ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ କରନ୍ତୁ ସେତୁବନ୍ଧାସନର ଅଭ୍ୟାସ !

May 24th, 08:35 am

ପ୍ରଧାନମନ୍ତ୍ରୀ ମୋଦୀ ସେତୁବନ୍ଧାସନ ଅଭ୍ୟାସର ଏକ 3ଡି ଏନିମେଟଡ ଭିଡିଓ ସେୟାର କରିଛନ୍ତି । ପିଠିର ମାଂସପେଶୀକୁ ମଜବୁତ ପ୍ରଦାନ କରିବା ,ପାଚନରେ ସୁଧାର ଆଣିବା ଏବଂ ହୃଦୟର କାଯ୍ୟକ୍ଷମତାରେ ସୁଧାର କରିବା ଆଦି ଭଳି ବିଭିନ୍ନ ଲାଭ ଏହି ଆସନର ରହିଛି ।