ଉତ୍ତର ପ୍ରଦେଶର ବାରାଣସୀରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
April 28th, 05:30 pm
ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ଏହାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ , ସଂସଦରେ ମୋର ସହଯୋଗୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ନୀତିନ ନବୀନ , ଉତ୍ତର ପ୍ରଦେଶର ସାଂସଦ ଏବଂ ୟୁପି ବିଜେପି ସଭାପତି ଶ୍ରୀଯୁକ୍ତ ପଙ୍କଜ ଚୌଧୁରୀ , ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷା ଭଉଣୀ ପୁନମ ମୌର୍ଯ୍ୟ , ମଞ୍ଚରେ ଉପସ୍ଥିତ କାଶୀର ମହିଳା ପରିଷଦର ଏବଂ ଗ୍ରାମମୁଖ୍ୟମାନେ, ଅନ୍ୟାନ୍ୟ ଜନପ୍ରତିନିଧି ଏବଂ ଏଠାରେ ବହୁ ସଂଖ୍ୟାରେ ଏକତ୍ରିତ ହୋଇଥିବା ମୋର ମା, ଭଉଣୀ ଏବଂ ଝିଅମାନେ। ଆପଣମାନଙ୍କୁ ସମସ୍ତଙ୍କୁ ଶୁଭେଚ୍ଛା।ବାରଣାସୀରେ ମହିଳା ସମ୍ମିଳନୀରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
April 28th, 05:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀରେ ଏକ ସମ୍ମିଳନୀରେ ମହିଳାମାନଙ୍କ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଥିଲେ, ଯେଉଁଠାରେ ସେ ଅନେକ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ।ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ଥୀଠାରେ ଶ୍ରୀ ସତ୍ୟ ସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 19th, 11:00 am
ମୁଖ୍ୟମନ୍ତ୍ରୀ ଶ୍ରୀ ଚନ୍ଦ୍ରବାବୁ ନାଇଡୁ, କେନ୍ଦ୍ରରେ ମୋର ସହକର୍ମୀ ରାମମୋହନ ନାଇଡୁ, ଜି. କିଶନ ରେଡ୍ଡୀ, ଭୂପତି ରାଜୁ ଶ୍ରୀନିବାସ ବର୍ମା, ସଚିନ ତେନ୍ଦୁଲକର ଜୀ, ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ଜୀ, ରାଜ୍ୟ ସରକାରରେ ଥିବା ମନ୍ତ୍ରୀ ନାରା ଲୋକେଶ ଜୀ, ଶ୍ରୀ ସତ୍ୟ ସାଇ ସେଣ୍ଟ୍ରାଲ ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ଆର୍. ଜେ. ରତ୍ନାକର ଜୀ, କୁଳପତି କେ. ଚକ୍ରବର୍ତ୍ତୀ ଜୀ, ଐଶ୍ୱର୍ଯ୍ୟା ଜୀ, ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଗଣ, ମହିଳା ଓ ସଜ୍ଜନଗଣ, ସାଇ ରାମ!ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ଥୀରେ ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବକୁ ସମ୍ବୋଧିତ କରିଛନ୍ତି
November 19th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ଥୀରେ ଭଗବାନ ଶ୍ରୀ ସତ୍ୟ ସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ଉଦବୋଧନ ଦେଇଥିଲେ। ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟ ସାଇ ରାମ ସହିତ ଆରମ୍ଭ କରିଥିଲେ ଏବଂ ପ୍ରକାଶ କରିଥିଲେ ଯେ ପୁଟ୍ଟପର୍ଥୀର ପବିତ୍ର ଭୂମିରେ ସମସ୍ତଙ୍କ ମଧ୍ୟରେ ଉପସ୍ଥିତ ରହିବା ତାଙ୍କ ପାଇଁ ଏକ ଭାବପ୍ରବଣତାପୂର୍ଣ୍ଣ ଏବଂ ଆଧ୍ୟାତ୍ମିକ ଅନୁଭୂତି। ସେ କହିଥିଲେ ଯେ, କିଛି ସମୟ ପୂର୍ବରୁ ତାଙ୍କୁ ବାବାଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିବାର ସୁଯୋଗ ମିଳିଥିଲା। ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ, ବାବାଙ୍କ ପାଦ ତଳେ ପ୍ରଣାମ କରିବା ଏବଂ ତାଙ୍କ ଆଶୀର୍ବାଦ ଗ୍ରହଣ କରିବା ସର୍ବଦା ହୃଦୟକୁ ଗଭୀର ଭାବପ୍ରବଣତାରେ ପରିପୂର୍ଣ୍ଣ କରିଥାଏ।Every citizen of Delhi is saying – AAP-da Nahin Sahenge…Badal Ke Rahenge: PM Modi
January 05th, 01:15 pm
Prime Minister Narendra Modi addressed a massive and enthusiastic rally in Rohini, Delhi today, laying out a compelling vision for the city’s future under BJP’s governance. With resounding cheers from the crowd, the Prime Minister called upon the people of Delhi to usher in an era of good governance by ending a decade of administrative failures and empowering a “double-engine government” to transform the capital into a global model of urban development.PM Modi Calls for Transforming Delhi into a World-Class City, Highlights BJP’s Vision for Good Governance
January 05th, 01:00 pm
Prime Minister Narendra Modi addressed a massive and enthusiastic rally in Rohini, Delhi today, laying out a compelling vision for the city’s future under BJP’s governance. With resounding cheers from the crowd, the Prime Minister called upon the people of Delhi to usher in an era of good governance by ending a decade of administrative failures and empowering a “double-engine government” to transform the capital into a global model of urban development.ଭିଡିଓ କନଫରେନ୍ସିଂ ଜରିଆରେ ରୋଜଗାର ମେଳା ଅଧୀନରେ ୭୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 23rd, 11:00 am
ଗତକାଲି ବିଳମ୍ବିତ ରାତିରେ ମୁଁ କୁଏତରୁ ଫେରିଥିଲି। ସେଠାରେ ମୁଁ ଭାରତର ଯୁବକ ଏବଂ ବୃତ୍ତିଜୀବୀମାନଙ୍କୁ ଭେଟିଲି, ଅନେକ କଥା ବାର୍ତ୍ତା ହୋଇଥିଲା । ଏବେ ଏଠାକୁ ଆସିବା ପରେ ଦେଶର ଯୁବପିଢ଼ିଙ୍କ ସହ ମୋର ପ୍ରଥମ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହା ଏକ ବହୁତ ଖୁସିର କଥା। ଆଜି ଦେଶର ହଜାର ହଜାର ଯୁବପିଢ଼ିଙ୍କ ପାଇଁ ଜୀବନର ଏକ ନୂଆ ଆରମ୍ଭ ହେଉଛି। ଆପଣଙ୍କର ବର୍ଷ ବର୍ଷର ସ୍ୱପ୍ନ ପୂରଣ ହୋଇଛି, ବର୍ଷ ବର୍ଷର କଠିନ ପରିଶ୍ରମ ସଫଳ ହୋଇଛି । ୨୦୨୪ର ଏହି ଅତିବାହିତ ବର୍ଷ ଆପଣଙ୍କୁ ଏବଂ ଆପଣଙ୍କ ପରିବାର ସଦସ୍ୟଙ୍କୁ ନୂଆ ଖୁସି ଦେବାକୁ ଯାଉଛି । ମୁଁ ସମସ୍ତ ଯୁବକମାନଙ୍କୁ ଏବଂ ଆପଣଙ୍କ ପରିବାରକୁ ମୋର ଅନେକ ଅନେକ ଅଭିନନ୍ଦନ ଜଣାଉଛି ।ରୋଜଗାର ମେଳା ଅଧୀନରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଓ ସଂସ୍ଥାରେ ନବନିଯୁକ୍ତ କର୍ମଚାରୀଙ୍କୁ ୭୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
December 23rd, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରୋଜଗାର ମେଳାକୁ ସମ୍ବୋଧିତ କରିବା ସହ ବିଭିନ୍ନ ସରକାରୀ ବିଭାଗ ଏବଂ ସଂଗଠନରେ ନବନିଯୁକ୍ତ ଯୁବକଯୁବତୀମାନଙ୍କୁ ୭୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ରୋଜଗାର ମେଳା ନିଯୁକ୍ତି ସୃଷ୍ଟିକୁ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହା ଯୁବପିଢ଼ିଙ୍କୁ ରାଷ୍ଟ୍ର ନିର୍ମାଣ ଓ ଆତ୍ମ-ସଶକ୍ତୀକରଣରେ ଯୋଗଦାନ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରି ସଶକ୍ତ କରିବ।ହରିୟାଣାର ପାନିପତଠାରେ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 09th, 05:54 pm
ହରିୟାଣାର ରାଜ୍ୟପାଳ ବଣ୍ଡାରୁ ଦତ୍ତାତ୍ରେୟ ଜୀ, ହରିୟାଣାର ଲୋକପ୍ରିୟ ଏବଂ ଶକ୍ତିଶାଳୀ ମୁଖ୍ୟମନ୍ତ୍ରୀ ଶ୍ରୀ ନାୟବ ସିଂହଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ ନିର୍ମଳା ସୀତାରମଣଜୀ ଏବଂ ଏହି ରାଜ୍ୟର ସନ୍ତାନ ଏବଂ ଏହି ସ୍ଥାନର ସାଂସଦ, ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ସରକାରରେ ମୋର ସାଥି, ଶ୍ରୀ ମନୋହର ଲାଲ ଜୀ, ଶ୍ରୀ କୃଷ୍ଣପାଲ ଜୀ, ହରିୟାଣା ସରକାରଙ୍କ ମନ୍ତ୍ରୀ ଶ୍ରୁତି ଜୀ, ଆରତୀ ଜୀ, ସାଂସଦ, ବିଧାୟକଗଣ... ଦେଶର ଅନେକ ଏଲଆଇସି କେନ୍ଦ୍ର ସହ ଜଡିତ ସମସ୍ତ ସହକର୍ମୀ ଏବଂ ପ୍ରିୟ ଭାଇ ଓ ଭଉଣୀ।ଏଲଆଇସିର ବୀମା ସଖୀ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
December 09th, 04:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହରିୟାଣାର ପାନିପତଠାରେ ମହିଳା ସଶକ୍ତିକରଣ ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ ଜୀବନ ବୀମା ନିଗମର 'ବୀମା ସଖୀ ଯୋଜନା'ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ କର୍ନାଲସ୍ଥିତ ମହାରାଣା ପ୍ରତାପ ଉଦ୍ୟାନ କୃଷି ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସର ଶିଳାନ୍ୟାସ କରିଥିଲେ। ସଭାକୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ ଯେ ଆଜି ଭାରତ ମହିଳା ସଶକ୍ତିକରଣ ଦିଗରେ ଆଉ ଏକ ଦୃଢ଼ ପଦକ୍ଷେପ ନେଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ମାସର ନବମ ଦିନ ବିଶେଷ ଥିଲା କାରଣ ଆମ ଶାସ୍ତ୍ରରେ ୯ ନମ୍ବର କୁ ଶୁଭ ବୋଲି ବିବେଚନା କରାଯାଇଥିଲା ଏବଂ ନବରାତ୍ରୀରେ ପୂଜା କରାଯାଉଥିବା ନବ ଦୁର୍ଗାଙ୍କ ନଅଟି ରୂପ ସହିତ ଜଡିତ ଥିଲା । ଆଜି ନାରୀ ଶକ୍ତିର ଆରାଧନାର ଦିନ ବୋଲି ସେ କହିଥିଲେ।Swachhata is a lifelong commitment: PM Modi
October 02nd, 04:45 pm
On Gandhi Jayanti, Prime Minister Narendra Modi joined the nation's youth in the Swachhta Abhiyan, encouraging citizens to engage in cleanliness activities and reinforce the Swachh Bharat Mission.ସ୍ୱଚ୍ଛ ଭାରତ ଅଭିଯାନର ୧୦ ବର୍ଷ ପୂର୍ତ୍ତୀ ଅବସରରେ ଯୁବପିଢ଼ୀ ସହ ସ୍ୱଚ୍ଛତା ଅଭିଯାନରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
October 02nd, 04:40 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ଛୋଟ ସ୍କୁଲ ପିଲାମାନଙ୍କ ସହ ସ୍ୱଚ୍ଛତା ଅଭିଯାନରେ ଅଂଶଗ୍ରହଣ କରିଥିଲେ ଏବଂ ସ୍ୱଚ୍ଛ ଭାରତ ଅଭିଯାନର ୧୦ ବର୍ଷ ପୂର୍ତ୍ତୀ ଅବସରରେ ସେମାନଙ୍କ ସହ କଥା ହୋଇଥିଲେ ।The source of strength for Modi's guarantee is BJP's Karyakartas: PM Modi in Kerala via NaMo App
March 30th, 06:45 pm
Ahead of the upcoming Lok Sabha Elections of 2024, Prime Minister Narendra Modi interacted with the BJP Booth Karyakartas of Kerala. He said, The dedication of the BJP Karyakartas of Kerala and their abilities to overcome all challenges is second to none.PM Modi interacts with the BJP Booth Karyakartas of Kerala via NaMo App
March 30th, 06:30 pm
Ahead of the upcoming Lok Sabha Elections of 2024, Prime Minister Narendra Modi interacted with the BJP Booth Karyakartas of Kerala. He said, The dedication of the BJP Karyakartas of Kerala and their abilities to overcome all challenges is second to none.ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ପ୍ରସ୍ତାବ
February 05th, 05:44 pm
ମୁଁ ଦେଖୁଛି ଯେ ଆପଣମାନଙ୍କ ମଧ୍ୟରୁ ଅନେକ ଲୋକ ନିର୍ବାଚନ ଲଢ଼ିବାର ମଧ୍ୟ ସାହସ ହରାଇଛନ୍ତି । ଏବଂ ମୁଁ ଶୁଣିଛି ଯେ ଅନେକ ଲୋକ ଗତଥର ସିଟ୍ ପରିବର୍ତ୍ତନ କରିଥିଲେ ଏବଂ ଏଥର ମଧ୍ୟ ସିଟ୍ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି । ଏବଂ ମୁଁ ଶୁଣିଛି ଯେ ଅନେକ ଲୋକ ବର୍ତ୍ତମାନ ଲୋକସଭା ପରିବର୍ତ୍ତେ ରାଜ୍ୟସଭାକୁ ଯିବାକୁ ଚାହୁଁଛନ୍ତି, ତେଣୁ ପରିସ୍ଥିତିର ଆକଳନ କରିବା ପରେ ସେମାନେ ନ୍ଖକ୍ସ ନିଜର ବାଟ ଖୋଜୁଛନ୍ତି ।ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ
February 05th, 05:43 pm
ପ୍ରଧାନମନ୍ତ୍ରୀ ଗୃହରେ ସେନ୍ଗୋଲ ବିଷୟରେ ଉଲ୍ଲେଖ କରି ନିଜର ଅଭିଭାଷଣ ଆରମ୍ଭ କରିଥିଲେ, ଯାହାକି ଗର୍ବ ଓ ଗୌରବର ସହିତ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲା। ଯେତେବେଳେ ରାଷ୍ଟ୍ରପତି ତାଙ୍କ ଅଭିଭାଷଣ ଦେବା ପାଇଁ ନୂତନ ଗୃହରେ ପହଞ୍ଚିଥିଲେ, ଅନ୍ୟ ସାଂସଦମାନେ ତାଙ୍କ ନେତୃତ୍ୱକୁ ଅନୁସରଣ କରିଥିଲେ । ଏହି ପରମ୍ପରା ଗୃହର ମର୍ଯ୍ୟାଦାକୁ ବହୁଗୁଣିତ କରିଥାଏ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ । ସେ କହିଥିଲେ ଯେ ୭୫ତମ ସାଧାରଣତନ୍ତ୍ର ଦିବସ, ନୂତନ ସଂସଦ ଭବନ ଏବଂ ସେନଗୋଲର ଆଗମନ ଏକ ଅତ୍ୟନ୍ତ ପ୍ରଭାବଶାଳୀ ଘଟଣା ଥିଲା । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ଗୃହର ସଦସ୍ୟମାନେ ସେମାନଙ୍କର ବିଚାର ଓ ଚିନ୍ତାଧାରା ବ୍ୟକ୍ତ କରିଥିବାରୁ ସେ ଧନ୍ୟବାଦ ଅର୍ପଣ କରିଥିଲେ।ଦୁଇ ଦିନରେ ଦଶ ଲକ୍ଷରୁ ଅଧିକ ସୁକନ୍ୟା ସମୃଦ୍ଧି ଜମାଖାତା ଖୋଲିଥିବାରୁ ଭାରତୀୟ ଡାକକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
February 11th, 09:36 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନରେ ଦଶ ଲକ୍ଷରୁ ଅଧିକ ସୁକନ୍ୟା ସମୃଦ୍ଧି ଜମାଖାତା ଖୋଲିଥିବାରୁ ଭାରତୀୟ ଡାକକୁ ଶୁଭେଚ୍ଛା ଜଣାଇଛନ୍ତି । ଏହା କନ୍ୟାମାନଙ୍କ ଭବିଷ୍ୟତ ସୁରକ୍ଷିତ ରଖିବା ସହ ସେମାନଙ୍କୁ ସଶକ୍ତ କରିବ ।ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସଂକ୍ରାନ୍ତ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ପ୍ରଧାନମନ୍ତ୍ରୀଙ୍କ ଉତର
February 09th, 02:15 pm
ରାଷ୍ଟ୍ରପତି ମହାଶୟାଙ୍କର ଅଭିଭାଷଣ ସଂକ୍ରାନ୍ତ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଯେଉଁ ଚର୍ଚ୍ଚା ଚାଲୁ ରହିଛି । ସେହି ଚର୍ଚ୍ଚାରେ ସାମିଲ ହୋଇ ମୁଁ ଆଦରଣୀୟ ରାଷ୍ଟ୍ରପତି ମହାଶୟାଙ୍କୁ ଆଦରପୂର୍ବକ ଧନ୍ୟବାଦ ଜଣାଉଛି । ଆଦରଣୀୟ ରାଷ୍ଟ୍ରପତି ମହାଶୟାଙ୍କୁ ଅଭିନନ୍ଦନ ଜଣାଉଛି । ଆଦରଣୀୟ ସଭାପତି ମହାଶୟ, ଦୁଇଟି ଯାକ ସଦନକୁ ସମ୍ବୋଧନ କରି ସେ ବିକଶିତ ଭାରତର ଏକ ସ୍ୱତନ୍ତ୍ର ଏବଂ ବିକଶିତ ଭାରତର ସଂକଳ୍ପ ପାଇଁ ଏକ ରୋଡ଼ ମ୍ୟାପ୍ ପ୍ରସ୍ତୁତ କରିଛନ୍ତି ।ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ
February 09th, 02:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବର ଉତ୍ତର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ବିକଶିତ ଭାରତ” ର ଦର୍ଶନ ଉପସ୍ଥାପନ କରି ଉଭୟ ଗୃହକୁ ମାର୍ଗଦର୍ଶନ କରିଥିବାରୁ ରାଷ୍ଟ୍ରପତି ଜୀଙ୍କୁ ଧନ୍ୟବାଦ ଜଣାଇବା ସହ ଏହାର ଉତ୍ତର ପ୍ରଦାନ ଆରମ୍ଭ କରିଥିଲେ ।Focus of Budget is on providing basic necessities to poor, middle class, youth: PM Modi
February 02nd, 11:01 am
Prime Minister Narendra Modi today addressed a conclave on Aatmanirbhar Arthvyavastha organized by the Bharatiya Janata Party. Addressing the gathering virtually, PM Modi said, “There is a possibility of a new world order post-COVID pandemic. Today, the world's perspective of looking at India has changed a lot. Now, the world wants to see a stronger India. With the world's changed perspective towards India, it is imperative for us to take the country forward at a rapid pace by strengthening our economy.”