Prime Minister pays tributes to former CM of Tamil Nadu, J. Jayalalithaa ji
February 24th, 09:33 am
On the birth anniversary of former Tamil Nadu CM J. Jayalalithaa, PM Modi paid rich tributes to her and lauded her as an outstanding administrator. He noted that Jayalalithaa ji championed welfare-driven governance with a steadfast focus on women’s empowerment, social justice and inclusive development. The PM also shared what he had said about her in this month’s #MannKiBaat programme.ଚେନ୍ନାଇ କଲାଇଭାନର ଆରଙ୍ଗମରେ ଆମ୍ମା ଦୁଇଚକିଆ ଯାନ ସ୍କିମ ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 24th, 06:03 pm
ସେଲ୍ଭି ଜୟଲଳିତା ମହୋଦୟଙ୍କ ଜୟନ୍ତୀ ଅବସରରେ ମୁଁ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଓ ଆପଣମାନଙ୍କୁ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭକାମନା ଜଣାଉଛି । ସେ ଯେଉଁଠି ବି ଥାଆନ୍ତୁ, ମୁଁ ନିଶ୍ଚିତ ଯେ, ଆପଣମାନଙ୍କ ମୁହଁରେ ଖୁସି ଦେଖି ସେ ବହୁତ ଖୁସି ଥିବେ ।ଚେନ୍ନାଇରେ ଆମ୍ମା ଦୁଇଚକିଆ ଯାନ ସ୍କିମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ
February 24th, 05:57 pm
ପ୍ରଧାନମନ୍ତ୍ରୀ ମୋଦୀ ଆଜି ଚେନ୍ନାଇରେ ଆମ୍ମା ଦୁଇଚକିଆ ଯାନ ସ୍କିମ ଶୁଭାରମ୍ଭ କଲେ । ସେଲ୍ଭି ଜୟଲଳିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ମୋଦୀ ମହିଳା ସଶକ୍ତିକରଣ ବିଷୟରେ ବିସ୍ତାର ଭାବେ ବର୍ଣ୍ଣନା କଲେ । ସେ କହିଲେ ,''ଯେତେବେଳେ ଆମେ ପରିବାରରେ ମହିଳାଙ୍କୁ ସଶକ୍ତ କରାଇଥାଉ, ଆମେ ପୁରା ପରିବାରକୁ ସଶକ୍ତ କରିଥାଉ । ଯେତେବେଳେ ଆମେ ମହିଳାଙ୍କ ଶିକ୍ଷାରେ ସହାୟତା କରିଥାଉ, ଆମେ ପୁରା ପରିବାରକୁ ଶିକ୍ଷିତ କରାଇଥାଉ । ଯେତେବେଳେ ଆମେ ମହିଳାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଉପଲବ୍ଧ କରାଇଥାଉ, ପୁରା ପରିବାରକୁ ସୁସ୍ଥ ରଖିବାରେ ସହାୟତା କରିଥାଉ ।