୮ଅଗଷ୍ଟରେ ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
August 07th, 09:35 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୮ ଅଗଷ୍ଟ ୨୦୨୬ ପୂର୍ବାହ୍ନ ୧୧ଟା ସମୟରେ ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ । ଏହି ଅବସରରେ ସେ ୩୦୦୦ରୁ ଅଧିକ ସ୍ନାତକଙ୍କୁ ଉଦ୍ବୋଧନ ଦେବେ । ଏଥିସହ ୫୮୭ ଜଣ ପିଏଚ୍ଡି ଗବେଷକମାନଙ୍କୁ ଏହି ଉତ୍ସବରେ ଡିଗ୍ରୀ ପ୍ରଦାନ କରାଯିବ ।ହରିଆଣାର ଜିନ୍ଦରେ ବହୁବିଧ ବିକାଶ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 17th, 12:00 pm
ଜିନ୍ଦର ଏହି ଗୌରବମୟ ଭୂମିରୁ, ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ରାମ-ରାମ ! ଏହି ପବିତ୍ର ମାଟିକୁ ମୁଁ ଆସି ମୋର ହୃଦୟ ଆନନ୍ଦରେ ଭରିଯାଉଛି । ଏହା କୌଣସି ସାଧାରଣ ଭୂମି ନୁହେଁ,ଏହା ଇତିହାସ, ବୀରତ୍ୱ, ବିଶ୍ୱାସ ଏବଂ ଗର୍ବର ଭୂମି । ଶକ୍ତି ପୀଠ ମାତା ଜୟଁନ୍ତୀୟାଁଙ୍କ ଆଶୀର୍ବାଦ ଏହି ସହର ଉପରେ ସର୍ବଦା ରହିଥାଏ। ମୋ ପାଇଁ, ଜିନ୍ଦ ଆସିବା ପୁରୁଣା ସ୍ମୃତି ପାଇଁ ଏକ ଝରକା ଖୋଲିବା ଭଳି। ମୁଁ ଆଜି ଏଠାରେ ଅନେକ ପରିଚିତ ଚେହେରା ଦେଖିପାରୁଛି। ଅନେକ ଲୋକ ଦାବି କରନ୍ତି ଯେ ମୁଁ ଏଠାକୁ ସେମାନଙ୍କ ସ୍କୁଟରରେ ଚଢ଼ି ଆସୁଥିଲି। ଦଶନ୍ଧି ପୂର୍ବରୁ, ମୁଁ ପ୍ରଥମେ ସଂଗଠନ କାର୍ଯ୍ୟ ପାଇଁ ଜିନ୍ଦ ଆସୁଥିଲି। ସେତେବେଳେ ଆପଣମାନେ ମୋତେ ଯେଉଁ ସ୍ନେହ ଏବଂ ଭଲପାଇବା ଦେଇଥିଲେ, ତାହା ମୁଁ କେବେ ଭୁଲି ପାରିନାହିଁ। ଏଠିକାର ମଇଁଷିର କ୍ଷୀର, ଦହି ଏବଂ ଘିଅ, ଜିନ୍ଦର ଦେଶୀ ବୁରା ଏବଂ ଏଠାକାର ଘେଓ୍ବର , ଏହି ସ୍ମୃତି ଗୁଡ଼ିକ ଚିରକାଳ ପାଇଁ ଜିନ୍ଦ ସହିତ ଜଡିତ ।ହରିୟାଣାର ଜିନ୍ଦ୍ଠାରେ ପ୍ରାୟ ୧୪,୭୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଶିଳାର୍ପଣ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
July 17th, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହରିୟାଣାର ଜିନ୍ଦରେ ପ୍ରାୟ ୧୪,୭୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ସ୍ଥାନରେ ପହଞ୍ଚିବା ପରେ ଗଭୀର ଆନନ୍ଦ ପ୍ରକାଶ କରି ପ୍ରଧାନମନ୍ତ୍ରୀ ଶକ୍ତିପୀଠ ମାତା ଜୟନ୍ତୀ ଦ୍ୱାରା ଅନନ୍ୟ ଭାବରେ ଆଶୀର୍ବାଦପ୍ରାପ୍ତ ଏହି ଅଞ୍ଚଳର ସମୃଦ୍ଧ ଐତିହାସିକ, ସାମରିକ ଏବଂ ଆଧ୍ୟାତ୍ମିକ ଐତିହ୍ୟ ଉପରେ ଆଲୋକପାତ କରିଥିଲେ। ଦଶନ୍ଧି ପୂର୍ବେ ସଂଗଠନ ଦାୟିତ୍ୱ ପାଇଁ ସହରକୁ ତାଙ୍କର ପ୍ରାରମ୍ଭିକ ଗସ୍ତକୁ ମନେ ପକାଇ, ତାଙ୍କୁ ମିଳିଥିବା ଅବିସ୍ମରଣୀୟ ସ୍ନେହକୁ ସେ ସ୍ମରଣ କରିଥିଲେ, ଯାହା ସ୍ଥାନୀୟ ଖାଦ୍ୟ ସାମଗ୍ରୀ ଯେପରିକି ମୁରାହ ମଇଁଷି ଡାଏରୀ, ଦେଶୀ ବୁରା ଏବଂ ଘେୱର ସହିତ ଆନ୍ତରିକ ଭାବରେ ଜଡିତ ବୋଲି କହିଥିଲେ। ଶ୍ରୀ ମୋଦୀ କହିଥିଲେ, ଏହା କୌଣସି ସାଧାରଣ ଭୂମି ନୁହେଁ; ଏହା ଇତିହାସ, ବୀରତ୍ୱ, ବିଶ୍ୱାସ ଏବଂ ଅପାର ଗର୍ବର ଏକ ମହାନ ଭୂମି।PM to visit Haryana, Chandigarh and Punjab on 17th July
July 15th, 06:40 pm
PM Modi will visit Haryana, Chandigarh and Punjab on 17th July. During the visit, he will flag off India’s first Hydrogen train between Jind and Sonipat at Jind railway station and lay the foundation stone of the Sikh Museum at Kurukshetra. He will also launch multiple development projects in Jind, Haryana, Chandigarh and Jalandhar, Punjab. The projects span across railways, road, healthcare and education.Voting for Congress means putting Haryana's stability and development at risk: PM Modi in Sonipat
September 25th, 12:48 pm
Initiating his speech at the Sonipat mega rally, PM Modi said, “As election day approaches, the Congress party is visibly weakening, struggling to maintain momentum, in stark contrast, the BJP is gaining widespread support throughout Haryana.” “The growing enthusiasm for the BJP is evident, with the people rallying behind the slogan – Phir Ek Baar, BJP Sarkar,” he further added.PM Modi addresses a massive gathering in Sonipat, Haryana
September 25th, 12:00 pm
Initiating his speech at the Sonipat mega rally, PM Modi said, “As election day approaches, the Congress party is visibly weakening, struggling to maintain momentum, in stark contrast, the BJP is gaining widespread support throughout Haryana.” “The growing enthusiasm for the BJP is evident, with the people rallying behind the slogan – Phir Ek Baar, BJP Sarkar,” he further added.ଯେକୌଣସି ମୂଲ୍ୟରେ କ୍ଷମତା ଲୋଭରେ ଅଟଳ ରହିଛି ଇଣ୍ଡି ଆଲାଏନ୍ସ: ହରିୟାଣାର ସୋନିପତରେ ପ୍ରଧାନମନ୍ତ୍ରୀ ମୋଦୀ
May 18th, 03:20 pm
ସୋନିପତରେ ତାଙ୍କର ଦ୍ୱିତୀୟ ମେଗା ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ଦଳର ଅତୀତର ଦୁଷ୍କର୍ମ ଏବଂ କ୍ଷମତା କୁ ଫେରିବା ପାଇଁ ସେମାନଙ୍କ ରହସ୍ୟମୟ ପ୍ରୟାସ ଉପରେ ଆଲୋକପାତ କରି କହିଛନ୍ତି, କଂଗ୍ରେସ ୧୦ ବର୍ଷ ଧରି କ୍ଷମତାରୁ ଦୂରରେ ଅଛି ଏବଂ ଆତଙ୍କିତ ଅବସ୍ଥାରେ ଅଛି, ଯେତେବେଳେ ରାଜପରିବାର ରିମୋଟ୍ କଣ୍ଟ୍ରୋଲ ଦ୍ୱାରା ଶାସନ କରୁଥିଲା । ପ୍ରତ୍ୟେକ ଯୋଜନାର ନାମ ସେମାନଙ୍କ ନାମରେ ରଖାଯାଇଥିଲା, ଯେଉଁଥିରେ ଦେଶର ଅର୍ଥକୁ ସେମାନଙ୍କ ରାଜକୋଷରେ ଭର୍ତ୍ତି କରାଯାଇଥିଲା । ଏହି ଦୁର୍ନୀତି କେବଳ କୋଟି କୋଟି କିମ୍ବା ହଜାର ହଜାର କୋଟି ରେ ନଥିଲା ବରଂ ଲକ୍ଷ ଲକ୍ଷ କୋଟି ରେ ପହଞ୍ଚିଥିଲା।ହରିୟାଣାର ଅମ୍ବାଲା ଓ ସୋନିପତରେ ବିପୁଳ ଜନସମାଗମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ
May 18th, 02:46 pm
ଅମ୍ବାଲା ଓ ସୋନିପତରେ ଆୟୋଜିତ ବଡ଼ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଙ୍କ ପ୍ରତାରଣାମୂଳକ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିବା ସହ ହରିୟାଣାର ବିକାଶ ପାଇଁ ବିଜେପିର ସମର୍ପଣକୁ ଦୋହରାଇଥିଲେ। ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି, ମୋଦୀଙ୍କ ଧାକଡ଼ ସରକାର ଧାରା ୩୭୦ ର କାନ୍ଥ ଭାଙ୍ଗିଦେଲେ ଏବଂ କାଶ୍ମୀର ବିକାଶ ପଥରେ ଚାଲିବା ଆରମ୍ଭ କଲା।