କିର୍ଗିଜ ସାଧାରଣତନ୍ତ୍ରକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ସ୍ଵାକ୍ଷରିତ ବୁଝାମଣା ପତ୍ର
June 14th, 10:01 pm
କିର୍ଗିଜସ୍ତାନ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବକ୍ତବ୍ୟ
June 14th, 08:46 pm
ମୋର ପ୍ରତିନିଧିମଣ୍ଡଳ ଏବଂ ମୋର ଜୋରଦାର ସତ୍କାର କରିବା ପାଇଁ ମୁଁ ରାଷ୍ଟ୍ରପତି ଜୀନବେକୋବଙ୍କୁ କୃତଜ୍ଞତା ବ୍ୟକ୍ତ କରୁଛି । ମୁଁ କିର୍ଗିଜସ୍ତାନର ପାଖାପାଖି 30 ବର୍ଷର ଅଭୂତପୂର୍ବ ଉପଲବ୍ଧିକୁ ନେଇ ଅଭିନନ୍ଦନ ଜଣାଉଛି । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଶକ୍ତିଶାଳୀ ଲୋକତନ୍ତ୍ର ଏବଂ ପ୍ରତିଭାସମ୍ପନ୍ନ ଜନସାଧାରଣଙ୍କ ପାଇଁ ଏହି ଦେଶର ଭବିଷ୍ୟତ ଉଜ୍ଜ୍ୱଳ । ଭାରତର ଜନସାଧାରଣଙ୍କ ପ୍ରତି କିର୍ଗିଜ ଜନସାଧାରଣଙ୍କ ବନ୍ଧୁତ୍ୱ ଏବଂ ପ୍ରେମ ହୃଦୟକୁ ଛୁଇଁ ଯାଇଥାଏ । ମୋର ପୂର୍ବ ଗସ୍ତରେ ଏବଂ ଚଳିତ ଥର ମଧ୍ୟ ମୁଁ ବିଲକୁଲ ଏହିପରି ଆପଣାପଣ ଅନୁଭବ କରିଛି ।କିରଗିଜ୍ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ
May 31st, 09:13 am
କିରଗିଜ ସାଧାରଣତନ୍ତ୍ରର ରାଷ୍ଟ୍ରପତି ମହାମହିମ ମିଃ. ସୋରୋନବେ ଶାରିପୋଭିଚ୍ ଜିନବେକୋଭ ମେ 30, 2019ରେ ଆୟୋଜିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଅତିଥି ଭାବେ ଯୋଗ ଦେଇଥିଲେ ।