ଭାରତର ମଧ୍ୟବିତ୍ତ ବର୍ଗଙ୍କୁ ସହାୟତା କରିବା ପାଇଁ ସରକାରଙ୍କ ଗଭୀର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ
September 04th, 08:53 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ମଧ୍ୟବିତ୍ତ ବର୍ଗଙ୍କୁ ସମର୍ଥନ କରିବା ଲାଗି ସରକାରଙ୍କ ଗଭୀର ପ୍ରତିବଦ୍ଧତାକୁ ରେଖାଙ୍କିତ କରିଛନ୍ତି, ଯାହା ଦେଶର ଆର୍ଥିକ ପ୍ରଗତି ଏବଂ ସାମାଜିକ ପରିବର୍ତ୍ତନ ପଛରେ ଏକ ପ୍ରେରକ ଶକ୍ତି ହୋଇ ରହିଛି।