ଶ୍ରୀ ସୁଖଦେବ ସିଂ ଧିଣ୍ଡସା ଜୀଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ
May 28th, 09:34 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ସୁଖଦେବ ସିଂ ଧିଣ୍ଡସା ଜୀଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ‘ଜନସେବାର ଅଭୂତପୂର୍ବ ପ୍ରତିବଦ୍ଧତା ଓ ଅସୀମ ଜ୍ଞାନ ସହ ସେ ଜଣେ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଥିଲେ । ପଞ୍ଜାବର ତଳସ୍ତରର ଲୋକ ଓ ପରମ୍ପରା ସହ ସେ ସର୍ବଦା ଯୋଡ଼ି ହୋଇ ରହିଥିଲେ ।’ ଶ୍ରୀ ମୋଦୀ କହିଛନ୍ତି ।