ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ରୁଷର ବୈଦେଶିକ ମନ୍ତ୍ରୀ

May 14th, 04:43 pm

ଋଷ ସଂଘର ବୈଦେଶିକ ମନ୍ତ୍ରୀ, ମହାମହିମ ଶ୍ରୀ ସର୍ଗେ ଲାଭରୋଭ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି।

ରୁଷ ମହାସଂଘ ବୈଦେଶିକ ମନ୍ତ୍ରୀ ମହାମହିମ ସର୍ଜେଇ ଲାଭରୋଭଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତ

April 01st, 06:48 pm

ରୁଷ ମହାସଂଘ ବୈଦେଶିକ ମନ୍ତ୍ରୀ ମହାମହିମ ସର୍ଜେଇ ଲାଭରୋଭ ଆଜି (୦୧.୦୪.୨୦୨୨) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।