ଟିଭି୯ ଶିଖର ସମ୍ମିଳନୀ ୨୦୨୬ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 23rd, 08:30 pm
ଗତ କିଛି ସମୟ ମଧ୍ୟରେ ମୋତେ ଥରେ - ଦୁଇଥର ଟିଭି୯ ଭାରତବର୍ଷ ଦେଖିବାର ସୁଯୋଗ ମିଳିଛି । ସାଧାରଣତଃ, ଆପଣଙ୍କର ଧ୍ୟାନ ଯୁଦ୍ଧ ଏବଂ କ୍ଷେପଣାସ୍ତ୍ର ଉପରେ ବହୁତ ରହିଥାଏ ଏବଂ ଆଜିକାଲି ଆପଣ ବିଷୟବସ୍ତୁକୁ ନେଇ ଅତିଭରଣ ହେଉଛନ୍ତି । ବଡ଼-ବଡ଼ ଦେଶଗୁଡ଼ିକ ଟିଭି୯କୁ ଅନେକ ତଥ୍ୟ ଯୋଗାଇବାକୁ ସ୍ଥିର ମନେ କରୁଛନ୍ତି । କିନ୍ତୁ ଏକ ଗମ୍ଭୀର କଥା ହେଉଛି, ଆଜି ବିଶ୍ୱ ଯେଉଁ ଗମ୍ଭୀର ପରିସ୍ଥିତି ଦେଇ ଗତି କରୁଛି , ତାହା ଅଭୂତପୂର୍ବ ଏବଂ ଅତ୍ୟନ୍ତ ଗମ୍ଭୀର। ଏହି ପରିସ୍ଥିତି ମଧ୍ୟରେ, ଆଜି ଟିଭି୯ ନେଟୱାର୍କ ବିଚାରଧାରା ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ତିଆରି କରିଛି। ଆଜି ଏହି ଶିଖର ସମ୍ମିଳନୀରେ, ଆପଣ ସମସ୍ତେ ଭାରତ ଏବଂ ବିଶ୍ୱ ବିଷୟ ଉପରେ ଆଲୋଚନା କରୁଛନ୍ତି। ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ଏହି ଶିଖର ସମ୍ମିଳନୀ ପାଇଁ ମୁଁ ଶୁଭେଚ୍ଛା ଜଣାଉଛି, ଏବଂ ସମସ୍ତ ଅତିଥିମାନଙ୍କୁ ଅଭିନନ୍ଦନ ଜଣାଉଛି ।Prime Minister Shri Narendra Modi addresses TV9 Network Summit
March 23rd, 08:00 pm
PM Modi addressed the TV9 Summit and emphasized that India's economy is progressing rapidly, leaving behind the pre-2014 conditions. He affirmed that India stands with its own interests, with peace and with dialogue and gave a detailed account of the country's development momentum over the last 23 days. Asserting that national interest must be placed above party interest, the PM drew inspiration from icons who always placed the nation above self.Barak Valley will become a major logistics and trade hub for the North East: PM Modi in Silchar, Assam
March 14th, 11:10 am
Launching multiple development projects worth ₹23,550 crore in Silchar, Assam, PM Modi said the projects will further empower Barak Valley as a logistics hub for the entire North East. He laid the foundation stone for the Shillong–Silchar High-Speed Corridor, noting it will boost local industry, agriculture and tourism. He cautioned that the hard-won era of peace and progress must be protected from regressive forces.ସିଲଚରରେ ₹୨୩,୫୫୦ କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 14th, 10:45 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସିଲଚରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ସେ କହିଥିଲେ ଯେ ସଂସ୍କୃତି ଓ ପ୍ରାଣବନ୍ତ ପରମ୍ପରାରେ ସମୃଦ୍ଧ ବରାକ ଉପତ୍ୟକା ପରିଦର୍ଶନ ସଦା ତାଙ୍କ ପାଇଁ ଏକ ବିଶେଷ ଅଭିଜ୍ଞତା। ସେ ଉଲ୍ଲେଖ କରିଥିଲେ ଯେ ସିଲଚର ଏହି ଉପତ୍ୟକାର ପ୍ରବେଶଦ୍ୱାର ଭାବେ ପରିଚିତ, ଯେଉଁଠାରେ ଇତିହାସ ଓ ଭାଷା ମିଶି ଏକ ବିଶିଷ୍ଟ ଆଞ୍ଚଳିକ ପରିଚୟ ଗଢ଼ିଉଠିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଅଞ୍ଚଳର ଶକ୍ତି ଏହାର ବିବିଧତାରେ ନିହିତ, ଯେଉଁଠାରେ ବଙ୍ଗଳା, ଆସାମିଆ ଓ ଆଦିବାସୀ ପରମ୍ପରାର ସମନ୍ୱୟ ଏକତ୍ର ପ୍ରତିଫଳିତ ହୁଏ। “ବରାକ ଉପତ୍ୟକାର ବିବିଧତା ଏହାର ସର୍ବଶ୍ରେଷ୍ଠ ସମ୍ପଦ, ଯାହା ଏଠାର ଲୋକମାନଙ୍କ ମଧ୍ୟରେ ଭାଇଚାରାର ଭାବନାକୁ ଶକ୍ତିଶାଳୀ କରେ,” ବୋଲି ସେ କହିଥିଲେ।୧୩-୧୪ ମାର୍ଚ୍ଚରେ ଆସାମ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
March 12th, 05:33 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୩-୧୪ ମାର୍ଚ୍ଚ ୨୦୨୬ରେ ଆସାମ ଗସ୍ତ କରିବେ । ଏହି ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ କୋକରାଝାର, ଗୌହାଟୀ ଏବଂ ସିଲଚରରେ ୪୭,୬୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ, ଶିଳାନ୍ୟାସ, ଭୂମି ପୂଜନ ଏବଂ ଶୁଭାରମ୍ଭ କରିବେ ।ସିଲଚର ଓ ଆଖପାଖ ଅଞ୍ଚଳରେ ଜୀବନଶୈଳୀ ସହଜ କରିବା ପାଇଁ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟରେ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
April 03rd, 09:55 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସିଲଚର ଓ ଆଖପାଖ ଅଞ୍ଚଳରେ ଜୀବନଶୈଳୀ ସହଜ କରିବା ପାଇଁ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।