Over its 100-year journey, SRCC has shaped generations and connected them with a bright future: PM Modi
September 05th, 07:30 pm
At the centenary celebrations of Shri Ram College of Commerce (SRCC), PM Modi reflected on India’s journey from policy paralysis to policy dynamism, highlighting economic growth, financial inclusion, Make in India and rising opportunities for youth. He also shared an ambitious vision for a Viksit and Aatmanirbhar Bharat driven by the strength and resolve of 140 crore Indians.ଶ୍ରୀ ରାମ କଲେଜ ଅଫ୍ କମର୍ସର ଶତବାର୍ଷିକୀ ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗଦାନ
September 05th, 07:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ରାମ କଲେଜ ଅଫ୍ କମର୍ସ (ଏସ୍. ଆର୍. ସି. ସି.) ର ଶତବାର୍ଷିକୀ ଉତ୍ସବରେ ଅଂଶଗ୍ରହଣ କରିଥିଲେ। ସମାବେଶକୁ ସମ୍ବୋଧିତ କରି ସେ ଉଲ୍ଲେଖ କରିଥିଲେ ଯେ ଏହି ଅବସର ଉଭୟ କଲେଜ ଏବଂ ଦେଶର ଶିକ୍ଷା କ୍ଷେତ୍ର ପାଇଁ ଐତିହାସିକ କାରଣ ଅନେକ ପିଢ଼ି ଏକାଠି ହୋଇଛନ୍ତି। ମୁଁ ପ୍ରତିଷ୍ଠାତା ଶ୍ରୀ ରାମ ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ଏବଂ ତାଙ୍କ ଦୂରଦୃଷ୍ଟିକୁ ପ୍ରଣାମ କରୁଛି, ବୋଲି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି।ସେପ୍ଟେମ୍ବର ୫ ରେ ଶ୍ରୀ ରାମ ବାଣିଜ୍ୟ କଲେଜର ଶତବାର୍ଷିକୀ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ
September 04th, 05:35 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୫ ତାରିଖ ସନ୍ଧ୍ୟା ୭ ଟାରେ ଶ୍ରୀ ରାମ ବାଣିଜ୍ୟ କଲେଜ (ଏସଆରସିସି) ର ଶତବାର୍ଷିକୀ ସମାରୋହରେ ଯୋଗଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।Members of the Governing Body of Shri Ram College of Commerce meets the Prime Minister
April 25th, 10:50 pm
A delegation comprising members of the Governing Body of Shri Ram College of Commerce, met the Prime Minister, Shri Narendra Modi, today. Shri Modi noted that this year marks the centenary of the institution, a significant milestone in its illustrious journey of academic excellence and nation-building. He lauded the college’s long-standing contribution to higher education and its role in nurturing generations of leaders across perse fields.