ଏମ୍ଏସ୍ଏମ୍ଇ ଅଭିବୃଦ୍ଧି ଏବଂ ଉତ୍ପାଦନ ସମ୍ପ୍ରସାରଣ ପାଇଁ ଉତପ୍ରେରକ ଭାବେ, ଜିଏସଟି ସଂସ୍କାର ଉପରେ ଆଲୋକପାତ କରିଛନ୍ତି ପ୍ରଧାନମନ୍ତ୍ରୀ
September 04th, 08:51 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଯୁକ୍ତି ସୃଷ୍ଟି, ନବସୃଜନ ଏବଂ ଆର୍ଥିକ ସମ୍ପ୍ରସାରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା, ଭାରତର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ଗୁଡ଼ିକୁ ସଶକ୍ତ କରିବା ଲାଗି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ଆଜି ଦୋହରାଇଛନ୍ତି।