Prime Minister condoles the passing of legendary playback singer S. Janaki Amma
July 12th, 09:33 am
The Prime Minister, Shri Narendra Modi, has expressed deep grief over the passing of distinguished playback singer S. Janaki Amma.Prime Minister expresses grief over boat accident involving Indian nationals near Phu Quoc, Vietnam
July 11th, 06:31 pm
The Prime Minister, Shri Narendra Modi, has expressed deep grief over the tragic boat accident involving Indian nationals near Phu Quoc, Vietnam.Prime Minister visits the UNESCO World Heritage Prambanan Temple Complex
July 08th, 01:46 pm
PM Modi and Indonesian President Prabowo Subianto visited the iconic UNESCO World Heritage site Prambanan Temple Complex in Indonesia. The two leaders unveiled a plaque marking the commencement of the ASI's conservation and restoration project at the temple complex. India’s support for the restoration of the Prambanan Temple reflects its enduring commitment to preserving shared civilizational heritage.Prime Minister shares Sanskrit Subhashitam highlighting the strength of courage and resilience
July 08th, 07:48 am
PM Modi shared a Sanskrit Subhashitam emphasising that courage is a nation's greatest strength. He said steadfast resolve enables the country to remain united through challenges and continue progressing towards prosperity and self-reliance.Prime Minister conferred ‘Bintang Adipurna of the Republic of Indonesia,’ the highest civilian award of the nation, by the President of Indonesia
July 07th, 03:27 pm
PM Modi was conferred the 'Bintang Adipurna of the Republic of Indonesia', the country's highest medal of honour, by Indonesian President Prabowo Subianto in recognition of his leadership and exceptional contribution to strengthening India-Indonesia relations. The PM dedicated the award to the people of India and Indonesia and to the enduring civilisational ties between the two countries.ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ କେଇକୋ ଫୁଜିମୋରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
July 04th, 01:54 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପେରୁର ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ସୁଶ୍ରୀ କେଇକୋ ଫୁଜିମୋରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଭାରତ ଏବଂ ପେରୁ ମଧ୍ୟରେ ଦୀର୍ଘକାଳୀନ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ଲାଗି ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ।ନିର୍ବାଣ ଦିବସରେ ସ୍ୱାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
July 04th, 01:50 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନିର୍ବାଣ ଦିବସ ଅବସରରେ ସ୍ୱାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ଆଧ୍ୟାତ୍ମିକ ପରମ୍ପରା ଏବଂ ଜାତୀୟ ଚେତନାକୁ ବିଶ୍ୱସ୍ତରରେ ସ୍ୱୀକୃତି ପ୍ରଦାନ କରିବାରେ ସ୍ୱାମୀ ବିବେକାନନ୍ଦ ଜୀଙ୍କ ଅତୁଳନୀୟ ଯୋଗଦାନ ପିଢ଼ି ପରେ ପିଢ଼ି ପ୍ରେରଣା ଯୋଗାଇବ। ତାଙ୍କର ଗଭୀର ଜ୍ଞାନ ଏବଂ କାଳଜୟୀ ଆଦର୍ଶ ସାରା ଦେଶର ଲକ୍ଷ ଲକ୍ଷ ଯୁବକମାନଙ୍କ ପାଇଁ ଏକ ମାର୍ଗଦର୍ଶକ ଶକ୍ତି ହୋଇ ରହିଛି। ଶ୍ରୀ ମୋଦୀ କହିଥିଲେ, ତାଙ୍କର ଆଧ୍ୟାତ୍ମିକ ବାର୍ତ୍ତା ଏକ ବିକଶିତ ଭାରତ ଗଠନ ପାଇଁ ରାଷ୍ଟ୍ରର ସାମୂହିକ ସଂକଳ୍ପକୁ ଅନୁପ୍ରାଣିତ ଏବଂ ଉତ୍ସାହିତ କରିବ।ପବିତ୍ର ଶ୍ରୀ ଅମରନାଥ ଯାତ୍ରା ଆରମ୍ଭ ଅବସରରେ ଭଗବାନ ଶିବଙ୍କ ସମସ୍ତ ଭକ୍ତଙ୍କୁ ଶୁଭେଚ୍ଛା ଜଣାଇ ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
July 03rd, 03:56 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ପବିତ୍ର ଶ୍ରୀ ଅମରନାଥ ଯାତ୍ରା ଆରମ୍ଭ ହେବା ଅବସରରେ ଭଗବାନ ଶିବଙ୍କ ସମସ୍ତ ଭକ୍ତଙ୍କୁ ଶୁଭେଚ୍ଛା ଜଣାଇ ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ।ପବିତ୍ର ତୀର୍ଥଯାତ୍ରାକୁ ପାଞ୍ଚଟି ସଂକଳ୍ପ ସହିତ ଯୋଡ଼ିବା ପାଇଁ ଅମରନାଥ ଯାତ୍ରା ତୀର୍ଥଯାତ୍ରୀମାନଙ୍କୁ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ
July 03rd, 03:53 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାର୍ଷିକ ଅମରନାଥ ଯାତ୍ରା କରୁଥିବା ଭକ୍ତମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ତୀର୍ଥଯାତ୍ରା ସବୁ ଦୃଷ୍ଟିରୁ ନିରାପଦ ଏବଂ ଶୁଭ ହେଉ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ, ବାବା ବର୍ଫାନୀଙ୍କ ଦର୍ଶନ ସହିତ ଯୋଡ଼ି ହୋଇଥିବା ଅମରନାଥ ଯାତ୍ରା ହେଉଛି ଆମର ଆଧ୍ୟାତ୍ମିକ ପରମ୍ପରା ଏବଂ ସାଂସ୍କୃତିକ ଏକତାର ଏକ ଚିରନ୍ତନ ଅଧ୍ୟାୟ।’’ଜାତୀୟ ଡାକ୍ତର ଦିବସ ଅବସରରେ ଡାକ୍ତରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
July 01st, 12:22 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ଡାକ୍ତର ଦିବସ ଅବସରରେ ସାରା ଦେଶର ଡାକ୍ତରମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଶ ପ୍ରତି ସେମାନଙ୍କ ଅତୁଟ ସେବା, କରୁଣା ଏବଂ ପ୍ରତିବଦ୍ଧତା ପାଇଁ କୃତଜ୍ଞତା ବ୍ୟକ୍ତ କରିଛନ୍ତି।ଡିଜିଟାଲ୍ ଇଣ୍ଡିଆର ୧୧ ବର୍ଷ ପୂର୍ତ୍ତିରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା; ‘ବିକଶିତ ଭାରତ’ ଗଠନରେ ଡିଜିଟାଲ୍ ବିପ୍ଳବର ଗୁରୁତ୍ୱ
July 01st, 12:04 pm
ଶ୍ରୀ ମୋଦୀ କହିଛନ୍ତି ଯେ, ଡିଜିଟାଲ ଇଣ୍ଡିଆ ଶାସନକୁ ଅଧିକ ସ୍ୱଚ୍ଛ, ଦକ୍ଷ ଏବଂ ନାଗରିକ-କୈନ୍ଦ୍ରିକ କରିବା ସହ ସମଗ୍ର ଦେଶରେ ସର୍ବାଙ୍ଗୀନ ବିକାଶକୁ ତ୍ୱରାନ୍ୱିତ କରିଛି । ସେ ଉଲ୍ଲେଖ କରିଛନ୍ତି ଯେ, ଏହି ପ୍ରୟାସ ଜୀବନର ପ୍ରତ୍ୟେକ ଦିଗକୁ ସ୍ପର୍ଶ କରିଛି, ସରଳ ଡିଜିଟାଲ ପେମେଣ୍ଟ ଏବଂ ସ୍ୱଚ୍ଛ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫରରୁ ଆରମ୍ଭ କରି ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିର ବିସ୍ତାର ପର୍ଯ୍ୟନ୍ତ, ପ୍ରଯୁକ୍ତିବିଦ୍ୟାକୁ ‘ସହଜ ଜୀବନଯାପନ’ ନିମନ୍ତେ ଏକ ଶକ୍ତିଶାଳୀ ମାଧ୍ୟମ କରିଛି ।ଶ୍ରୀମତୀ ବିଜୟା ମେହେଟ୍ଟା ଜୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ
July 01st, 11:41 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀମତୀ ବିଜୟା ମେହେଟ୍ଟା ଜୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଶ୍ରୀମତୀ ବିଜୟା ମେହେଟ୍ଟା ଜୀ ଆଧୁନିକ ମରାଠୀ ଥିଏଟରର ଅଗ୍ରଦୂତ ଥିଲେ, ଯିଏକି ନିଜର ସୃଜନଶୀଳତା ଏବଂ କଳାତ୍ମକ ଉତ୍କର୍ଷ ପ୍ରତି ପ୍ରତିବଦ୍ଧତା ପାଇଁ ଜଣାଶୁଣା। ଏବଂ ତାଙ୍କ କାର୍ଯ୍ୟ ଅଭିନେତା, ନିର୍ଦ୍ଦେଶକ ଏବଂ ଥିଏଟର ପ୍ରେମୀଙ୍କ ପିଢ଼ିକୁ ପ୍ରେରଣା ଦେଇଥିଲା ।ହୁଲ ଦିବସ ଅବସରରେ ବୀର ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
June 30th, 06:10 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହୁଲ ଦିବସ ଅବସରରେ ବିଦେଶୀ ଶାସନର ଅନ୍ୟାୟ ବିରୁଦ୍ଧରେ ଦୃଢ ଭାବରେ ଠିଆ ହୋଇଥିବା ସିଡୋ-କାହ୍ନୁ, ଚାନ୍ଦ-ଭୈରବ ଏବଂ ଫୁଲୋ-ଝାନୋଙ୍କ ପରି ସମସ୍ତ ସାହସୀ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି ଯେ ଆଦିବାସୀ ମର୍ଯ୍ୟାଦା ଏବଂ ସମ୍ମାନର ସୁରକ୍ଷା ପାଇଁ ସେମାନଙ୍କର ସଂଘର୍ଷ ଏବଂ ବଳିଦାନର କାହାଣୀ ଦେଶବାସୀଙ୍କ ହୃଦୟରେ ନୂତନ ଶକ୍ତି ସଞ୍ଚାର କରିବ।ପ୍ରତ୍ୟେକ ଲକ୍ଷ୍ୟ ହାସଲ ପାଇଁ ଏକତା ଉପରେ ଗୁରୁତ୍ୱାରୋପ କରି ସଂସ୍କୃତ 'ସୁଭାଶିତମ୍ ’ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
June 30th, 11:00 am
ସୁଭାଶିତମ୍ ଗୁରୁତ୍ୱାରୋପ କରେ ଯେ ଯେତେବେଳେ ଆମର ସଂକଳ୍ପ, ଚିନ୍ତାଧାରା ଏବଂ ଭାବନା ଏକାକାର ହୁଏ, ପ୍ରତ୍ୟେକ ପ୍ରୟାସ ସଫଳ ହୁଏ, ଏବଂ ଭାରତବର୍ଷର ପ୍ରତ୍ୟେକ ଲକ୍ଷ୍ୟ ହାସଲ କରିବା ପାଇଁ ଆମେ ଏକତା ସହିତ ଆଗକୁ ବଢ଼ିବା ଉଚିତ୍।ସେଶେଲ୍ସର ନ୍ୟାସନାଲ ଆସେମ୍ବ୍ଲିରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
June 28th, 05:00 pm
ଏହି ଜାତୀୟ ସଭାକୁ ସମ୍ବୋଧିତ କରିବା ଏକ ବିରଳ ସୌଭାଗ୍ୟ। ଏହି ସ୍ୱତନ୍ତ୍ର ସମ୍ମାନ ପାଇଁ ଧନ୍ୟବାଦ। ଏହି ଅଷ୍ଟମ ଜାତୀୟ ସଭାର ନବନିର୍ବାଚିତ ସଦସ୍ୟମାନଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ । ଏହି ଗରିମାମୟ ଗୃହର ପ୍ରଥମ ମହିଳା ବାଚସ୍ପତି ହୋଇଥିବାରୁ ମାନ୍ୟବର ବାଚସ୍ପତି, ମୁଁ ଆପଣଙ୍କୁ ମଧ୍ୟ ମୋର ଅଭିନନ୍ଦନ ଜଣାଉଛି।ସେଚେଲ୍ସ ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ୍ ବିବୃତ୍ତି ସମୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତ୍ତି
June 28th, 02:02 pm
ତାଙ୍କ ଦ୍ୱାରା “Guardian of the Blue Horizon” ସମ୍ମାନରେ ସମ୍ମାନିତ ହେବା ମୋ ପାଇଁ ଏବଂ ୧୪୦ କୋଟି ଭାରତବାସୀଙ୍କ ପାଇଁ ଅତ୍ୟନ୍ତ ଆନନ୍ଦର ବିଷୟ। ମୁଁ ଏହି ସମ୍ମାନକୁ ନମ୍ରତାର ସହ ଗ୍ରହଣ କରି, ସେହି ସମସ୍ତ ଦେଶକୁ ସମର୍ପିତ କରୁଛି, ଯେଉଁମାନେ ଜଳବାୟୁ ପରିବର୍ତ୍ତନର ଆହ୍ୱାନ ବିରୋଧରେ ଲଢୁଛନ୍ତି ଏବଂ ପରିବେଶ ସୁରକ୍ଷାକୁ ଆଗାମୀ ପିଢ଼ି ପ୍ରତି ନିଜର ଦାୟିତ୍ୱ ବୋଲି ମନେ କରୁଛନ୍ତି।‘ମନ କି ବାତ୍’ର ୧୩୫ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 28th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣିଥରେ ଆପଣ ସମସ୍ତଙ୍କ ସହ ଯୋଡ଼ିହୋଇ ମୋତେ ବହୁତ ଖୁସି ଲାଗୁଛି । ୨୦୨୬ ବର୍ଷର ପ୍ରଥମାର୍ଦ୍ଧ ବିତିବାକୁ ବସିଲାଣି । ଏହି ୬ ମାସରେ ଆମେ ‘ମନ୍ କି ବାତ୍’ରେ ଦେଶବାସୀଙ୍କ ଅନେକ ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଛୁ । ଜୁନରେ ମଧ୍ୟ ଦେଶ ଏଭଳି କିଛି ଉପଲବଧି ହାସଲ କରିଛି, ଯାହା ପ୍ରତ୍ୟେକ ଦେଶବାସୀଙ୍କୁ ଗର୍ବିତ କରୁଛି । ଏହି ସଫଳତାଗୁଡ଼ିକ ଦେଶର ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ସହ ଜଡ଼ିତ । ନିକଟରେ ମୋତେ କୋଲକାତାରେ ନୌବାହିନୀ ସହ ଜଡ଼ିତ ଗୋଟିଏ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଲା । ସେଠାରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌବାହିନୀରେ ସାମିଲ କରାଗଲା । ଏହି ଜାହାଜଗୁଡ଼ିକର ଡିଜାଇନ୍ ଏବଂ ଉତ୍ପାଦନ, ସବୁକିଛି ସ୍ୱଦେଶୀ ।Prime Minister pays homage to Bankim Chandra Chattopadhyay on His Jayanti
June 26th, 12:50 pm
The Prime Minister, Shri Narendra Modi, today, paid tributes to the great Bankim Chandra Chattopadhyay on his Jayanti, remembering him as a towering literary luminary whose writings ignited the spirit of patriotism and cultural pride among generations of Indians.ରାଜର୍ଷି ଛତ୍ରପତି ଶାହୁ ଜୀ ମହାରାଜଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
June 26th, 12:46 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜର୍ଷି ଛତ୍ରପତି ଶାହୁ ଜୀ ମହାରାଜଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ତାଙ୍କ ଜୀବନକୁ ବଞ୍ଚିତ, ଶୋଷିତ ଏବଂ ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ଉତ୍ସର୍ଗ କରିଥିଲେ। ତାଙ୍କର ମହାନ କାର୍ଯ୍ୟ ଏବଂ ଆଦର୍ଶ ଆଗାମୀ ଯୁଗ ଯୁଗ ଧରି ଦେଶକୁ ମାର୍ଗଦର୍ଶନ ଜାରି ରଖିବ ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ।ଏକତା ଏବଂ ପାରସ୍ପରିକ ସୌହାର୍ଦ୍ଦ୍ୟ ଉପରେ ଗୁରୁତ୍ୱାରୋପ କରି ଏକ ସଂସ୍କୃତ 'ସୁଭାଶିତମ୍ ’ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
June 26th, 12:33 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସ୍କୃତ ସୁଭାଶିତମକୁ ସେୟାର କରି ସର୍ବଦା ଏକତା ଏବଂ ପାରସ୍ପରିକ ସୌହାର୍ଦ୍ଦ୍ୟ ସହିତ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।