ସୁଜଲୋନ ଏନର୍ଜିର ପ୍ରତିଷ୍ଠାତା ଶ୍ରୀ ତୁଳସୀ ତନ୍ତୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ
October 02nd, 01:18 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରତିଷ୍ଠିତ ବ୍ୟବସାୟୀ ତଥା ସୁଜଲୋନ ଏନର୍ଜିର ପ୍ରତିଷ୍ଠାତା ଶ୍ରୀ ତୁଳସୀ ତନ୍ତୀଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।