ପ୍ରଧାନମନ୍ତ୍ରୀଙ୍କ ହରିୟାଣା ଗସ୍ତ, ଉନ୍ମୋଚନ କଲେ ସାର ଛୋଟୁ ରାମଙ୍କ ପ୍ରତିମୂର୍ତ୍ତି, ରେଳଡବା ମରାମତି କାରଖାନା ପାଇଁ ରଖିଲେ ଆଧାରଶିଳା
October 09th, 04:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହରିୟାଣାର ସାମ୍ପଲା ଏବଂ ରୋହତକ ଗସ୍ତ କରିଥିଲେ ।ହରିୟାଣାରେ ରେଳଡ଼ବା କାରଖାନାର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
October 09th, 04:00 pm
ଦେଶର ସୀମାକୁ ସୁରକ୍ଷା ଦେବା ପାଇଁ ମୁତୟନ ହୋଇଥିବା ଆମର ଜବାନ, ଦେଶର କୋଟି କୋଟି ଜନସଂଖ୍ୟାର ପେଟକୁ ଖାଦ୍ୟ ଯୋଗାଉଥିବା ଆମର କୃଷକ ଭାଇମାନେ ଏବଂ ଖେଳରେ ସବୁଠାରୁ ଅଧିକ ପଦକ ଜିତି ଆସୁଥିବା ଖେଳାଳୀ ସୃଷ୍ଟି କରିଥିବା ହରିୟାଣାର ଏହି ମାଟିକୁ ମୁଁ ପ୍ରଣାମ କରୁଛି । ଦେଶର ନାମ, ସ୍ୱାଭିମାନ ବଜାୟ ରଖିବାରେ ସବୁଠାରୁ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ହରିୟାଣାବାସୀଙ୍କର କୌଣସି ତୁଳନା ନାହିଁ ।ପ୍ରଧାନମନ୍ତ୍ରୀ ଅକ୍ଟୋବର 9ରେ ଗସ୍ତ କରିବେ ହରିଆନା
October 08th, 05:53 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର 9, 2018ରେ ରୋହତକର ସାମ୍ପଲା ଗସ୍ତରେ ଯିବେ ।