ଏସିଆନ୍ ପାରା ଗେମ୍ସରେ ପୁରୁଷ ସଟ୍ ପୁଟ୍ ରେ ରୌପ୍ୟ ପଦକ ଜିତିଥିବା ସୋମନ ରାଣାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

October 25th, 09:39 pm

ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ପୁରୁଷ ସଟ୍ ପୁଟ୍ ଏଫ୍ -୫୬/୫୭ ବର୍ଗରେ ରୌପ୍ୟ ପଦକ ଜିତିଥିବା ସୋମନ ରାଣାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।