ଏକତା, ପାରସ୍ପରିକ ସହଯୋଗ ଏବଂ ସାମୂହିକ ସଂକଳ୍ପର ଶକ୍ତି ଉପରେ ଆଲୋକପାତ କରୁଥିବା ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
June 03rd, 09:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ସଂସ୍କୃତ ସୁଭାଶିତମ୍ ସେୟାର କରି କହିଛନ୍ତି ଯେ ଯେତେବେଳେ ନାଗରିକମାନେ ଏକତା ଏବଂ ପାରସ୍ପରିକ ସହଯୋଗର ସୂତ୍ର ଦ୍ୱାରା ବନ୍ଧା ହୁଅନ୍ତି, ସେତେବେଳେ ରାଷ୍ଟ୍ରର ଶକ୍ତି ବହୁଗୁଣିତ ହୁଏ। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଭାରତର ଜନସାଧାରଣଙ୍କ ଏହି ସାମୂହିକ ସଂକଳ୍ପ ଦ୍ୱାରା ହିଁ ଦେଶ ନିରନ୍ତର ଭାବେ ପ୍ରଗତିର ନୂତନ ଶିଖରରେ ପହଞ୍ଚୁଛି।ଭିଡିଓ କନଫରେନ୍ସିଂ ମାଧ୍ୟମରେ ନାଭି ମୁମ୍ବାଇରେ ଶ୍ରୀ ଗୁରୁ ତେଗ୍ ବାହାଦୁର ଜୀଙ୍କ ୩୫୦ତମ ସହିଦ୍ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 01st, 06:28 pm
ଯୋ ବୋଲେ ସୋ ନିହାଲ, ସତ୍ ଶ୍ରୀ ଅକାଲ ! ଆଜି ଆମେ ସମସ୍ତେ, 'ହିନ୍ଦ୍ ଦି ଚାଦର' ଶ୍ରୀ ଗୁରୁ ତେଗ୍ ବାହାଦୁର ସାହିବ ଜୀଙ୍କ ତିନି ଶହ ପଚାଶ ତମ ସହିଦ ପର୍ବର ପୂଣ୍ୟ ତିଥିରେ ତାଙ୍କୁ ସ୍ମରଣ କରୁଛୁ। ଏହି ସହିଦ ସଭାରେ ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ ମୋର ପ୍ରଣାମ। PM Modi addresses 350th Shaheedi Samagam of Sri Guru Teg Bahadur Ji; highlights initiatives for the Sikh community and social unity
March 01st, 06:00 pm
PM Modi addressed the 350th Martyrdom Year (Shaheedi Samagam) of ‘Hind di Chadar’ Sri Guru Teg Bahadur Sahib Ji. Paying his respects, the PM stated that today we all remember the great Guru on this significant anniversary and expressed that it is a matter of great fortune to be part of such a historic and sacred event.