The Dehradun-Delhi Economic Corridor will transform the entire region: PM Modi in Uttarakhand
April 14th, 01:25 pm
PM Narendra Modi inaugurated the Delhi-Dehradun Economic Corridor in Dehradun. In his address, he detailed the transformative benefits of the corridor and highlighted the project's multi-dimensional impact on the region. He also spoke about the construction of a nearly 12-kilometre elevated wildlife corridor as part of the expressway and urged tourists and pilgrims to keep sacred spaces clean and plastic-free.Prime Minister Shri Narendra Modi inaugurates Delhi–Dehradun Economic Corridor
April 14th, 01:20 pm
PM Narendra Modi inaugurated the Delhi-Dehradun Economic Corridor in Dehradun. In his address, he detailed the transformative benefits of the corridor and highlighted the project's multi-dimensional impact on the region. He also spoke about the construction of a nearly 12-kilometre elevated wildlife corridor as part of the expressway and urged tourists and pilgrims to keep sacred spaces clean and plastic-free.ଉତରାଖଣ୍ଡର ଦେହରାଡୁନରେ ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
December 04th, 12:35 pm
ଉତରାଖଣ୍ଡ କା, ସଭି ଦାଣା ସୟାଣୌ, ଦିଦି- ଭୂଲିୟୈାଁ, ବଚ୍ଚି-ବୋଡିୟୋଁ ଔର ଭୈ-ବୈଣୋ। ଆପ ସବୁଥେଁ, ମ୍ୟାରୁ ପ୍ରଣାମ! ମିଥୈ ଭରୋସା ଛ, କି ଆପ ଲୋଗ କୁଶଲ ମଙ୍ଗଲ ହୋଲା! ମି ଆପ ଲୋଗୋଁ ଥେ ସେବା ଲଗୌଣ ଛୁ, ଆପ ସ୍ୱୀକାର କରା!ଡେରାଡୁନରେ ପ୍ରାୟ ୧୮ହଜାର କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
December 04th, 12:34 pm
ସେ ଅଞ୍ଚଳ ବାରମ୍ବାର ଭୂସ୍ଖଳନ ସମସ୍ୟାର ସମ୍ମୁଖୀନ ହେଉଥିବା ଦୃଷ୍ଟିରୁ ଯାତ୍ରାର ନିରାପତ୍ତା ପାଇଁ ସାତଟି ପ୍ରକଳ୍ପକୁ ଶ୍ରୀ ମୋଦୀ ଉଦ୍ଘାଟନ କରିଛନ୍ତି । ଏଥିମଧ୍ୟରେ ୫୮ନମ୍ବର ଜାତୀୟ ରାଜପଥରେ ଦେବପ୍ରୟାଗଠାରୁ ଶ୍ରୀକୋଟ ଓ ବ୍ରହ୍ମପୁରୀରୁ କୋଡିୟାଲା ପର୍ଯ୍ୟନ୍ତ ସଡକ ପ୍ରଶସ୍ତୀକରଣ ପ୍ରକଳ୍ପ, ନମୁନା ନଦୀ ଉପରେ ନିର୍ମିତ ୧୨୦ ମେଗାୱାଟ ବ୍ୟାସୀ ଜଳବିଦ୍ୟୁତ ପ୍ରକଳ୍ପ, ଡେରାଡୁନରେ ହିମାଳୟ ସଂସ୍କୃତି କେନ୍ଦ୍ର, ସୁଗନ୍ଧିଯୁକ୍ତ ସୁଗନ୍ଦ ପରୀକ୍ଷାଗାର(ସୁଗନ୍ଦ ଗୁଳ୍ମ ରାଜି କେନ୍ଦ୍ର) ଡେରାଡୁନ ।ପ୍ରଧାନମନ୍ତ୍ରୀ ଡିସେମ୍ବର ୪ରେ ଡେରାଡୁନ ଠାରେ ପ୍ରାୟ ୧୮୦୦୦ କୋଟି ଟଙ୍କାର ଅନେକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ
December 01st, 12:06 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୪, ୨୦୨୧ରେ ଡେରାଡୁନ ଗସ୍ତ କରି ମଧ୍ୟାହ୍ନ ୧ଟା ବେଳେ ପ୍ରାୟ ୧୮୦୦୦ କୋଟି ଟଙ୍କାର ଅନେକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଗସ୍ତ ଅବସରରେ ସଡକ ଭିତ୍ତିଭୂମି ଉନ୍ନତିକରଣ ପ୍ରକଳ୍ପଗୁଡିକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯିବ, ଯାହା ଯାତ୍ରାକୁ ସୁଗମ ଓ ସୁରକ୍ଷିତ କରିବା ସହ ଅଞ୍ଚଳରେ ପର୍ଯ୍ୟଟନକୁ ସମୃଦ୍ଧ କରିବ । ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ଅନୁରୂପ ଏହି ପ୍ରକଳ୍ପଗୁଡିକ ଦୁର୍ଗମ ଅଞ୍ଚଳଗୁଡିକୁ ସଂଯୁକ୍ତ କରିବା ସହ ସୁଗମ କରିବ ।