ଶ୍ରୀ ବଙ୍ଗାରୁ ଆଦିଗାଲାରଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

October 19th, 11:15 pm

ଶ୍ରୀ ବଙ୍ଗାରୁ ଆଦିଗାଲାରଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି ।