ଗୁଜରାଟ ନବସାରିରେ ଲକ୍ଷପତି ଦିଦିଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ କଥୋପକଥନ
March 08th, 11:00 pm
ମହିଳା ଦିବସରେ ଆମକୁ ଯେଉଁ ସମ୍ମାନ ମିଳିଛି, ସେଥିରେ ଆମେ ବହୁତ ଖୁସିଗୁଜରାଟ ନବସାରିରେ ଲକ୍ଷପତି ଦିଦିଙ୍କ ସହିତ କଥା ହେଲେ ପ୍ରଧାମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 08th, 10:32 pm
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଜି ଗୁଜରାଟ ନବସାରିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲକ୍ଷପତି ଦିଦିମାନଙ୍କ ସହିତ ମନ ଖୋଲି କଥା ହୋଇଛନ୍ତି। ଏହି ଅବସରରେ ସେ ମହିଳାସଶକ୍ତିକରଣ ଓ ସମାଜ ପ୍ରତି ମହିଳାଙ୍କ ଅବଦାନ ଉପରେ ଗୁରୁତ୍ୱାରୋପ କରିଥିଲେ।