Prime Minister Narendra Modi visits Smruti Mandir in Nagpur
March 30th, 11:48 am
The Prime Minister Shri Narendra Modi today visited Smruti Mandir in Nagpur. During the visit, he paid homage to Dr. K B Hedgewar and Shri M S Golwalkar.ମାର୍ଚ୍ଚ ୩୦ରେ ପ୍ରଧାନମନ୍ତ୍ରୀଙ୍କ ମହାରାଷ୍ଟ୍ର ଓ ଛତିଶଗଡ଼ ଗସ୍ତ
March 28th, 02:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୩୦ ତାରିଖରେ ମହାରାଷ୍ଟ୍ର ଏବଂ ଛତିଶଗଡ଼ ଗସ୍ତ କରିବେ । ସେ ନାଗପୁର ଯିବେ ଏବଂ ସକାଳ ପ୍ରାୟ ୯ଟାରେ ସ୍ମୃତି ମନ୍ଦିରରେ ଦର୍ଶନ କରିବେ ଏବଂ ପରେ ଦୀକ୍ଷାଭୂମି ପରିଦର୍ଶନ କରିବେ।