ଏସ୍‌.ଏମ୍‌. କୃଷ୍ଣାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

December 10th, 09:01 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଏସ୍‌.ଏମ୍‌. କୃଷ୍ଣାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ କର୍ଣ୍ଣାଟକର ଭିତ୍ତିଭୂମି ବିକାଶ ଦିଗରେ ତାଙ୍କର ଉଦ୍ୟମ ପାଇଁ ବେଶ୍ ଜଣାଶୁଣା ଥିବା ଶ୍ରୀ କୃଷ୍ଣାଙ୍କୁ ଜଣେ ଉତ୍କୃଷ୍ଟ ନେତା ଭାବରେ ପ୍ରଶଂସା କରିଛନ୍ତି ।