ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ମହିଳା ଜୁଡୋରେ ରୌପ୍ୟ ପଦକ ବିଜେତା ସୁଶୀଲା ଦେବୀ ଲିକ୍ମାବାମଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

August 01st, 11:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ମହିଳା ଜୁଡୋରେ ରୌପ୍ୟ ପଦକ ବିଜେତା ସୁଶୀଲା ଦେବୀ ଲିକ୍ମାବାମଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।