Prime Minister congratulates Narender Berwal on winning Silver in Men’s 90+ kg Boxing
August 02nd, 12:01 pm
The Prime Minister, Shri Narendra Modi, has congratulated Narender Berwal on winning the Silver medal in the Men’s 90+ kg Boxing event at the Commonwealth Games 2026 in Glasgow.ମହିଳା ୭୫ କେଜି ବକ୍ସିଂରେ ରୌପ୍ୟ ପଦକ ଜିତିଥିବାରୁ ଲଭଲିନା ବୋର୍ଗୋହେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 02nd, 12:59 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬ ରେ ମହିଳା ୭୫ କେଜି ବକ୍ସିଂ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ଲଭଲିନା ବୋର୍ଗୋହେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ପୁରୁଷ ୫୫ କେଜି ବକ୍ସିଂରେ ରୌପ୍ୟ ପଦକ ଜିତିଥିବାରୁ ଯଦୁମଣି ସିଂହ ମାଣ୍ଡେଙ୍ଗବାମଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 02nd, 12:52 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୬ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡାରେ ପୁରୁଷ ୫୫ କେଜି ବକ୍ସିଂ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ଯଦୁମଣି ସିଂହ ମାଣ୍ଡେଙ୍ଗବାମଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ପୁରୁଷ ସଟ୍ ପୁଟ୍ ଏଫ୍ ୫୭ ରେ ରୌପ୍ୟ ପଦକ ଜିତିଥିବାରୁ ଶୁଭମ୍ ଜୁୟାଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 02nd, 12:50 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬ ରେ ପୁରୁଷ ସଟ୍ ପୁଟ୍ ଏଫ୍୫୭ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ଶୁଭମ୍ ଜୁୟାଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ପୁରୁଷ ଟ୍ରିପଲ ଜମ୍ପରେ ରୌପ୍ୟ ପଦକ ଜିତିଥିବା ପ୍ରବୀଣ ଚିତ୍ରଭେଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 02nd, 12:47 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬ ରେ ପୁରୁଷ ଟ୍ରିପଲ ଜମ୍ପ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ପ୍ରବୀଣ ଚିତ୍ରଭେଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି।୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ପୁରୁଷ ଜାଭେଲିନରେ ରୌପ୍ୟ ପଦକ ଜିତିଥିବାରୁ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 01st, 08:48 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ଲାସଗୋରେ ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ପୁରୁଷ ଜାଭେଲିନ୍ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ରୌପ୍ୟ ପଦକ ଜିତିଥିବାରୁ ଯାମିନୀ ମୌର୍ଯ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 01st, 08:45 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ୫୭ କେଜି ଜୁଡୋ ବର୍ଗରେ ରୌପ୍ୟ ପଦକ ଜିତିଥିବାରୁ ଯାମିନୀ ମୌର୍ଯ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି।Prime Minister Narendra Modi congratulates Lovepreet Singh on winning Silver in Men’s +110 kg event at Commonwealth Games 2026
July 31st, 02:32 pm
The Prime Minister, Shri Narendra Modi, has congratulated Lovepreet Singh on winning the Silver medal in the Men’s +110 kg weightlifting event at the Glasgow Commonwealth Games 2026.Prime Minister congratulates Mohammed Basil Morssinganakath on winning Silver at Commonwealth Games 2026
July 30th, 05:32 pm
The Prime Minister, Shri Narendra Modi, has congratulated Mohammed Basil Morssinganakath on winning the Silver medal at the Glasgow Commonwealth Games 2026.Prime Minister congratulates Sreeshankar on winning Silver at Commonwealth Games 2026
July 30th, 05:29 pm
The Prime Minister, Shri Narendra Modi, has congratulated Sreeshankar on winning the Silver medal at the Glasgow Commonwealth Games 2026.Prime Minister congratulates Gulveer on winning Silver in Men’s 10,000m at Commonwealth Games 2026
July 29th, 07:36 pm
The Prime Minister, Shri Narendra Modi, has congratulated Gulveer on winning the Silver medal in the Men’s 10,000m event at the Commonwealth Games 2026 in Glasgow.Prime Minister congratulates Harjinder Kaur on winning Silver in Women’s 69 kg event at Commonwealth Games 2026
July 29th, 07:34 pm
The Prime Minister, Shri Narendra Modi, has congratulated Harjinder Kaur on winning the Silver medal in the Women’s 69 kg weightlifting event at the Commonwealth Games 2026 in Glasgow.Prime Minister congratulates Sarvesh Kushare on winning Silver in Men’s High Jump at Commonwealth Games 2026
July 28th, 02:10 pm
The Prime Minister, Shri Narendra Modi, has congratulated Sarvesh Kushare on winning the Silver medal in the Men’s High Jump event at the Glasgow Commonwealth Games 2026.Prime Minister congratulates Valluri Ajaya Babu on winning Silver at Commonwealth Games 2026
July 28th, 02:07 pm
The Prime Minister, Shri Narendra Modi, has congratulated Valluri Ajaya Babu on winning the Silver medal in the Men’s 79 kg weightlifting event at the Glasgow Commonwealth Games 2026.Prime Minister congratulates Gyaneshwari Yadav on winning Silver Medal in Weightlifting at the Commonwealth Games Glasgow 2026
July 27th, 08:17 pm
Prime Minister Shri Narendra Modi today congratulated Gyaneshwari Yadav on winning the Silver Medal in Weightlifting at the Commonwealth Games Glasgow 2026.Prime Minister Congratulates Raja Muthupandi on winning Silver in Weightlifting at the Glasgow Commonwealth Games
July 27th, 01:59 pm
Prime Minister Shri Narendra Modi today highlighted another medal for India in Weightlifting. He congratulated Raja Muthupandi on winning a Silver in the Men’s 65 kg event at the Glasgow Commonwealth Games.ରୌପ୍ୟ ପଦକ ବିଜୟୀ ଭାରତୀୟ ଭାରୋତ୍ତୋଳନକାରୀ ଋଷିକାନ୍ତ ସିଂହ ଚନମବାମଙ୍କୁ ନେଇ ଗର୍ବ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ
July 26th, 08:49 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରୌପ୍ୟ ପଦକ ଜିତିବା ଏବଂ ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଭାରତୀୟ ଭାରୋତ୍ତୋଳନକାରୀ ଋଷିକାନ୍ତ ସିଂହ ଚନମବାମଙ୍କ ପ୍ରତି ଗର୍ବ ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ତାଙ୍କର ଦୃଢ଼ ସଂକଳ୍ପ ଏବଂ ଉଲ୍ଲେଖନୀୟ ପ୍ରଦର୍ଶନ ଦେଶ ପାଇଁ ଅପାର ଆନନ୍ଦ ଆଣିଛି।ପୁରୁଷ କ୍ଲବ୍ ଥ୍ରୋରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଣବ ସୁର୍ମାଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
September 05th, 08:05 am
ପ୍ୟାରିସ୍ ପାରାଲିମ୍ପିକ୍ସ ପୁରୁଷ କ୍ଲବ୍ ଥ୍ରୋ ଏଫ୍୫୧ ଇଭେଣ୍ଟ୍ରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଥଲେଟ୍ ପ୍ରଣବ ସୁର୍ମାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଦୃଢ଼ତା ଏବଂ ଉଦ୍ୟମର ପ୍ରଶଂସା କରିଛନ୍ତି ।ପୁରୁଷ ଶଟ୍ପୁଟ୍ରେ ରୌପ୍ୟ ପଦକ ଜିତିଥିବାରୁ ସଚିନ ଖିଲାରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
September 04th, 03:30 pm
ପ୍ୟାରିସ୍ ପାରାଲିମ୍ପିକ୍ସ ୨୦୨୪ରେ ପୁରୁଷ ଶଟ୍ପୁଟ୍ ଏଫ୍୪୬ ଇଭେଣ୍ଟ୍ରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଚିନ ଖିଲାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ପୁରୁଷ ହାଇ ଜମ୍ପ୍ ଟି୬୩ରେ ରୌପ୍ୟ ପଦକ ଜିତିଥିବାରୁ ଶରଦ କୁମାରଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 04th, 10:27 am
ପ୍ୟାରିସ୍ ପାରାଲିମ୍ପିକ୍ସ ୨୦୨୪ରେ ପୁରୁଷ ହାଇ ଜମ୍ପ୍ ଟି୬୩ ରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶରଦ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।