ୟୁଏଇର ରାଷ୍ଟ୍ରପତି ମାନ୍ୟବର ଶେଖ୍ ଖଲିଫା ବିନ୍ ଜାଏଦଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ
May 13th, 06:14 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ମାନ୍ୟବର ଶେଖ୍ ଖଲିଫା ବିନ୍ ଜାଏଦଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ସେ ଜଣେ ମହାନ ରାଜନୀତିଜ୍ଞ ତଥା ଦୂରଦୃଷ୍ଟିସମ୍ପନ୍ନ ନେତା ଥିଲେ ଯାହାଙ୍କ ଅଧୀନରେ ଭାରତ-ୟୁଏଇ ସମ୍ପର୍କ ସୁଦୃଢ଼ ହୋଇପାରିଛି ।