କର୍ଣ୍ଣାଟକର ମନ୍ତ୍ରୀ ଶ୍ରୀ ଉମେଶ କଟ୍ଟିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

September 07th, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ମନ୍ତ୍ରୀ ଶ୍ରୀ ଉମେଶ କଟ୍ଟିଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।