ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଜବେକିସ୍ତାନ ଗସ୍ତ ଅବସରରେ ମିଳିତ ବିବୃତି

August 30th, 05:56 pm

ଉଜବେକିସ୍ତାନ ରାଷ୍ଟ୍ରପତି ମହାମହିମ ଶ୍ରୀ ଶୌକତ ମିର୍ଜିୟୋୟେଭଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୯ ଓ ୩୦ ଅଗଷ୍ଟ ୨୦୨୬ରେ ଉଜବେକିସ୍ତାନକୁ ସରକାରୀ ଗସ୍ତରେ ଯାଇଥିଲେ।

ପ୍ରଧାନମନ୍ତ୍ରୀଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ବିଦେଶୀ ନେତା ସମ୍ମାନ “ଓଲି ଦରାଜାଲି ଦୋସ୍ତଲିକ୍” ପ୍ରଦାନ

August 30th, 05:50 pm

ଦୁଇ ଦେଶ ମଧ୍ୟରେ ବନ୍ଧୁତାକୁ ସୁଦୃଢ଼ କରିବାରେ ନିଜର ବିଶେଷ ଯୋଗଦାନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଉଜବେକିସ୍ତାନର ରାଷ୍ଟ୍ରପତି ମହାମହିମ ଶଭକାତ୍ ମିର୍ଜିୟୋୟେଭ “ଓଲି ଦରାଜାଲି ଦୋସ୍ତଲିକ୍” (ସର୍ବୋଚ୍ଚ ବନ୍ଧୁତ୍ୱ ସମ୍ମାନ)ରେ ସମ୍ମାନିତ କରିଛନ୍ତି। ଏହା ବିଦେଶୀ ନେତାମାନଙ୍କ ପାଇଁ ଉଜବେକିସ୍ତାନର ସର୍ବୋଚ୍ଚ ବେସାମରିକ ସମ୍ମାନ।

ପ୍ରଧାନମନ୍ତ୍ରୀଙ୍କ ଉଜବେକିସ୍ତାନ ଗସ୍ତ ଅବସରରେ ଆନୁଷ୍ଠାନିକ ଆଲୋଚନା

August 30th, 05:46 pm

ଉଜବେକିସ୍ତାନ ରାଷ୍ଟ୍ରୀୟ ଗସ୍ତର ଅଂଶସ୍ୱରୂପ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉଜବେକିସ୍ତାନର ରାଷ୍ଟ୍ରପତି ମହାମହିମ ଶଭକାତ୍ ମିର୍ଜିୟୋୟେଭଙ୍କ ସହ ଆନୁଷ୍ଠାନିକ ଆଲୋଚନା କରିଛନ୍ତି।

ତାସକେଣ୍ଟରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ

August 29th, 07:00 pm

ଉଜବେକିସ୍ତାନର ତାସକେଣ୍ଟରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଷ୍ଟ୍ରପତି ସଭକତ ମିର୍ଜିୟୋୟେଭ ଭବ୍ୟ ସ୍ୱାଗତ କରିଥିଲେ।

ଉଜବେକିସ୍ତାନ ଓ କିର୍ଗିଜ୍ ଗଣରାଜ୍ୟ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନ ବିବୃତ୍ତି

August 29th, 08:45 am

ରାଷ୍ଟ୍ରପତି ଶଭକତ ମିର୍ଜିୟୋୟେଭଙ୍କ ନିମନ୍ତ୍ରଣ କ୍ରମେ ମୁଁ ୨୯-୩୦ ଅଗଷ୍ଟରେ ସରକାରୀ ଗସ୍ତରେ ତାସକେଣ୍ଟ ଯିବି। ଗତ କିଛି ବର୍ଷ ମଧ୍ୟରେ, ଭାରତ-ଉଜବେକିସ୍ତାନ ରଣନୈତିକ ସହଭାଗିତାରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଜବେକିସ୍ତାନ ଏବଂ ର୍କିଗିଜ୍ ଗଣତନ୍ତ୍ର ଗସ୍ତ

August 27th, 05:14 pm

ଉଜବେକିସ୍ତାନ ରାଷ୍ଟ୍ରପତି ସଭକତ ମିର୍ଜିୟୋୟେଭଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ମୋଦୀ 29 ରୁ 30 ଅଗଷ୍ଟ ପର୍ଯ୍ୟନ୍ତ ଉଜବେକିସ୍ତାନ ଗସ୍ତ କରିବେ । ଏହି ଗସ୍ତ ସମୟରେ ସେ ରାଷ୍ଟ୍ରପତି ମିର୍ଜିୟୋୟେଭଙ୍କ ସହ ପ୍ରତିନିଧି ସ୍ତରୀୟ ଆଲୋଚନା କରି ବିକଶିତ ଭାରତ 2047 ଏବଂ ଉଜବେକିସ୍ତାନ-2030 ର ସହଭାଗୀ ବିକାଶମୂଳକ ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବେ । ପରେ, କିର୍ଗିଜ୍ ଗଣତନ୍ତ୍ରର ରାଷ୍ଟ୍ରପତି ସାଦିର ଝାପାରୋଭଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ମୋଦୀ 31 ଅଗଷ୍ଟରୁ 1 ସେପ୍ଟେମ୍ବର 2026 ରେ 26ତମ ଏସସିଓ ସମ୍ମିଳନୀରେ ଭାଗ ନେବା ପାଇଁ ବିସକେକ୍ ଗସ୍ତ କରିବେ । ସେ ଷଷ୍ଠ ବିଶ୍ୱ ନୋମାଡ୍ ଗେମ୍ସର ଉଦଘାଟନୀ ସମାରୋହରେ ମଧ୍ୟ ଯୋଗଦେବେ ।

Prime Minister receives a telephone call from the President of Uzbekistan

August 12th, 07:07 pm

PM Modi received a telephone call today from the Uzbekistan president Shavkat Mirziyoyev. President Mirziyoyev conveyed warm greetings to the PM and people of India on the upcoming 79th Independence Day, as both leaders reviewed progress in trade, connectivity, health, technology, and people-to-people ties.

ଉଜ୍‌ବେକିସ୍ତାନ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

December 01st, 09:36 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୟୁଏଇରେ କପ୍ ୨୮ ସମ୍ମିଳନୀରେ ଯୋଗ ଦେବା ଅବସରରେ ୨୦୨୩ ଡିସେମ୍ବର ୧ରେ ଉଜବେକିସ୍ତାନର ରାଷ୍ଟ୍ରପତି ଶ୍ରୀ ଶାଭ୍‌କତ୍ ମିର୍ଜିୟୋୟେଭ୍‌ଙ୍କୁ ଭେଟିଛନ୍ତି ।

ଉଜବେକିସ୍ତାନ ଗସ୍ତରେ ପ୍ରସ୍ଥାନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

September 15th, 02:15 pm

ଉଜବେକିସ୍ତାନ ରାଷ୍ଟ୍ରପତି ମହାମହିମ ଶ୍ରୀ ସୱକତ ମୀର୍ଜିୟୋୟେଭଙ୍କ ଆମନ୍ତ୍ରଣ କ୍ରମେ ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ)ର ରାଷ୍ଟ୍ରମୁଖ୍ୟ ପରିଷଦର ବୈଠକରେ ଯୋଗ ଦେବାକୁ ମୁଁ ସମରକନ୍ଦ ଗସ୍ତ କରିବି ।

ନିର୍ବାଚନରେ ବିଜୟୀ ହୋଇଥିବାରୁ ରାଷ୍ଟ୍ରପତି ସୌକତ ମିର୍ଜିୟୋୟେଭଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

October 26th, 08:00 am

ନିର୍ବାଚନରେ ବିଜୟୀ ହୋଇଥିବାରୁ ରାଷ୍ଟ୍ରପତି ସୌକତ ମିର୍ଜିୟୋୟେଭଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

Virtual Summit between Prime Minister Shri Narendra Modi and President of Uzbekistan H.E. Mr. Shavkat Mirziyoyev

December 09th, 06:00 pm

A Virtual Summit will be held between Prime Minister Shri Narendra Modi and President of Uzbekistan H.E. Mr. Shavkat Mirziyoyev on 11 December 2020.

ଭାଏବ୍ରାଣ୍ଟ ଗୁଜରାଟ ବୈଶ୍ୱିକ ସମ୍ମିଳନୀ-2019 ଅବସରରେ ଉଜବେକୀସ୍ତାନ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

January 18th, 04:18 pm

“ଭାଏବ୍ରାଣ୍ଟ ଗୁଜରାଟ ବୈଶ୍ୱିକ ଶିଖର ସମ୍ମିଳନୀ-2019′ ଅବସରରେ 18 ଜାନୁଆରୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଉଜବେକୀସ୍ତାନ ରାଷ୍ଟ୍ରପତି ମହାମହିମ ମିଃ ଶ୍ୱାକତ ମିର୍ଜିୟୋୟେଭ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେଇଥିଲେ । ପୂର୍ବରୁ, ରାଷ୍ଟ୍ରପତି ମିର୍ଜିୟୋୟେଭ, ଏକ ବଡ଼ ଏବଂ ଉଚ୍ଚ କ୍ଷମତାସମ୍ପନ୍ନ ପ୍ରତିନିଧିଦଳକୁ ନେଇ 17 ଜାନୁଆରୀରେ ଗାନ୍ଧୀନଗରଠାରେ ପହଁଚିଥିଲେ ସେଠାରେ ତାଙ୍କୁ ଗୁଜରାଟ ରାଜ୍ୟପାଳ ଶ୍ରୀ ଓ.ପି କୋହଲୀ ସ୍ୱାଗତ ଜଣାଇଥିଲେ ।

ଉଜବେକିସ୍ଥାନ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ସମୟରେ ଭାରତ ଏବଂ ଉଜବେକିସ୍ଥାନ ମଧ୍ୟରେ ହୋଇଥିବା ରାଜିନାମାର ସୂଚୀ

October 01st, 02:30 pm

ଉଜବେକିସ୍ଥାନ ରାଷ୍ଟ୍ରପତି ମିର୍ଜିୟୋଏବଙ୍କ ସହିତ ମିଳିତ ପ୍ରେସ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି କହିଛନ୍ତି ,''ମୁଁ ଏହା ଅନୁଭବ କରୁଛି ଯେ ଉଜବେକିସ୍ଥାନ ଏକ ଘନିଷ୍ଠ ବନ୍ଧୁ । ଆମ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି ଯାହା ଆମର ରଣନୈତିକ ଭାଗିଦାରୀକୁ ଆହୁରି ମଜବୁତ କରିବାରେ ସାହାଯ୍ୟ ମିଳିବ ।'' ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି ଯେ ଆମେ ସୁରକ୍ଷା ,ଶାନ୍ତି ଏବଂ ସମୃଦ୍ଧି ଏବଂ ସହଯୋଗର କ୍ଷେତ୍ରୀୟ ପ୍ରଶନଗ ଉପରେ ବିଚାରବିମର୍ଶ କରିଛନ୍ତି ।

ଉଜବେକିସ୍ଥାନ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି

October 01st, 01:48 pm

ଉଜବେକିସ୍ଥାନ ରାଷ୍ଟ୍ରପତି ମିର୍ଜିୟୋଏବଙ୍କ ସହିତ ମିଳିତ ପ୍ରେସ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି କହିଛନ୍ତି ,''ମୁଁ ଏହା ଅନୁଭବ କରୁଛି ଯେ ଉଜବେକିସ୍ଥାନ ଏକ ଘନିଷ୍ଠ ବନ୍ଧୁ । ଆମ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି ଯାହା ଆମର ରଣନୈତିକ ଭାଗିଦାରୀକୁ ଆହୁରି ମଜବୁତ କରିବାରେ ସାହାଯ୍ୟ ମିଳିବ ।'' ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି ଯେ ଆମେ ସୁରକ୍ଷା ,ଶାନ୍ତି ଏବଂ ସମୃଦ୍ଧି ଏବଂ ସହଯୋଗର କ୍ଷେତ୍ରୀୟ ପ୍ରଶନଗ ଉପରେ ବିଚାରବିମର୍ଶ କରିଛନ୍ତି ।

ଅସ୍ତାନାରେ ସାଙ୍ଘାଇ ସହଯୋଗ ସଂଗଠନର ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ବୈଠକ

June 09th, 09:50 am

ଅସ୍ତାନାରେ ଚାଲିଥିବା ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାଜାଖସ୍ତାନ, ଚୀନ ଏବଂ ଉଜବେକିସ୍ତାନ ରାଷ୍ଟ୍ରନେତାମାନଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା କରିଛନ୍ତି ।

Prime Minister Modi arrives in Tashkent, Uzbekistan

June 23rd, 03:26 pm