Prime Minister shares a Subhashitam highlighting how goal of life is to be equipped with virtues

January 01st, 11:24 am

On the advent of the New Year 2026, PM Modi conveyed his heartfelt greetings to the nation and shared a Sanskrit verse highlighting that the goal of life is to be equipped with virtues.

Prime Minister Emphasizes Power of Benevolent Thoughts for Social Welfare through a Subhashitam

December 31st, 09:06 am

Continuing his daily reflection on values, PM Modi today shared a Sanskrit verse underlining the importance of benevolent thinking in advancing the welfare of society. The verse highlighted that cultivating noble intentions and a positive resolve leads to the fulfillment of all endeavours.

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ଶକ୍ତି, ନ୍ୟାୟ, ଏକତା ଉପରେ ଆଲୋକପାତ କରି ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

December 30th, 10:10 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୩୦ ,୧୯୪୩ର ଐତିହାସିକ ଅବସରରେ ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି, ଯେତେବେଳେ ନେତାଜୀ ପୋର୍ଟ ବ୍ଲେୟାରରେ ଅତୁଳନୀୟ ସାହସ ଏବଂ ବୀରତ୍ୱର ସହ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ।

Prime Minister shares Sanskrit Subhashitam emphasising that nothing is impossible for entrepreneurs or hardworking people

December 29th, 11:24 am

PM Modi shared a Sanskrit verse emphasising the importance of hard work. The verse conveyed that no mountain is too high to climb, no place too deep to reach and no ocean too vast to cross. It underlined the belief that for entrepreneurs and hardworking people, nothing is impossible.

ପ୍ରକୃତ ବୀରତ୍ୱ ଉପରେ ଗୁରୁତ୍ୱାରୋପ କରି ସଂସ୍କୃତ ସୁଭାଷିତମକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

December 26th, 09:34 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରକୃତ ବୀରତ୍ୱ ଉପରେ ଗୁରୁତ୍ୱାରୋପ କରୁଥିବା ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି –

ସମ୍ମାନନୀୟ ଅଟଳ ଜୀଙ୍କ ଜୀବନରୁ ପ୍ରେରଣା ନେବା ଉପରେ ଗୁରୁତ୍ୱାରୋପ କରି ସଂସ୍କୃତ ସୁଭାଶିତମ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

December 25th, 08:58 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ମାନନୀୟ ଅଟଳ ଜୀଙ୍କ ଜୟନ୍ତୀ ଅବସରରେ ତାଙ୍କ ଜୀବନରୁ ପ୍ରେରଣା ନେବା ଉପରେ ଗୁରୁତ୍ୱାରୋପ କରି ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି –

Prime Minister shares Sanskrit Subhashitam emphasising the importance of hard work

December 24th, 09:52 am

PM Modi shared a Sanskrit verse explaining that one whose work remains unaffected by cold or heat, fear or affection, wealth or poverty, is considered a knowledgeable person.

କୃଷକଙ୍କ ଉପରେ ଗୁରୁତ୍ୱ ଦେଇ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

December 23rd, 09:41 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି-

ସଂସ୍କୃତ ସୁଭାଷିତମକୁ ସେୟାର କରି ବର୍ତ୍ତମାନରେ ବଞ୍ଚିବାର ଜ୍ଞାନ ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ

December 22nd, 09:03 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସଂସ୍କୃତ 'ସୁଭାଷିତମ୍’କୁ ସେୟାର କରିଛନ୍ତି

ବୃକ୍ଷରୋପଣର ସ୍ଥାୟୀ ଲାଭ ଉପରେ ଆଲୋକପାତ କରି ସଂସ୍କୃତ 'ସୁଭାଷିତମ୍’ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

December 19th, 10:41 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି ଯାହା ଭାରତୀୟ ଚିନ୍ତାଧାରାର କାଳଜୟୀ ଜ୍ଞାନକୁ ପ୍ରତିଫଳିତ କରେ । ଏହି ଶ୍ଳୋକରେ କୁହାଯାଇଛି ଯେ, ଫଳ ଏବଂ ଫୁଲ ଧାରଣ କରୁଥିବା ଗଛ ଯେପରି ନିକଟରେ ଥିବା ମଣିଷକୁ ସନ୍ତୁଷ୍ଟ କରିଥାଏ, ସେହିପରି ଦୂରବର୍ତ୍ତୀ ଅଞ୍ଚଳରେ ମଧ୍ୟ ଗଛ ଲଗାଇବା ଦ୍ୱାରା ମନୁଷ୍ୟକୁ ସବୁ ପ୍ରକାରର ଲାଭ ମିଳିଥାଏ।

ସାମୂହିକ ପ୍ରୟାସର ଶକ୍ତିକୁ ପ୍ରତିଫଳିତ କରୁଥିବା ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

December 18th, 09:19 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି –

Prime Minister shares Sanskrit Subhashitam highlighting the power of collective effort

December 17th, 09:40 am

Prime Minister Narendra Modi shares Sanskrit Subhashitam highlighting the power of collective effort.

Prime Minister shares Sanskrit Subhashitam highlighting humility and selfless courage of warriors

December 16th, 09:09 am

PM Modi shared a Sanskrit verse, highlighting that true warriors do not find it appropriate to praise themselves and without any display through words, continue to accomplish difficult and challenging deeds.

ସଂସ୍କୃତରେ ଯୋଗ ଶ୍ଳୋକରୁ ସମୟୋଚିତ ଜ୍ଞାନ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

December 10th, 09:44 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଯୋଗର ପରିବର୍ତ୍ତନଶୀଳ ଶକ୍ତି ଉପରେ ଆଲୋକପାତ କରୁଥିବା ଏକ ସଂସ୍କୃତ ଶ୍ଲୋକ ସେୟାର କରିଛନ୍ତି। ଏହି ପଦଗୁଡ଼ିକ ଯୋଗର ପ୍ରଗତିଶୀଳ ପଥକୁ ବର୍ଣ୍ଣନା କରେ-ଶାରୀରିକ ସ୍ୱାସ୍ଥ୍ୟରୁ ଅନ୍ତିମୁକ୍ତି ପର୍ଯ୍ୟନ୍ତ-ଆସନ, ପ୍ରାଣାୟାମ, ପ୍ରତ୍ୟହାର, ଧାରଣା ଏବଂ ସମାଧି ଅଭ୍ୟାସ ମାଧ୍ୟମରେ ।

ଦୂରଦର୍ଶନର 'ସୁପ୍ରଭାତମ୍’ ରେ ସଂସ୍କୃତ ଜ୍ଞାନ ଉପରେ ପ୍ରଧାନମନ୍ତ୍ରୀଙ୍କ ଆଲୋକପାତ

December 09th, 10:40 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଜୀବନରେ ସଂସ୍କୃତର ସ୍ଥାୟୀ ପ୍ରାସଙ୍ଗିକତା ଉପରେ ଗୁରୁତ୍ୱାରୋପ କରି ଦୂରଦର୍ଶନର ସୁପ୍ରଭାତମ୍ କାର୍ଯ୍ୟକ୍ରମରେ ଏହାର ଦୈନନ୍ଦିନ ଉପସ୍ଥିତି ବିଷୟରେ ଉଲ୍ଲେଖ କରିଛନ୍ତି।

ଭାରତୀୟ ପରମ୍ପରା ଏବଂ ମୂଲ୍ୟବୋଧକୁ ପ୍ରୋତ୍ସାହନ ଦେଇଥିବାରୁ ଦୂରଦର୍ଶନର 'ସୁପ୍ରଭାତମ୍’ କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

December 08th, 11:33 am

ପ୍ରଧାନମନ୍ତ୍ରୀ ଦୂରଦର୍ଶନରେ ପ୍ରସାରିତ ସୁପ୍ରଭାତମ୍ କାର୍ଯ୍ୟକ୍ରମକୁ ପ୍ରଶଂସା କରି କହିଛନ୍ତି ଯେ, ଏହା ସକାଳକୁ ଏକ ସତେଜତାରୁ ଆରମ୍ଭ କରିଥାଏ। ସେ କହିଥିଲେ ଯେ ଏହି କାର୍ଯ୍ୟକ୍ରମରେ ଯୋଗ ଠାରୁ ଆରମ୍ଭ କରି ଭାରତୀୟ ଜୀବନଶୈଳୀର ବିଭିନ୍ନ ଦିଗ ପର୍ଯ୍ୟନ୍ତ ବିବିଧ ବିଷୟବସ୍ତୁ ରହିଛି।