ଶୁଭମ୍ ଦ୍ୱିବେଦୀଙ୍କ ପରିବାରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

May 30th, 09:39 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କାନପୁରଠାରେ ଶୁଭମ୍ ଦ୍ୱିବେଦୀଙ୍କ ପରିବାରବର୍ଗଙ୍କୁ ଭେଟିଛନ୍ତି । ପହଲଗାମ୍ଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଶୁଭମ୍ଙ୍କର ମୃତୁ୍ୟ ହୋଇଥିଲା । ‘ସେମାନେ ଆତଙ୍କବାଦ ବିରୋଧରେ ଅପରେସନ ସିନ୍ଦୂର ପାଇର୍ ଆମ ପରାକ୍ରମୀ ସେନାକୁ କୃତଜ୍ଞତା ଜଣାଇଛନ୍ତି’ ଶ୍ରୀ ମୋଦୀ କହିଛନ୍ତି ।