Prime Minister greets the people of Telangana on Statehood Day

June 02nd, 09:27 am

Prime Minister Shri Narendra Modi today extended his greetings to the people of Telangana on the special occasion of Telangana Statehood Day.

ଗୋଆ ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ଗୋଆବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

May 30th, 08:36 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୋଆ ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ଆଜି ଗୋଆବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ସିକିମର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

May 16th, 01:32 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିକିମର ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଚଳିତ ବର୍ଷ ସିକିମର ୫୦ତମ ରାଜ୍ୟ ପ୍ରତିଷ୍ଠା ଦିବସ ପାଳନ କରିବା ଏକ ଐତିହାସିକ ମାଇଲଖୁଣ୍ଟ। ଶ୍ରୀ ମୋଦୀ କହିଥିଲେ ଯେ ଭାରତର ବିକାଶ ଯାତ୍ରାରେ ସିକିମର ଯୋଗଦାନ ଅତ୍ୟନ୍ତ ମୂଲ୍ୟବାନ ଏବଂ ପ୍ରଶଂସନୀୟ। ନିକଟରେ ୫୦ତମ ରାଜ୍ୟ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସିକିମ ଗସ୍ତକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜ୍ୟବାସୀଙ୍କ ଉଷ୍ମତା ଏବଂ ସ୍ନେହ ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଛି।

PM to visit Sikkim on 27–28 April

April 26th, 03:47 pm

PM Modi will visit Sikkim on 27–28 April 2026. During the visit, he will visit the Orchidarium in Gangtok and also participate in the closing ceremony of Sikkim’s 50th Year of Statehood celebrations. On the occasion, he will launch multiple development projects worth over ₹4,000 crore, spanning a wide range of sectors. His visit reflects the government’s continued commitment to the development of the Northeast region.

ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ଅରୁଣାଚଳ ପ୍ରଦେଶର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

February 20th, 09:35 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅରୁଣାଚଳ ପ୍ରଦେଶର ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ମିଜୋରାମବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

February 20th, 09:33 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମିଜୋରାମର ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Prime Minister greets people of Himachal Pradesh on their Statehood Day

January 25th, 10:22 am

The Prime Minister, Narendra Modi today conveyed warm greetings to the people of Himachal Pradesh on the their Statehood Day.

Prime Minister extends greetings on Uttar Pradesh Statehood Day

January 24th, 08:50 am

The Prime Minister, Narendra Modi extended warm greetings to all the people of Uttar Pradesh on the occasion of the state’s Establishment Day, lauding their invaluable contribution to the richness of India’s culture and heritage.

On the Statehood Day of Manipur, Meghalaya & Tripura, PM Modi shares a Sanskrit verse highlighting continuous effort and progress

January 21st, 09:28 am

On the Statehood Day of Manipur, Meghalaya and Tripura, PM Modi conveyed his heartfelt wishes to the people of the region, expressing hope that they achieve success in every sphere of life. He also shared a Sanskrit verse highlighting the spirit of continuous effort and progress.

ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ତ୍ରିପୁରାର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

January 21st, 09:26 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ଆଜି ତ୍ରିପୁରାର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।

ମଣିପୁର ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

January 21st, 09:24 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ଆଜି ମଣିପୁରର ଭଉଣୀ ଓ ଭାଇମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।

ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ମେଘାଳୟର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

January 21st, 09:21 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ଆଜି ମେଘାଳୟର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।

Prime Minister greets the people of Telangana on their Statehood Day

June 02nd, 09:54 am

Prime Minister, Shri Narendra Modi, has greeted the people of Telangana on their Statehood Day, today. The state is known for making innumerable contributions to national progress. Over the last decade, the NDA Government has undertaken many measures to boost ‘Ease of Living’ for the people of the state, Shri Modi stated.

ପ୍ରତିଷ୍ଠା ଦିବସରେ ଗୋଆବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

May 30th, 04:43 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୋଆର ଲୋକମାନଙ୍କୁ ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି, “ଗୋଆର ଅନନ୍ୟ ସଂସ୍କୃତି ଭାରତର ଗୌରବ । ଗୋଆ ଲୋକମାନେ ବିଭିନ୍ନ କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏହି ରାଜ୍ୟ ସର୍ବଦା ସମଗ୍ର ବିଶ୍ୱରୁ ଲୋକମାନଙ୍କୁ ଆକର୍ଷିତ କରିଆସିଛି ।”

ସିକିମର ୫୦ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

May 16th, 10:13 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିକିମର ଲୋକମାନଙ୍କୁ ରାଜ୍ୟର ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଚଳିତ ବର୍ଷ, ଏହି ଦିବସ ବେଶ୍ ସ୍ୱତନ୍ତ୍ର କାରଣ ଆମେ ସିକିମ ରାଜ୍ୟ ପ୍ରତିଷ୍ଠାର ୫୦ତମ ବାର୍ଷିକୀ ପାଳନ କରୁଛୁ! ସିକିମ ଶାନ୍ତ, ସୌନ୍ଦର୍ଯ୍ୟ, ସମୃଦ୍ଧ ସାଂସ୍କୃତିକ ପରମ୍ପରା ଏବଂ ପରିଶ୍ରମୀ ଲୋକମାନଙ୍କର ରାଜ୍ୟ ।”

ପ୍ରଧାନମନ୍ତ୍ରୀ ଗୁଜରାଟର ସ୍ଥାପନା ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ

May 01st, 10:06 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ସ୍ଥାପନା ଦିବସରେ ଆଜି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଅରୁଣାଚଳ ପ୍ରଦେଶର ଜନସାଧାରଣଙ୍କୁ ରାଜ୍ୟ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

February 20th, 04:33 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ ପ୍ରଦେଶରଜନସାଧାରଣଙ୍କୁ ରାଜ୍ୟ ଦିବସରେ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀମଧ୍ୟ କହିଛନ୍ତି, ଅରୁଣାଚଳ ପ୍ରଦେଶ ତାହାର ସମୃଦ୍ଧ ପରମ୍ପରା ଏବଂପ୍ରକୃତି ସହ ଗଭୀର ସମ୍ପର୍କ ପାଇଁ ପରିଚିତ । ଶ୍ରୀ ମୋଦୀ ଏହା ମଧ୍ୟକାମନା କରିଛନ୍ତି, ଅରୁଣାଚଳ ପ୍ରଦେଶ ନିରନ୍ତର ସମୃଦ୍ଧ ହେଉ ଏବଂଆଗାମୀ ବର୍ଷ ମାନଙ୍କରେ ଏହାର ପ୍ରଗତି ଓ ସଦଭାବର ଯାତ୍ରାନିରନ୍ତର ଆଗକୁ ବଢ଼ି ଚାଲୁ ।

ମିଜୋରାମର ଜନସାଧାରଣଙ୍କୁ ସେମାନଙ୍କ ରାଜ୍ୟ ସ୍ଥାପନା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

February 20th, 04:03 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମିଜୋରାମର ଜନସାଧାରଣଙ୍କୁସେମାନଙ୍କ ରାଜ୍ୟର ସ୍ଥାପନା ଦିବସରେ ଅଶେଷ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ମିଜୋ ସଂସ୍କୃତି ଐତିହ୍ୟ ଏବଂ ସଦଭାବରଏକ ସୁନ୍ଦର ମେଳ ଦର୍ଶାଇଥାଏ । ସେ ଏହା ମଧ୍ୟ କାମନା କରିଛନ୍ତିଯେ, ମିଜୋରାମ ନିରନ୍ତର ସମୃଦ୍ଧ ହେଉ ଏବଂ ଆସନ୍ତା ଦିନରେ ଶକ୍ତି, ବିକାଶ ଓ ପ୍ରଗତିର ଯାତ୍ରା ଅଧିକ ଶୀର୍ଷକୁ ସ୍ପର୍ଶ କରୁ ।

ପ୍ରତିଷ୍ଠା ଦିବସ ଅବସରରେ ହିମାଚଳବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

January 25th, 09:18 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହିମାଚଳ ପ୍ରଦେଶର ଲୋକମାନଙ୍କୁ ରାଜ୍ୟର ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।

PM Modi greets the people of Meghalaya on Statehood day

January 21st, 08:44 am

The Prime Minister Shri Narendra Modi today greeted the people of Meghalaya on its Statehood day.