ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ୧୦୦ ମିଟର ଟି-୩୭ ପ୍ରତିଯୋଗିତାରେ ଶ୍ରେୟାଂଶ ତ୍ରିବେଦୀଙ୍କ ଦ୍ୱାରା ବ୍ରୋଞ୍ଜ ପଦକ ହାସଲରେ ପ୍ରଧାନମନ୍ତ୍ରୀଙ୍କ ଖୁସି

October 26th, 11:26 am

ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ୧୦୦ ମିଟର ଟି-୩୭ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା ଶ୍ରେୟାଂଶ ତ୍ରିବେଦୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ୨୦୦ ମିଟର ଟି୩୭ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା ଶ୍ରେୟାଂଶ ତ୍ରିବେଦୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

October 25th, 01:32 pm

ଚୀନର ହାଙ୍ଗଝୌରେ ଚାଲିଥିôବା ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ୨୦୦ ମିଟର ଟି୩୭ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା ଶ୍ରେୟାଂଶ ତ୍ରିବେଦୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।