ସିଲଭାସାରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 07th, 03:00 pm
ଆପଣମାନେ ସମସ୍ତେ କେମିତି ଅଛନ୍ତି। ଆଜିର ଏହି କାର୍ଯ୍ୟକ୍ରମ ବହୁତ ଉତ୍ସାହ ରହିଛି ଓ ଭଲ ଲାଗୁଛି। ମୁଁ କେନ୍ଦ୍ର ଶାସିତ ଅଞ୍ଚଳର ସମସ୍ତ କର୍ମୀଙ୍କୁ ଧନ୍ୟବାଦ ଜଣାଉଛି, ଯେଉଁମାନେ ମୋତେ ଆପଣମାନଙ୍କ ଠାରୁ ଊର୍ଦ୍ଧ୍ୱକୁ ଉଠିବାର ସୁଯୋଗ ଦେଇଛନ୍ତି। ଆଜି ଅନେକ ପରିଚିତ ବ୍ୟକ୍ତିମାନଙ୍କୁ ଅଭିନନ୍ଦନ ଜଣାଇବାର ସୁଯୋଗ ପାଇଛି।PM Modi inaugurates and launches various development works worth over ₹2580 crore in Silvassa
March 07th, 02:45 pm
PM Modi launched various development works worth over ₹2580 crore in Silvassa. He also inaugurated the Namo Hospital in Silvassa earlier to the event. PM highlighted the significance of healthcare projects launched in Silvassa on Jan Aushadhi Diwas. He remarked that developments like the Ram Setu, Namo Path, Tent City in Daman, and the popular Night Market are enhancing the region's appeal.ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୭ ଓ ୮ରେ କେନ୍ଦ୍ରଶାସିତ ପ୍ରଦେଶ ଦାଦ୍ରା ଓ ନଗର ହାବେଳୀ ତଥା ଦମନ ଓ ଡିଉ ଏବଂ ଗୁଜରାଟ ଗସ୍ତ କରିବେ
March 07th, 07:10 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୭ ଓ ୮ ତାରିଖରେ କେନ୍ଦ୍ରଶାସିତ ପ୍ରଦେଶ ଦାଦ୍ରା ଓ ନଗର ହାବେଳୀ ତଥା ଦମନ ଓ ଡିଉ ଏବଂ ଗୁଜରାଟ ଗସ୍ତ କରିବେ । ସେ ମାର୍ଚ୍ଚ ୭ ତାରିଖରେ ସିଲଭାସା ଯିବେ ଏବଂ ଦ୍ୱିପ୍ରହର ପ୍ରାୟ ୨ଟାରେ ନମୋ ହସପିଟାଲ (ପ୍ରଥମ ପର୍ଯ୍ୟାୟ)ର ଉଦଘାଟନ କରିବେ । ଦ୍ୱିପ୍ରହର ପ୍ରାୟ ୨ଟା ୪୫ରେ ସିଲଭାସାରେ କେନ୍ଦ୍ରଶାସିତ ପ୍ରଦେଶ ପାଇଁ ୨୫୮୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ । ଏହାପରେ ସେ ସୁରଟ ଯିବେ ଏବଂ ସନ୍ଧ୍ୟା ପ୍ରାୟ ୫ଟାରେ ସୁରଟ ଖାଦ୍ୟ ସୁରକ୍ଷା ସଂତୃପ୍ତି ଅଭିଯାନର ଶୁଭାରମ୍ଭ କରିବେ । ମାର୍ଚ୍ଚ ୮ରେ ପ୍ରଧାନମନ୍ତ୍ରୀ ନବସାରୀ ଯିବେ ଏବଂ ସକାଳ ପ୍ରାୟ ୧୧ ଟା ୩୦ରେ ଲକ୍ଷପତି ଦିଦି ମାନଙ୍କ ସହ ଆଲୋଚନା କରିବେ । ଏହାପରେ ଏକ ସାର୍ବଜନୀକ ସମାବେଶରେ ବିଭିନ୍ନ ଯୋଜନାର ଶୁଭାରମ୍ଭ କରାଯିବ ।Balanced development of every region is a huge priority: PM Modi
April 25th, 04:50 pm
PM Modi laid the foundation stone and dedicated to the nation various development projects worth more than Rs 4850 crores at Silvassa, Dadra, and Nagar Haveli today. The projects included the dedication of NAMO Medical Education & Research Institute in Silvassa, and the laying of the foundation stone of 96 projectsପ୍ରଧାନମନ୍ତ୍ରୀ ସିଲଭାସା, ଦାଦରା ଓ ନଗର ହାଭେଲୀରେ ୪୮୫ଠ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି
April 25th, 04:49 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିଲୱାସା, ଦାଦରା ଏବଂ ନଗର ହାଭେଲୀ ଠାରେ ୪୮୫୦ କୋଟି ଟଙ୍କାରୁ ଅଧିକର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକରେ ସିଲବାସାରେ ନମୋ ଚିକିତ୍ସା ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନର ଲୋକାର୍ପଣ ଏବଂ ଦମନରେ ସରକାରୀ ଇଞ୍ଜିନିୟରିଂ କଲେଜ, ବିଭିନ୍ନ ସଡ଼କର ସୌନ୍ଦର୍ଯ୍ୟକରଣ, ସୁଦୃଢ଼ୀକରଣ ଏବଂ ପ୍ରଶସ୍ତୀକରଣ, ମତ୍ସ୍ୟ ବଜାର ଏବଂ ସପିଂ ସେଣ୍ଟର ଏବଂ ଜଳ ଯୋଗାଣ ଯୋଜା ଆଦିର ବିସ୍ତାର ଭଳି ୯୬ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ ଅନ୍ତର୍ଭୁକ୍ତ ରହିଛି । ପ୍ରଧାନମନ୍ତ୍ରୀ ଦୀବ ଏବଂ ସିଲୱାସା ଠାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ସହରୀ ହିତାଧିକାରୀଙ୍କୁ ଘର ଚାବି ମଧ୍ୟ ପ୍ରଦାନ କରିଥିଲେ ।ପ୍ରଧାନମନ୍ତ୍ରୀଙ୍କ ଦାଦ୍ରା ଓ ନଗର ହାଭେଳୀର ସିଲଭାସା ଗସ୍ତ;
January 19th, 02:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦାଦ୍ରା ଓ ନଗର ହାଭେଳୀର ସିଲଭାସା ଗସ୍ତ କରି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।ସିଲଭାସାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
January 19th, 02:00 pm
ଆଜି ପ୍ରଧାନସେବକ ଭାବେ ମୁଁ ପୁଣି ଥରେ ଆପଣମାନଙ୍କ ମଧ୍ୟକୁ ଆସିଛି । କିନ୍ତୁ ତାହା ପୂର୍ବରୁ ମଧ୍ୟ ଏହି ଦାମନ ହେଉ, ଦିୟୁ ହେଉ, ସିଲଭାସା ହେଉ, ଏଠାକାର ଗାଁ ହେଉ ଏସବୁ ମୋ ପାଇଁ କିଛି ନୂଆ ନୁହେଁ । ବହୁତଥର ଏଠାକୁ ଆସିବାର ସୁଯୋଗ ମୋତେ ମିଳିଛି । ଦାଦ୍ରା ନଗର ହାବେଳି ଏବଂ ଦାମନ ଦିୟୁର ରାସ୍ତା ଉପରେ କେବେ ସ୍କୁଟରରେ ବୁଲିବାର ମଧ୍ୟ ସୁଯୋଗ ମିଳୁଥିଲା । ଏଠାକାର ଖାଦ୍ୟ-ପେୟ, ରୀତି-ନୀତି, ଏଠାକାର ନାଗଳି, ସବୁକିଛି ଯେତେବେଳେ ଏଠାକୁ ଆସୁଛି ତ ପୁରୁଣା କଥା ସବୁ ମନେ ପଡ଼ିଥାଏ । ଆପଣମାନଙ୍କର ଭଲ ପାଇବା ମୋତେ ଅଭିଭୂତ କରିଛି ।ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଗୁଜରାଟ ଉଦ୍ୟୋଗ ସମ୍ମିଳନୀ-2019 ଲାଗି ଗସ୍ତ କରିବେ ଗୁଜରା
January 16th, 08:03 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ତିନିଦିନିଆ ଗସ୍ତରେ ଗୁଜରାଟ ଯାଉଛନ୍ତି, ଯେଉଁ ଗସ୍ତ କି ଆସନ୍ତକାଲିଠାରୁ 2019 ଜାନୁଆରୀ 17ରୁ ଆରମ୍ଭ ହେବ । ଏହି ଗସ୍ତ ସମୟରେ ସେ ଗାନ୍ଧୀନଗର, ଅହମ୍ମଦାବାଦ ଓ ହାଜିରା ଗସ୍ତ କରିବେ ।This nation belongs to each and every Indian: PM Modi
April 17th, 02:37 pm
At Dadra and Nagar Haveli, PM Modi inaugurated several government projects, distributed sanction letters to beneficiaries of PMAY Gramin and Urban, and gas connections to beneficiaries of Ujjwala Yojana. PM Modi also laid out his vision of a developed India by 2022 where everyone has own houses. PM Modi also emphasized people to undertake digital transactions and make mobile phones their banks.ପ୍ରଧାନମନ୍ତ୍ରୀ ଦାଦ୍ରା ଓ ନଗର ହାବେଳୀରେ ସରକାରୀ ପ୍ରକଳ୍ପ ସମୂହକୁ କଲେ ଉଦ୍ଘାଟନ
April 17th, 02:36 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦାଦ୍ରା ଓ ନଗର ହାବେଳୀର ସିଲଭାସାଠାରେ ବିଭିନ୍ନ ସରକାରୀ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିମଧ୍ୟରେ ରହିଛି ସରକାରୀ କୋଠା, ସୌର ପ୍ରକଳ୍ପ, ଜନ ଔଷଧୀ କେନ୍ଦ୍ର ଏବଂ ପାସପୋର୍ଟ ସେବା କେନ୍ଦ୍ର ।2014 is a movement towards Surajya to realize the aspirations of people: Narendra Modi campaigns in Gujarat
April 26th, 05:45 pm
2014 is a movement towards Surajya to realize the aspirations of people: Narendra Modi campaigns in Gujarat