ଜାପାନ ମିୟାଗି ପ୍ରଦେଶର ସେଣ୍ଡାଇଠାରେ ଥିବା ସେମିକଣ୍ଡକ୍ଟର କାରଖାନା ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ
August 30th, 11:52 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାପାନ ପ୍ରଧାନମନ୍ତ୍ରୀ, ମହାମହିମ ଶ୍ରୀ ଶିଗେରୁ ଇଶିବାଙ୍କ ସହିତ ଜାପାନ ମିୟାଗି ପ୍ରଦେଶର ସେଣ୍ଡାଇ ଯାତ୍ରା କରିଛନ୍ତି। ସେଣ୍ଡାଇଠାରେ ଦୁଇ ନେତା ସେମିକଣ୍ଡକ୍ଟର କ୍ଷେତ୍ରର ଏକ ଅଗ୍ରଣୀ ଜାପାନୀ କମ୍ପାନୀ ଟୋକିଓ ଇଲେକ୍ଟ୍ରୋନ୍ ମିୟାଗି ଲିମିଟେଡ୍ (ଟେଲ ମିୟାଗି) କାରଖାନା ପରିଦର୍ଶନ କରିଥିଲେ। ବିଶ୍ୱ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳରେ ଟେଲର ଭୂମିକା, ଏହାର ଉନ୍ନତ ଉତ୍ପାଦନ କ୍ଷମତା ଏବଂ ଭାରତ ସହିତ ଏହାର ଜାରି ରହିଥିବା ଏବଂ ଯୋଜନା କରାଯାଇଥିବା ସହଭାଗିତା ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ଏହି କାରଖାନା ପରିଦର୍ଶନ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳ, ନିର୍ମାଣ ଏବଂ ପରୀକ୍ଷଣ କ୍ଷେତ୍ରରେ ସହଯୋଗ ସ୍ଥାପନ ପାଇଁ ଦୁଇ ଦେଶ ମଧ୍ୟରେ ରହିଥିବା ସୁଯୋଗ ବିଷୟରେ ନେତାମାନଙ୍କୁ ଏକ ବ୍ୟବହାରିକ ଦୃଷ୍ଟିକୋଣ ପ୍ରଦାନ କରିଥିଲା।ବିପର୍ଯ୍ୟୟ ପ୍ରଶମନ ସଂକ୍ରାନ୍ତ ଏସିଆ ମନ୍ତ୍ରୀସ୍ତରୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 03rd, 12:17 pm
PM Modi addressed the first after the adoption of the Sendai Framework for Disaster Risk Reduction. PM said that 2015 was a momentous year as International Community adopted 2 major frameworks - the Sustainable Development Goals & the Paris Agreement on Climate Change. PM also outlined a ten-point agenda for renewing our efforts towards disaster risk reduction.