ରୌପ୍ୟ ପଦକ ଜିତିଥିବା ଲନ ବଲ ପୁରୁଷ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
August 06th, 10:05 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ରୌପ୍ୟ ପଦକ ବିଜେତା ଲନ ବଲ ପୁରୁଷ ଦଳର ଖେଳାଳି ସୁନୀଲ ବାହାଦୁର, ନବନୀତ ସିଂହ, ଚନ୍ଦନ କୁମାର ସିଂହ ଓ ଦୀନେଶ କୁମାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।