କାର୍ତ୍ତିକ ପୂର୍ଣ୍ଣିମା ଏବଂ ଦେବ ଦୀପାବଳି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

November 05th, 10:08 am

କାର୍ତ୍ତିକ ପୂର୍ଣ୍ଣିମା ଏବଂ ଦେବ ଦୀପାବଳିରେ ସାରା ଦେଶରେ ଥିବା ମୋର ପରିବାରର ସମସ୍ତ ସଦସ୍ୟଙ୍କୁ ଅନେକ ଅନେକ ଶୁଭକାମନା। ଭାରତୀୟ ସଂସ୍କୃତି ଏବଂ ଆଧ୍ୟାତ୍ମିକତା ସହିତ ଜଡିତ ଏହି ଦିବ୍ୟ ଅବସର ସମସ୍ତଙ୍କ ପାଇଁ ସୁଖ, ଶାନ୍ତି, ସ୍ୱାସ୍ଥ୍ୟ ଏବଂ ସୌଭାଗ୍ୟ ଆଣିଦେଉ। ପବିତ୍ର ସ୍ନାନ, ଦାନ, ଆରତୀ ଏବଂ ପୂଜା ସହିତ ଜଡିତ ଆମର ଏହି ପବିତ୍ର ପରମ୍ପରା ସମସ୍ତଙ୍କ ଜୀବନକୁ ଆଲୋକିତ କରୁ।

PM Modi greets everyone on Buddha Purnima

May 12th, 08:47 am

The Prime Minister, Shri Narendra Modi has extended his greetings to all citizens on the auspicious occasion of Buddha Purnima. In a message posted on social media platform X, the Prime Minister said;

ପ୍ରୟାଗରାଜର ମହାକୁମ୍ଭରେ ଆସି ଧନ୍ୟ ହେଲି : ପ୍ରଧାନମନ୍ତ୍ରୀ

February 05th, 12:46 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରୟାଗରାଜରେ ମହାକୁମ୍ଭ ପରିଦର୍ଶନ କରି ସଙ୍ଗମରେ ପବିତ୍ର ବୁଡ ପକାଇଛନ୍ତି ।

ନିର୍ବାଚନ କମିଶନ ସମୟ-ସମୟରେ ମତଦାନ ପ୍ରକ୍ରିୟାକୁ ସୁଦୃଢ଼ କରିଛନ୍ତି : ମନ୍ କୀ ବାତ୍ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ

January 19th, 11:30 am

In the 118th episode of Mann Ki Baat, PM Modi reflected on key milestones, including the upcoming 75th Republic Day celebrations and the significance of India’s Constitution in shaping the nation’s democracy. He highlighted India’s achievements and advancements in space sector like satellite docking. He spoke about the Maha Kumbh in Prayagraj and paid tributes to Netaji Subhas Chandra Bose.

ମହାକୁମ୍ଭ ଭାରତର ଶାସ୍ୱତ ଆଧ୍ୟାତ୍ମିକ ଐତିହ୍ୟର ପ୍ରତୀକ ତଥା ବିଶ୍ୱାସ ଏବଂ ସୌହାର୍ଦ୍ଦ୍ୟର ଉତ୍ସବ : ପ୍ରଧାନମନ୍ତ୍ରୀ

January 13th, 09:08 am

ପ୍ରୟାଗରାଜଠାରେ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳା ୨୦୨୫ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ମୂଲ୍ୟବୋଧ ଏବଂ ସଂସ୍କୃତିକୁ ସମ୍ମାନ କରୁଥିବା କୋଟି କୋଟି ଲୋକଙ୍କ ପାଇଁ ଏହା ଏକ ବିଶେଷ ଦିନ ବୋଲି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି । ଏହାଛଡା ମହାକୁମ୍ଭ ଭାରତର ଶାସ୍ୱତ ଆଧ୍ୟାତ୍ମିକ ଐତିହ୍ୟକୁ ପରିପ୍ରକାଶ କରେ ଏବଂ ବିଶ୍ୱାସ ଓ ସୌହାର୍ଦ୍ଦ୍ୟ ଉତ୍ସବ ପାଳନ କରେ ।

କର୍ଣ୍ଣାଟକର ଟୁମକୁରୁ ଠାରେ ଆୟୋଜିତ ଯୁବ ସମାବେଶକୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ (ଭିଡିଓ କନଫରେନ୍ସ ଜରିଆରେ)

March 04th, 04:24 pm

ପରମ ଶ୍ରଦ୍ଧେୟ ସ୍ୱାମୀ ଗୌତମାନନ୍ଦ ମହାରାଜ, ସ୍ୱାମୀ ଜୀତକାମାନନ୍ଦ ମହାରାଜ, ସ୍ୱାମୀ ନିର୍ଭୟାନନ୍ଦ ସରସ୍ୱତୀ, ସ୍ୱାମୀ ବୀରେଶାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ପରମାନନ୍ଦନ ମହାରାଜ, ଦେଶର କୋଣ ଅନୁକୋଣରୁ ଉପସ୍ଥିତ ଋଷି-ମୁନୀ-ସନ୍ଥଗଣ ଏବଂ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ମୋର ଯୁବ ବନ୍ଧୁଗଣ ।

ರಾಮಕೃಷ್ಣ-ವಿವೇಕಾನಂದ ಆಶ್ರಮ, ರಾಮಕೃಷ್ಣ ನಗರ, ತುಮಕೂರು ಇಲ್ಲಿನ ಯುವ ಸಮ್ಮೇಳನ ಹಾಗೂ ಸಾಧು-ಭಕ್ತ ಸಮ್ಮೇಳನದಲ್ಲಿ ಗೌರವಾನ್ವಿತ ಪ್ರಧಾನ ಮಂತ್ರಿ ಇವರ ಭಾಷಣ

March 04th, 03:23 pm

ರಾಮಕೃಷ್ಣ-ವಿವೇಕಾನಂದ ಆಶ್ರಮ, ರಾಮಕೃಷ್ಣ ನಗರ, ತುಮಕೂರು ಇಲ್ಲಿನ ಯುವ ಸಮ್ಮೇಳನ ಹಾಗೂ ಸಾಧು-ಭಕ್ತ ಸಮ್ಮೆಳನದಲ್ಲಿ ಗೌರವಾನ್ವಿತ ಪ್ರಧಾನ ಮಂತ್ರಿ ಇವರ ಭಾಷಣ

କର୍ଣ୍ଣାଟକର ଟୁମକୁରୁଠାରେ ଯୁବ ସମ୍ମେଳନକୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କରୁଛନ୍ତି ପ୍ରଧାନମନ୍ତ୍ରୀ

March 04th, 12:04 pm

କର୍ଣ୍ଣାଟକର ଟୁମକୁରୁଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଯୁବ ସମ୍ମେଳନକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କରିଛନ୍ତି । ଏହି ସମ୍ମେଳନ ଯୁବଶକ୍ତି-ନୂତନ ଭାରତର ସଂକଳ୍ପ ବିଷୟବସ୍ତୁ ଉପରେ ଆୟୋଜନ କରାଯାଇଥିଲା ।