ପ୍ରଧାନମନ୍ତ୍ରୀଙ୍କୁ ଦାରୁମା କଣ୍ଢେଇ ପ୍ରଦାନ କଲେ ଶୋରିନଜାନ ଦାରୁମା-ଜୀ ମନ୍ଦିରର ମୁଖ୍ୟ ପୁରୋହିତ ସେଇସି ହିରୋସେ
August 29th, 04:29 pm
ପ୍ରଧାନମନ୍ତ୍ରୀ ଶୀ ନରେନ୍ଦ୍ର ମୋଦୀଙ୍କୁ ଆଜି ତାକାସାକି-ଗୁନମା ସ୍ଥିତ ଶୋରିନଜାନ ଦାରୁମା-ଜୀ ମନ୍ଦିରର ମୁଖ୍ୟ ପୁରୋହିତ ରେଭ ସେଇସି ହିରୋସେ ଏକ ଦାରୁମା କଣ୍ଢେଇ ପ୍ରଦାନ କରିଥିଲେ । ଏହି ବିଶେଷ ଆବେଗ ଭାରତ ଏବଂ ଜାପାନ ମଧ୍ୟରେ ଘନିଷ୍ଠ ସଭ୍ୟତା ଏବଂ ଆଧ୍ୟାତ୍ମିକ ସମ୍ପର୍କକୁ ପ୍ରତିଫଳିତ କରେ ।