହି ସମସ୍ତ ମହାନୁଭବଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଦିନରାତି ପରିଶ୍ରମ କରୁଛନ୍ତି।ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ୪୭,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
June 20th, 01:00 pm
ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୟୂରଭଞ୍ଜ ଜିଲ୍ଲାର ପାହାଡପୁର ଗ୍ରାମ ଗସ୍ତ କରିଛନ୍ତି। ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ପବିତ୍ର ସାନ୍ତାଳୀ ଜାହେର ଏବଂ ହୋ ଜାହେରରେ ପୂଜାର୍ଚ୍ଚନା କରିଛନ୍ତି । ସେମାନେ ମଧ୍ୟ ପାହାଡ଼ପୁରଠାରେ ଦକ୍ଷତା କେନ୍ଦ୍ର ଏବଂ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂରଣ ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା- ‘ବିକାଶ ର ଧାରା, ଓଡ଼ିଶା ସାରା’। ଏହି କାର୍ଯ୍ୟକ୍ରମରେ ୪୭,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।The trust of 140 crore Indians is our greatest strength and responsibility: PM Modi at the NDA Leaders’ Conclave
June 10th, 06:33 pm
PM Modi addressed the NDA Leaders' Conclave in New Delhi, highlighting the government's commitment to fulfilling the aspirations of 140 crore Indians and accelerating India's journey towards a Viksit Bharat. Speaking at the NDA Conclave at Bharat Mandapam after becoming the longest continuously serving elected Prime Minister of India, he said, To have the opportunity to serve Maa Bharti for such a long time is possible only through God's blessings. For me, 'Janta Janardan' is God.PM Modi addresses NDA Leaders' Conclave, reaffirms commitment to Viksit Bharat
June 10th, 06:30 pm
PM Modi addressed the NDA Leaders' Conclave in New Delhi, highlighting the government's commitment to fulfilling the aspirations of 140 crore Indians and accelerating India's journey towards a Viksit Bharat. Speaking at the NDA Conclave at Bharat Mandapam after becoming the longest continuously serving elected Prime Minister of India, he said, To have the opportunity to serve Maa Bharti for such a long time is possible only through God's blessings. For me, 'Janta Janardan' is God.